Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଭାରତରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ୨୦୨୨ ଭାରତରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ…
୧୦୨୦ ଦିନ ପରେ ବିରାଟ ଶତକ
ଦୁବାଇ : ଦୁଇ ବର୍ଷ ୯ ମାସ ୧୫ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ମୋଟ ୧୦୨୦ ଦିନର ସଂଘର୍ଷ ପରେ ବିରାଟଙ୍କ ବ୍ୟାଟ୍ରୁ ମିଳିଛି ବିରାଟ ଶତକ। ଏହି ତିନି ବର୍ଷ ପ୍ରାୟ ମଧ୍ୟରେ କୋହଲି ଖେଳିଥିବା ୮୪ ଅନ୍ତର୍ଜାତୀୟ ପାଳି ଥିଲା ଶତକଶୂନ୍ୟ। ଗୁରୁବାର ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍ରେ…
ପାକ୍ କ୍ରିକେଟରଙ୍କ ଦିୱାନୀ ହେଲେ ଉର୍ବଶୀ; ପ୍ରଶଂସକ ଖପ୍ପା
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ତାଙ୍କ କ୍ରିକେଟ ପ୍ରେମକୁ ନେଇ ଚର୍ଚ୍ଚାରେ। ଏସିଆ କପରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ମ୍ୟାଚ୍ ଦେଖିବାକୁ ଉର୍ବଶୀ ଆସିଥିଲେ। ସୋସିଆଲ ମିଡିଆ ୟୁଜର୍ସଙ୍କ କହିବା କଥା, କ୍ରିକେଟର ଋଷଭ୍ ପନ୍ତ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ଶୀତଳ…
୮୮.୪୪ ମିଟର୍ ଦୂରକୁ ଜାଭ୍ଲିନ୍ ଥ୍ରୋ’ କରି ପ୍ରଥମ ଭାରତୀୟ ଭାବେ ‘ଡାଇମଣ୍ଡ୍ ଟ୍ରଫି’ ଜିଣିଲେ ନୀରଜ ଚୋପ୍ରା
ଜ୍ୟୁରିକ୍: ସ୍ବିଜର୍ଲାଣ୍ଡ୍ର ଜ୍ୟୁରିକ୍ରେ ଆୟୋଜିତ ‘ଡାଇମଣ୍ଡ୍ ଲିଗ୍ ସିରିଜ୍’ର ପୁରୁଷ ଜାଭ୍ଲିନ୍ ଥ୍ରୋ’ରେ ଗୁରୁବାର ରାତିରେ ୮୮.୪୪ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ପ୍ରଥମ ଭାରତୀୟ ଭାବେ ନୀରଜ ଚୋପ୍ରା ସମ୍ମାନଜନକ ‘ଡାଇମଣ୍ଡ୍ ଟ୍ରଫି’ ବିଜୟୀ ହୋଇଛନ୍ତି।
ଚେକ୍…
ସୁବର୍ଣ୍ଣପୁର ରେ ଉଦଯାପିତ ହୋଇଯାଇଛି ଜାତୀୟ କ୍ରିଡା ଉତ୍ସବ ।
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ସାତ ଦିନ ଧରି ପାଳିତ ହେଉଥିବା ଜାତୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ସାତ ଦିନ ଧରି ସାରା ଜିଲ୍ଲାରେ ବିଭିନ୍ନ ପ୍ରକାଳ ଖେଳକୁଦ ପ୍ରତିଯୋଗୀତା ହୋଇଥିବା ବେଳେ ଜିଲ୍ଲାସାରା ଖେଳର ବାତାବରଣ ସୃଷ୍ଟି ହୋଇଥିଲା ।ଶେଷ ଦିନରେ ସୁବର୍ଣ୍ଣପୁର ଓ…
ଦେବାଶିଷ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନ କ୍ରୀଡ଼ା ପୁରସ୍କାର ପ୍ରଦାନ ।
ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଲୋକ ସେବା ଭବନର କନଭେନସନ୍ ହଲରେ ୨୦୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି। ଚଳିତ ବର୍ଷ ଓଡ଼ିଆ କିମ୍ବଦନ୍ତୀ କ୍ରିକେଟର ତଥା BCCI ଚୟନ କର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନ…
ହକି ତାରକା ଅମିତ ରୋହିଦାସଙ୍କ ହକି-ଜୀବନ-କାହାଣୀ।
ହକି ଅଲିମ୍ପିଆନ ଅମିତ ରୋହିଦାସଙ୍କ ସହିତ ସାକ୍ଷାତକାର ।
ନିଜ ସଂଘର୍ଷ ଓ ସଫଳତାର ଲମ୍ବା କାହାଣୀ କହିଲେ ଅମିତ ଦେଶକୁ ଗର୍ବିତ କରିବା ପାଇଁ ଆଗକୁ ବି ପରିଶ୍ରମ ଜାରି ରହିବ : ଅମିତ
(ସୁନ୍ଦରଗଡ଼, ସଉନାମୁରାରୁ ପ୍ରୀତିବର୍ଦ୍ଧନ ନାୟକ ଓ ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଜାତୀୟ ଓ…
ସୁବର୍ଣ୍ଣପୁର ରେ ଜାତିୟ କ୍ରିଡାଦିବସରେ ରାଜ୍ୟସ୍ତରୀୟ ମିନିମାରାଥନ ଦୌଡ , ବାଲେଶ୍ବର ର ମହିଳା ଓ ସୁବର୍ଣ୍ଣପୁର ର…
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଅବସର ରେ ରାଜ୍ୟ ସ୍ତରୀୟ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜିଲ୍ଲାରୁ ଉଭୟ ମହିଳା ଓ ପୁରୁଷ ବର୍ଗର ପ୍ରାୟ ୪୦୦ ଜଣ ପ୍ରତିଯୋଗୀ ଏହି ମିନି ମାରାଥନରେ ଭାଗ ନେଇଥିଲେ ।ଜିଲ୍ଲା…
ନୀରଜ ଚୋପ୍ରାଙ୍କ ଧମାକାଦାର କମ୍ବ୍ୟାକ୍: ଲୌସେନ୍ ଡାଇମଣ୍ଡ ଲିଗ୍ ଜିତି ରଚିଲେ ଇତିହାସ
ନୂଆଦିଲ୍ଲୀ: ଭାରତର ତାରକା ଜାବେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଆହତ ସମସ୍ୟାରୁ ଧମାକାଦାର କମ୍ବ୍ୟାକ୍ କରିଛନ୍ତି। ନୀରଜ ଚୋପ୍ରା ଶୁକ୍ରବାର ନିଜର ଶ୍ରେଷ୍ଠ ୮୯.୦୮ ମିଟର ଥ୍ରୋ ସହିତ ଡାଇମଣ୍ଡ ଲିଗ୍ ଟାଇଟଲ ଜିତିଥିଲେ। ନୀରଜ ପ୍ରଥମ ଭାରତୀୟ ଭାବରେ ଏହି ସଫଳତା ପାଇଛନ୍ତି। ଏହି ବିଜୟ ସହିତ…
ପାୱାର ଲିଫଟିଙ୍ଗ କରି କ୍ରୀଡା ର ଶୁଭାରମ୍ଭ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର : (ବିବି ନିୟୁଜ ବ୍ୟୁରୋ) ଜାତୀୟ କ୍ରୀଡା ଦିବସ ପରିପ୍ରେକ୍ଷୀରେ ଜିଲ୍ଳା ପ୍ରଶାସନ ତରଫରୁ ଅଗଷ୍ଟ ତା ୨୫ ରୁ ତା ୩0 ପର୍ଯ୍ୟନ୍ତ ଜିଲ୍ଲାରେ ସପ୍ତାହ ବ୍ୟାପି ବହୁମୁଖୀ କ୍ରୀଡା ଆୟୋଜନ ସହ କ୍ରୀଡା ସପ୍ତାହ ପାଳନ କରାଯାଉଛି l ଆଜି ଅପରାହ୍ନରେ କ୍ରୀଡା ସପ୍ତାହ ର ଶୁଭାରମ୍ଭ ପାୱାର…