Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ
ଭୁବନେଶ୍ୱର: ରଜ ଉପଲକ୍ଷେ ଜୟ ମାଆ ଭବାନୀ ଟ୍ରଷ୍ଟ ପକ୍ଷରୁ ନବମ ବାର୍ଷିକ ସେବା ରତ୍ନ ସମ୍ମାନ ଅନୁଷ୍ଠିତ ହୋଇଯାଇଥିବାବେଳେ ବିଶିଷ୍ଟ ଚିକିତ୍ସକ ଡାକ୍ତର ସ୍ୱରୂପ ପଟ୍ଟନାୟକଙ୍କୁ ୨୦୨୬ର ପ୍ରଥମ ସେବା ରତ୍ନ ସମ୍ମାନ ପ୍ରଦାନ କରାଯାଇଛି।
ଜୟଦେବ ବିହାରସ୍ଥିତ ଓଡିଶୀ ରିସର୍ଚ୍ଚ ସେଂଟର ଠାରେ…
ଚାକିରି ସ୍ଥାୟୀକରଣ ଦାବିରେ ସରକାରଙ୍କୁ ଚେତାବନୀ, ଜୁଲାଇ ୧୦ରୁ ସାମୁହିକ ଛୁଟି ଧମକ ଦେଲେ ଯୋଗାଣ ସହାୟକ କର୍ମଚାରୀ
ଭୁବନେଶ୍ଵର : ଚାକିରି ସ୍ଥାୟୀକରଣ ଦାବିକୁ ନେଇ ଯୋଗାଣ ସହାୟକ ମାନଙ୍କପକ୍ଷରୁ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ୧୪ ବର୍ଷ ଧରି ପଞ୍ଚାୟତ ସ୍ତରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ସତ୍ତ୍ୱେ ମାତ୍ର ୮ ହଜାର ଟଙ୍କା ମାସିକ ପରିଶ୍ରମିକରେ କାମ କରୁଥିବା ଯୋଗାଣ ସହାୟକ…
ଭୁବନେଶ୍ୱର ପାହାଳ ଥାନା ଭୀମପୁରରେ ହତ୍ୟାକାଣ୍ଡ। ଭୀମପୁର କେନାଲ ପଠାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ।
ଭୁବନେଶ୍ୱର : ଭୁବନେଶ୍ୱର ପାହାଳ ଥାନା ଭୀମପୁରରେ ହତ୍ୟାକାଣ୍ଡ। ଭୀମପୁର କେନାଲ ପଠାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ମୃତ ଯୁବକ ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା। ହତ୍ୟାକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି। ପ୍ରଭାତଙ୍କ ମୁଣ୍ଡ ଓ ମୁହଁରେ ଏକାଧିକ ଜାଗାରେ ଗଭୀର କ୍ଷତ ଚିହ୍ନ ରହିଛି।…
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା
ଭୁବନେଶ୍ବର : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମ ପରିଚାଳନା ଏବଂ ସାମଗ୍ରିକ…
ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ
ଭୁବନେଶ୍ବର : ଖୁବ ଶିଘ୍ର ଭୁବନେଶ୍ବରରେ ନିର୍ମାଣ ହେବ ଏକ ସୌନ୍ଦର୍ଯ୍ୟମୟ ଅଟ୍ଟାଳିକା ଜନାଶ୍ରୟ ଭବନ। ଏଥିପାଇଁ ରାଜଧାନୀର ଜନପଥ ରୋଡରେ ଜମି ଚିହ୍ନଟ ହୋଇଛି। ଏଥିରେ ୩.୨ ଏକର ବା ୯୪୯୪୯ ବର୍ଗ ମିଟର ପରିମିତ ସ୍ଥାନରେ ଏହି ଆଧୁନିକ ଅଟ୍ଟାଳିକ ନିର୍ମାଣ ହେବ। ଏଥିପାଇଁ ପୂର୍ତ୍ତମନ୍ତ୍ରୀ ଶ୍ରୀ…
ଜରୁରୀ ସେବାକୁ ଇନ୍ଧନ ମନା କଲେ ଜେଲ୍
ଭୁବନେଶ୍ବର : ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକ ବିଦ୍ୟୁତ ବିଭ୍ରାଟ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ପାଇଁ ଡିଜି ସେଟ୍ ଏବଂ ପରିବହନ ପାଇଁ ପେଟ୍ରୋଲ/ଡିଜେଲ ଉପରେ ନିର୍ଭର କରିଥାନ୍ତି। ଉପଯୁକ୍ତ ସମୟରେ ପେଟ୍ରୋଲ କିମ୍ବା ଡିଜେଲ ଅଭାବରୁ…
ସୈନିକ ସ୍କୁଲ୍ ରାସ୍ତାରେ ସିରିଜ୍ ଦୁର୍ଘଟଣା ; ଆଉ ଜଣେ ମୃତ
ଭୁବନେଶ୍ୱର : ଭୁବନେଶ୍ୱର ସୈନିକ ସ୍କୁଲ୍ ରାସ୍ତାରେ ଗତ ରାତିରେ ସିରିଜ୍ ଦୁର୍ଘଟଣା ହୋଇଥିଲା। ଘଟଣାରେ ଗତକାଲି ୨ଜଣ ପ୍ରାଣ ହାରଥିବା ବେଳେ ଆଜି ସକାଳୁ ଆଉ ଜଣେ ପ୍ରାଣ ହରାଇଛନ୍ତି।
ଗତ ରାତିରେ ଏହି ଦୁର୍ଘଟଣାରେ ଏକ କାର୍ ଅଟୋ ସହ ଏକାଧିକ ବାଇକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ…
ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଆଜି ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ…
ବିଜେପି ସରକାରକୁ ଦୁଇ ବର୍ଷ ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ମଧ୍ୟ ଏକ ସୁଯୋଗ।
ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାର ଗଠନକୁ ଦୁଇ ବର୍ଷ ପୂରଣ ହୋଇଛି। ୨୦୨୪ ଜୁନ୍ ୧୨ରେ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ନେଇଥିବାବେଳେ କିଛି କ୍ଷେତ୍ରରେ ସମାଲୋଚନାର ସମ୍ମୁଖୀନ…
ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ
ଭୁବନେଶ୍ବର : ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଗଲେ ଦେବାଶିଷ ସାମନ୍ତରାୟ। ଗୁରୁବାରରେ ତାଙ୍କୁ ରାଜ୍ୟସଭା ନିର୍ବାଚନର ରିଟର୍ଣ୍ଣିଂ ଅଫିସର ନିର୍ବାଚିତ ହୋଇଥିବା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଦେବାଶିଷ ଏକମାତ୍ର ଖାଲିଥିବା ଆସନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ…