Browsing Category

ଖେଳ

ସୁବର୍ଣ୍ଣପୁର ରେ ଉଦଯାପିତ ହୋଇଯାଇଛି ଜାତୀୟ କ୍ରିଡା ଉତ୍ସବ ।

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ସାତ ଦିନ ଧରି ପାଳିତ ହେଉଥିବା ଜାତୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ସାତ ଦିନ ଧରି ସାରା ଜିଲ୍ଲାରେ ବିଭିନ୍ନ ପ୍ରକାଳ ଖେଳକୁଦ ପ୍ରତିଯୋଗୀତା ହୋଇଥିବା ବେଳେ ଜିଲ୍ଲାସାରା ଖେଳର ବାତାବରଣ ସୃଷ୍ଟି ହୋଇଥିଲା ।ଶେଷ ଦିନରେ ସୁବର୍ଣ୍ଣପୁର ଓ…

ଦେବାଶିଷ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନ କ୍ରୀଡ଼ା ପୁରସ୍କାର ପ୍ରଦାନ ।

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଲୋକ ସେବା ଭବନର କନଭେନସନ୍ ହଲରେ ୨୦୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି। ଚଳିତ ବର୍ଷ ଓଡ଼ିଆ କିମ୍ବଦନ୍ତୀ କ୍ରିକେଟର ତଥା BCCI ଚୟନ କର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନ…

ହକି ତାରକା ଅମିତ ରୋହିଦାସଙ୍କ ହକି-ଜୀବନ-କାହାଣୀ।

ହକି ଅଲିମ୍ପିଆନ ଅମିତ ରୋହିଦାସଙ୍କ ସହିତ ସାକ୍ଷାତକାର । ନିଜ ସଂଘର୍ଷ ଓ ସଫଳତାର ଲମ୍ବା କାହାଣୀ କହିଲେ ଅମିତ ଦେଶକୁ ଗର୍ବିତ କରିବା ପାଇଁ ଆଗକୁ ବି ପରିଶ୍ରମ ଜାରି ରହିବ : ଅମିତ (ସୁନ୍ଦରଗଡ଼, ସଉନାମୁରାରୁ ପ୍ରୀତିବର୍ଦ୍ଧନ ନାୟକ ଓ ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଜାତୀୟ ଓ…

ସୁବର୍ଣ୍ଣପୁର ରେ ଜାତିୟ କ୍ରିଡାଦିବସରେ ରାଜ୍ୟସ୍ତରୀୟ ମିନିମାରାଥନ ଦୌଡ , ବାଲେଶ୍ବର ର ମହିଳା ଓ ସୁବର୍ଣ୍ଣପୁର ର…

 ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଅବସର ରେ ରାଜ୍ୟ ସ୍ତରୀୟ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜିଲ୍ଲାରୁ ଉଭୟ ମହିଳା ଓ ପୁରୁଷ ବର୍ଗର ପ୍ରାୟ ୪୦୦ ଜଣ ପ୍ରତିଯୋଗୀ ଏହି ମିନି ମାରାଥନରେ ଭାଗ ନେଇଥିଲେ ।ଜିଲ୍ଲା…

ନୀରଜ ଚୋପ୍ରାଙ୍କ ଧମାକାଦାର କମ୍‌ବ୍ୟାକ୍‌: ଲୌସେନ୍ ଡାଇମଣ୍ଡ ଲିଗ୍ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ: ଭାରତର ତାରକା ଜାବେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଆହତ ସମସ୍ୟାରୁ ଧମାକାଦାର କମ୍‌ବ୍ୟାକ୍ କରିଛନ୍ତି। ନୀରଜ ଚୋପ୍ରା ଶୁକ୍ରବାର ନିଜର ଶ୍ରେଷ୍ଠ ୮୯.୦୮ ମିଟର ଥ୍ରୋ ସହିତ ଡାଇମଣ୍ଡ ଲିଗ୍ ଟାଇଟଲ ଜିତିଥିଲେ। ନୀରଜ ପ୍ରଥମ ଭାରତୀୟ ଭାବରେ ଏହି ସଫଳତା ପାଇଛନ୍ତି। ଏହି ବିଜୟ ସହିତ…

ପାୱାର ଲିଫଟିଙ୍ଗ କରି କ୍ରୀଡା ର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର : (ବିବି ନିୟୁଜ ବ୍ୟୁରୋ) ଜାତୀୟ କ୍ରୀଡା ଦିବସ ପରିପ୍ରେକ୍ଷୀରେ ଜିଲ୍ଳା ପ୍ରଶାସନ ତରଫରୁ ଅଗଷ୍ଟ ତା ୨୫ ରୁ ତା ୩0 ପର୍ଯ୍ୟନ୍ତ ଜିଲ୍ଲାରେ ସପ୍ତାହ ବ୍ୟାପି ବହୁମୁଖୀ କ୍ରୀଡା ଆୟୋଜନ ସହ କ୍ରୀଡା ସପ୍ତାହ ପାଳନ କରାଯାଉଛି l ଆଜି ଅପରାହ୍ନରେ କ୍ରୀଡା ସପ୍ତାହ ର ଶୁଭାରମ୍ଭ ପାୱାର…

କ୍ରିଡା ପ୍ରତିଯୋଗିତାରେ ଛାତ୍ରଙ୍କ ଗୋଡ ଭାଙ୍ଗିଲା ।

ସୁବର୍ଣ୍ଣପୁର: (ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ କ୍ରୀଡାରେ ଅଘଟଣ । ଲମ୍ବ ଡିଆଁ ବେଳେ ଭାଙ୍ଗିଲା ଛାତ୍ରଙ୍କ ଗୋଡ । ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର । ଆହତ ଛାତ୍ର ଚାରଭଟା ଆଶ୍ରମ ବିଦ୍ୟାଳୟର +୨ ଛାତ୍ର ହରିଶ ଧରୁଆ । ଆଜି ତରଭା ବ୍ଲକ…

ରାଜ୍ୟସ୍ତରୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ବାପା-ଝିଅ ଙ୍କୁ ସ୍ଵର୍ଣ୍ଣ

କୋରାପୁଟ:ଜୟପୁର, ବାପାଙ୍କ ପଥ ଅନୁସରଣ କରୁଛନ୍ତି ଝିଅ। ପ୍ରତିଭାରେ କେହି କାହାଠାରୁ ନୁହନ୍ତି କମ। ରାଜ୍ୟସ୍ତରୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ବିଶ୍ଵନାଥ ନାୟକ ଏବଂ ତାଙ୍କ ୧୪ ବର୍ଷର ଝିଅ ବୈଭବୀ ନାୟକଙ୍କୁ ମିଳିଛି ସ୍ଵର୍ଣ୍ଣ ପଦକ। କୋରାପୁଟ ଜିଲ୍ଲା ଜୟପୁର ସହରର ସୌରାସାହି ବାସିନ୍ଦା…

ଓସିଏ ପକ୍ଷରୁ ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଘୋଷଣା ।

କଟକ : ଓସିଏ ସମ୍ପାଦକ ସଞ୍ଜୟ ବେହେରା ୧୯ ବର୍ଷରୁ କମ ବର୍ଗର ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କାର୍ଯ୍ୟସୂଚୀ ଜାରି କରିଛନ୍ତି । ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେଉ ଥିବା ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୩୬ ଗୋଟି ଦଳକୁ ନେଇ ୬ ଟୀ ଗ୍ରୁପ ଗଠନ କରାଯାଇଛି । ଗ୍ରୁପ A ରେ --…