Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ପ୍ରକାଶ ପାଇଲା +୨ ପରୀକ୍ଷା ଫଳ: ପାସ୍ ହାର ୮୫.୮୫%
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ପ୍ରକାଶ ପାଇଛି ଓଡ଼ିଶା ଦ୍ୱାଦଶ ଶ୍ରେଣୀ (+୨) ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଆନୁଷ୍ଠାନିକ ଭାବେ ଚଳିତ ବର୍ଷର ଫଳାଫଳ ଘୋଷଣା କରାଯାଇଛି। ରାଜ୍ୟ ବିଦ୍ୟାଳୟ…
ରାଜ୍ୟରେ ଏତେ ଧାନ ଉତ୍ପାଦନ ହେଉଛି ଯେ ତାକୁ ସାଇତି ରଖିବା ପାଇଁ ଜାଗା ନାହିଁ ।
ଭୁବନେଶ୍ବର : ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶହ ଶହ ସଂଖ୍ୟାରେ ଚାଷୀଙ୍କ ଭିଡ଼। ରବି ଯାଇ ଖରିଫ ଋତୁ ଆସିଲାଣି। ହେଲେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଜିଲ୍ଲାର ଅଧିକାଂଶ ମଣ୍ଡିରେ ଏଯାଏଁ ଚାଷୀଙ୍କ ଧାନ ବିକ୍ରୀ ହୋଇ ପାରିନାହିଁ। ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା …
ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍
ଭୁବନେଶ୍ୱର: ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନକୁ ନିୟମିତ ଏକ୍ସପ୍ରେସ୍ ଟ୍ରେନରେ ରୂପାନ୍ତରିତ କରାଯାଇଛି।
ଗାଡ଼ି ନମ୍ବର ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍ ଏବେ ଗାଡ଼ି ନମ୍ବର…
ଭୁବନେଶ୍ୱରରେ ଖୋଲିବ SEBIର ଆଞ୍ଚଳିକ କାର୍ଯ୍ୟାଳୟ
ଭୁବନେଶ୍ୱରରେ ଖୋଲିବ SEBIର ବ୍ରାଞ୍ଚ ଅଫିସ । ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଓଡିଶାରେ ବଢୁଛି ଚାହିଦା । ଏନେଇ ସୂଚନା ଦେଲେ ସେବି ଅଧକ୍ଷ ତୁହିନ କାନ୍ତ ପାଣ୍ଡେ। ଆଜି ରେଣ୍ଟାଲ କଣ୍ଟ୍ରାକ୍ଟ ସାଇନ ହୋଇଯିବ। କିଛିମାସ ମଧରେ ଆରମ୍ଭ ହେବ ଆଞ୍ଚଳିକ କାର୍ଯ୍ୟାଳୟ। ପୂର୍ବ ଭାରତରେ ସେବିର କାର୍ଯ୍ୟାଳୟ…
ରାଷ୍ଟ୍ର ପତି ସମର୍ପିତ ହୁଅ । ବିକାଶ ଦିଗରେ କାମ କର । ତଳ ସ୍ତରରୁ ସଙ୍ଗଠନ ସ୍ଥିତି ସୁଦୃଢ କର । ଜେନ୍ ଜିଙ୍କ ମନରେ ନ…
ଭୁବନେଶ୍ବର : ରାଷ୍ଟ୍ର ପତି ସମର୍ପିତ ହୁଅ । ବିକାଶ ଦିଗରେ କାମ କର । ତଳ ସ୍ତରରୁ ସଙ୍ଗଠନ ସ୍ଥିତି ସୁଦୃଢ କର । ଜେନ୍ ଜିଙ୍କ ମନରେ ନ ରହୁ ନେଗେଟିଭିଟି । ଦେଶର ଗଣତନ୍ତ୍ରରେ ଭାଗିଦାରୀ ହୁଅନ୍ତୁ ନାହିଁ ଅନୁପ୍ରବେଶକାରୀ । ବିଜେପି ନେତା ଓ କର୍ମୀଙ୍କୁ ଏଭଳି ୫ ଗୁରୁ ମନ୍ତ୍ର ଦେଇଛନ୍ତି…
ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ବିଜେପି ନେତା ଓ କର୍ମୀଙ୍କୁ ଦେଲେ ଗୁରୁ ମନ୍ତ୍ର।
ଭୁବନେଶ୍ବର : ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ବିଜେପି ନେତା ଓ କର୍ମୀଙ୍କୁ ଦେଲେ ଗୁରୁ ମନ୍ତ୍ର। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଛି କୋର୍ କମିଟି ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,…
ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ। ଆଜି ରାତି ୧୦ଟା ୩୫ରେ ଭୁବନେଶ୍ବର ବିମାନବନ୍ଦରରେ…
ଭୁବନେଶ୍ବର : ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ। ରାତି ୧୦ଟା ୩୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ନିତିନ। ଭୁବନେଶ୍ବର ପହଞ୍ଚିବା ପରେ ନିତିନ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପୁରୀରୁ ଭୁବନେଶ୍ବର ଫେରି ବିଜେପି ରାଜ୍ୟ…
ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ISO-ସାର୍ଟିଫିକେସନ୍ ମିଳିଛି
ଭୁବନେଶ୍ୱର : ଜେଲର ଦକ୍ଷ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ ଭୁବନେଶ୍ୱରର ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ISO-90001 ପ୍ରମାଣପତ୍ର ମିଳିଛି। ଗୁରୁବାର ଦିନ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଝାରପଡ଼ା ଜେଲ ପରିଦର୍ଶନ କରିବା ସମୟରେ ଏବଂ ଜେଲର ଅଧୀକ୍ଷକଙ୍କୁ ISO-9001 ପ୍ରମାଣପତ୍ର…
ଓଡ଼ିଶା ଖଣି ନିଗମ ପ୍ରତିଷ୍ଠା ଦିବସ ମଂଚରୁ କମ୍ପାନୀଙ୍କୁ ଉତ୍ତରଦାୟିତ୍ୱର ପାଠ ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ
ଓଏମସି ସାଜିବ ପଥ ଦେଶର ପଥ ପ୍ରଦର୍ଶକ । ସରକାରଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ସୁଖ ଓ ଦୁଖର ସାଥୀ ହେବ ଓଡ଼ିଶା ମାଇନିଂ କର୍ରପୋରେସନ । ୨୦୩୬ ବେଳକୁ ୧୦୦ ନିୟୁତ ଟନ ଖଣି ଉତ୍ତୋଳନ ପାଇଁ ଟାର୍ଗେଟ ରହିଛି । ହେଲେ ଖଣି ବିସ୍ଥାପିତ ଲୋକଙ୍କ ପ୍ରତି ଧ୍ୟାନ ଦେବାକୁ ନିଦ୍ଦେଶ ଦେଇଛନ୍ତି…
ନିର୍ଦ୍ଧାରିତ ସମୟ ଆଗରୁ ଆଣ୍ଡାମାନ ଛୁଇଁଲା ମୌସୁମୀ
ଭୁବନେଶ୍ବର : ଆଗକୁ ବଢ଼ିଲା ମୌସୁମୀ ବାୟୁ। ନିର୍ଦ୍ଧାରିତ ସମୟ ଆଗରୁ ଆଜି ଆଣ୍ଡାମାନ ଛୁଇଁ ଆଗକୁ ବଢ଼ିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ଅନେକ ଅଂଶ, ସମଗ୍ର ନିକୋବର ଦ୍ୱୀପପୁଞ୍ଜ…