ମୋକିମ ଙ୍କ ଫୋକସ ରେ କେନ୍ଦ୍ରାପଡ଼ା : ମଙ୍ଗ ଧରିବେ ଦଳିତ BJD ଯୁବ ନେତା

ଭୁବନେଶ୍ୱର : ଓଡିଶା ଜନତା କଂଗ୍ରେସ ର ସଭାପତି ମହମଦ ମୋକିମ ଙ୍କ ଫୋକସ ରେ କେନ୍ଦ୍ରାପଡ଼ା ଜ଼ିଲ୍ଲା। ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ଖବର ଅନୁଯାଇ କେନ୍ଦ୍ରାପଡ଼ା ଜିଲ୍ଲାର BJD ର ଜଣେ ଯୁବ ନେତା ଖୁବ ଶୀଘ୍ର ଓଡିଶା ଜନତା କଂଗ୍ରେସ ରେ ଯୋଗଦେଇ ଓଡିଶା ଜନତା କଂଗ୍ରେସ ର କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠନ ଙ୍କୁ ସୁଦୃଢ କରିବାକୁ ଳାଗି ପଡିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା BJD ର ବହୁତ ଛାମୁଆ ଯୁବ ନେତା ଖୁବ ଶୀଘ୍ର ଓଡିଶା ଜନତା କଂଗ୍ରେସ ରେ ଯୋଗଦେବାର ସୂଚନା ମିଳିଛି।

Comments are closed.