Browsing Category

ମହାନଗର

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

ଭୁବନେଶ୍ୱର: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଆଜି ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେ ମୁଖ୍ୟମନ୍ତ୍ରୀଙ୍କ ସହ…

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

ଭୁବନେଶ୍ବର: ଆସନ୍ତାକାଲି ବିଜେଡିରେ ସାମିଲ ହେବେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ପ୍ରମୁଖ ନେତାଙ୍କ ବୈଠକ ଡାକିଛନ୍ତି। ଏହିପରି ଏକ ସୂଚନା ଦେଇଛନ୍ତି ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର। ତାଙ୍କର…

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

ଭୁବନେଶ୍ୱର: ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ ବୋଲି ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ…

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର : ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ। ଏହା ସହିତ…

ଆସନ୍ତା ୨୮ରେ OTET ସହ OSSSC ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ

ଭୁବନେଶ୍ୱର : ଆସନ୍ତା ଜୁନ୍ ୨୮, ରବିବାର। ଦିନ ଗୋଟିଏ, ପରୀକ୍ଷା ଦୁଇଟି। ଆଉ ଉଭୟ ପରୀକ୍ଷା ପାଇଁ ଅଧିକାଂଶ ହେଉଛନ୍ତି ସମାନ ଆବେଦନକାରୀ। ଯେଉଁଥିପାଇଁ ଆଶାୟୀଙ୍କ ଟେନ୍ସନ୍ ବଢିଯାଇଛି। ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି, OSSSC ବା ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ…

ମୋକିମ ଙ୍କ ଫୋକସ ରେ କେନ୍ଦ୍ରାପଡ଼ା : ମଙ୍ଗ ଧରିବେ ଦଳିତ BJD ଯୁବ ନେତା

ଭୁବନେଶ୍ୱର : ଓଡିଶା ଜନତା କଂଗ୍ରେସ ର ସଭାପତି ମହମଦ ମୋକିମ ଙ୍କ ଫୋକସ ରେ କେନ୍ଦ୍ରାପଡ଼ା ଜ଼ିଲ୍ଲା। ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ଖବର ଅନୁଯାଇ କେନ୍ଦ୍ରାପଡ଼ା ଜିଲ୍ଲାର BJD ର ଜଣେ ଯୁବ ନେତା ଖୁବ ଶୀଘ୍ର ଓଡିଶା ଜନତା କଂଗ୍ରେସ ରେ ଯୋଗଦେଇ ଓଡିଶା ଜନତା କଂଗ୍ରେସ ର କେନ୍ଦ୍ରାପଡ଼ା…

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ ବିଜୁ ଜନତା ଦଳ (ବିଜେଡି)କୁ ଏକ ବଡ଼ ଝଟକା ଲାଗିଛି। କ୍ରସ୍ ଭୋଟିଂ ଅଭିଯୋଗରେ ଦଳ ପକ୍ଷରୁ ୮ ଜଣ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ…

ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଗୁଡିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଡି.ଟି.ଓ.ପକ୍ଷରୁ ଦୃଢ ଦାବି

ଭୁବନେଶ୍ୱର ତା-୨୨.୦୬.୨୦୨୬ -  ଚଳିତ ଶିକ୍ଷାବର୍ଷରୁ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଗୁଡିକ ସଂପୂର୍ଣ୍ଣ ତୃଟିପୂର୍ଣ୍ଣ । ଏ ପର୍ଯ୍ୟନ୍ତ ଏଥିରେ ୧୭ଶହରୁ ଉର୍ଦ୍ଧ୍ବ ତୃଟି ପରିଲକ୍ଷିତ ହୋଇଛି। ଏସମସ୍ତ ପାଠ୍ୟପୁସ୍ତକ ତୁରନ୍ତ…

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

ଭୁବନେଶ୍ୱର : ଭାରତର ସବୁଠାରୁ ବଡ଼ ଓ ଦ୍ରୁତ ଗତିରେ ବଢୁଥିବା ଫ୍ୟାସନ ପ୍ରତିଷ୍ଠାନ ‘ଟ୍ରେଣ୍ଡସ୍‌’, ଏହାର ବହୁ ପ୍ରତୀକ୍ଷିତ “ଟ୍ରେଣ୍ଡସ୍ ରଜ ଫ୍ୟାସନ ଆଇକନ ୨୦୨୬” ଅଭିଯାନର ଗ୍ରାଣ୍ଡ ଫିନାଲେକୁ ସଫଳତାର ସହ ସମ୍ପନ୍ନ କରିଛି। ଏଥି ସହିତ ଟ୍ରେଣ୍ଡସ ରଜ ଅଭିଯାନର ଏକ ଚମତ୍କାର ପରିସମାପ୍ତି…