ବରିଷ୍ଠ ଯୋଗ ଶିକ୍ଷକ ସାରଦା କିଙ୍କର ପାଲିତ ସମ୍ବର୍ଦ୍ଧିତ

0

ଭୁବନେଶ୍ୱର (୮/୬) : ସ୍ଥାନୀୟ ରାମକୃଷ୍ଣ ମଠ ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ବିବେକାନନ୍ଦ ଯୋଗ ଚିକିତ୍ସା ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ଯୋଗ ଶିକ୍ଷକ ସାରଦା କିଙ୍କର ପାଲିତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ପ୍ରତିଷ୍ଠାନ ପକ୍ଷରୁ ଯୋଗ ଶିକ୍ଷକ ଅଖିଳ ଚନ୍ଦ୍ର ରାଣା ଓ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.