Browsing Category

ମହାନଗର

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

ଭୁବନେଶ୍ୱର : ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ବିଷୟରେ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ଘଟଣାରେ ପ୍ରାଣ…

ଭର୍ସା ରିଭେରା ଆପାର୍ଟମେଣ୍ଟରେ ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଉତ୍ସାହ ଓ ଉଲ୍ଲାସର ସହ ପାଳିତ

ଭୁବନେଶ୍ୱର (୨୧/୬) :ଭର୍ସା ରିଭେରା ଆପାର୍ଟମେଣ୍ଟ ପରିସରରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଉତ୍ସାହ, ଆନନ୍ଦ ଏବଂ ସମୁଦାୟିକ ଏକତାର ପରିବେଶ ମଧ୍ୟରେ ସଫଳତାର ସହ ପାଳିତ ହୋଇଥିଲା। ପ୍ରଭାତ 6:00ରୁ 8:00ଟା ପର୍ଯ୍ୟନ୍ତ ଆୟୋଜିତ ଏହି ଯୋଗ ଅଧିବେଶନରେ ଆପାର୍ଟମେଣ୍ଟ ସମୁଦାୟର ପ୍ରାୟ 50 ଜଣ…

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ

ଭୁବନେଶ୍ୱର : ୨୧ ଜୁନ୍ ୨୦୨୬ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଭାବେ…

ଓଡ଼ିଶାରେ ୨ ବର୍ଷ ଏବଂ କେନ୍ଦ୍ରରେ ୧୨ ବର୍ଷର ଡବଲ ଇଂଜିନ୍ ବିଜେପି ସରକାର ସଂପୂର୍ଣ୍ଣ ବିଫଳ

ଭୁବନେଶ୍ବର,୨୦!୬: ଆଜି ନବନିର୍ମାଣ କୃଷକ ସଂଗଠନ ତରଫରୁ ଓଡ଼ିଶାରେ ୨ବର୍ଷ ଓ କେନ୍ଦ୍ରରେ ୧୨ ବର୍ଷର ଡବଲ ଇଂଜିନ୍ ବିଜେପି ସରକାର ତାଙ୍କର ପ୍ରତିଶୃତି ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଉପଲକ୍ଷେ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ଏକ…

ଓଡ଼ିଶାର ଡିଜିଟାଲ୍ ପରିମଳ ମଡେଲ୍ କୁ ବିଶ୍ୱସ୍ତରୀୟ ସ୍ୱୀକୃତି

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ପରିମଳ କ୍ଷେତ୍ର ପାଇଁ ଏକ ଗୌରବମୟ ସଫଳତା ଏବଂ ‘ସାଉଥ୍-ସାଉଥ୍ କୋଅପରେସନ୍’ (ଦକ୍ଷିଣ-ଦକ୍ଷିଣ ସହଯୋଗ) କ୍ଷେତ୍ରରେ ଏକ ଗର୍ବର ମୁହୂର୍ତ୍ତ ସ୍ୱରୂପ, ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ଜାତିସଂଘ-ହାବିଟାଟ୍ ଦ୍ୱାରା ସମର୍ଥିତ ଏକ ପ୍ରତିଷ୍ଠିତ…

ବିଜେପି ଛାଡି ବିଜେଡିରେ ପୁଣି ମିଶିଲେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ

ଭୁବନେଶ୍ବର : ବିଜେପି ରାଜ୍ୟରେ ଶାସନ ଭାର ନେବାଠାରୁ କୌଣସି ନେତା ବା ପ୍ରତିନିଧି ବିଜେପି ଛାଡି ବିଜେଡିରେ ମିଶିବାର ଦୃଷ୍ଟାନ୍ତ ନ ଥିଲା। ହେଲେ ପ୍ରଥମ ଥର ପାଇଁ ବିଜେପି ଛାଡି ବିଜେଡିରେ ମିଶିଛନ୍ତି ବୁଗୁଡା ବ୍ଲକ ଅଧ୍ୟକ୍ଷା। ସେ ହେଉଛନ୍ତି କେ ପ୍ରିୟଦର୍ଶନୀ ଆଚାରୀ। ସେ ପ୍ରଥମରୁ…

ବିଷୟ: ସ୍ୱାସ୍ଥ୍ୟମିତ୍ରଙ୍କ ଅହେତୁକ ଛଟେଇ ପ୍ରତିବାଦରେ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ସଂଘର ଆନ୍ଦୋଳନ ଡାକରା।

ଭୁବନେଶ୍ୱର, ୧୯ ଜୁନ୍ ୨୦୨୬ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ 993 ସ୍ୱାସ୍ଥ୍ୟମିତ୍ରଙ୍କ  ଅନ୍ୟାୟ ଛଟେଇ ପ୍ରତିବାଦରେ ଆଦି ଭୁବନେଶ୍ୱରସ୍ଥିତ ରେଡକ୍ରସ୍ ଭବନରେ ଏବଂ ସାମ୍ବାଦିକ ସମ୍ୱିଳନୀ ଅନୁଷ୍ଟିତ ହୋଇଥିଲା। ସମ୍ୱିଳନୀର ଆଲୋଚନା ଆରମ୍ଭକରି ସଭାପତି -…

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ

ଖୋର୍ଦ୍ଧା: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ଘୋଷଣା କରିଛନ୍ତି ସରକାର । ୧୯ ତାରିଖରୁ ୨୫ ତାରିଖ ଯାଏଁ ହେବ ସକାଳୁଆ ସ୍କୁଲ । ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି…

ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଜି ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ଶ୍ରୀ ସାଇମନ୍ ୱଙ୍ଗଙ୍କ (Mr Simon Wong) ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।…

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ। ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ପୋଲିସ ଷ୍ଟେସନରେ। ମୋବାଇଲ ଛାଡିଇବା ନାଁରେ ଏଏସଆଇ ଜଣକ ୨୦ ହଜାର ଟଙ୍କା ନେଉଥିବା ସମୟରେ ମାଡି ବସିଥିଲା ଭିଜିଲାନ୍ସ। ସେମାନଙ୍କଠାରୁ ୨୦,୦୦୦ ଟଙ୍କା ଜବତ…