Browsing Category

ଦେଶବିଦେଶ

କୋର୍ଟରେ ହାଜର ହେବେ ସିସୋଦିଆ, ଗିରଫଦାରୀକୁ ଆପ୍‌ର ବିରୋଧ

ନୂଆଦିଲ୍ଲୀ :: ଗତକାଲି ଗିରଫ ପରେ ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଜି ତାଙ୍କୁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯିବ। ଏହି ସମୟରେ ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ। ତାଙ୍କୁ ପଚରାଉଚରା କରିବା ପାଇଁ…

ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ

ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ମତଦାନ। ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭାରେ ୬୦ଟି ଲେଖାଏ ଆସନ ରହିଥିବା ବେଳେ ଉଭୟ ରାଜ୍ୟରେ ୫୯ଟି ଲେଖାଏ ଆସନରେ ଆଜି ଭୋଟ୍…

ପ୍ରଥମ ପାଞ୍ଚ-ପ୍ରଥମ ଥର ମତଦାନ କରୁଥିବା ଭୋଟର ସମ୍ମାନିତ

ଶିଲଂ,୨୭।୨ : ସୋମବାର ପୂର୍ବାହ୍ନରୁ ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ମତଦାନ ଚାଲିଛି। ମେଘାଳୟର ପାଞ୍ଚ ଜଣ ପ୍ରଥମ ଭୋଟରଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କୁ ମତଦାନ ବୁଥରେ ସମ୍ମାନିତ କରାଯାଇଥିଲା। ଏହା ସହିତ ପ୍ରଥମ ଥର ମତଦାନ କରୁଥିବା ଭୋଟରଙ୍କୁ ମଧ୍ୟ ମତଦାନ…

ସିସୋଡିଆଙ୍କ ପରେ ଗୋପାଲ ରାୟଙ୍କ ସହ ୧୨ ଏଏପି ବିଧାୟକ ଗିରଫ

ନୁଆଦିଲ୍ଲୀ,୨୭।୨ : ସିବିଆଇ ସୋମବାର ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିବ। ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ମାମଲାରେ ସିସୋଡିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା। ଏହାପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଦିଲ୍ଲୀର ସିସୋଡିଆଙ୍କୁ…

ଏଚଏଏଲର ବିମାନ ‘ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ’କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୭।୨ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୋମବାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡର (ଏଚଏଏଲ)ର ବିମାନ 'ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ' ର ଏକ ନୂତନ ସଂସ୍କରଣକୁ ଅନୁମୋଦନ କରିଛି। ଏହି ସଂସ୍କରଣର ବିମାନରେ ସର୍ବାଧିକ ଯାତ୍ରୀଙ୍କ ସହିତ ସର୍ବାଧିକ ୫୬୯୫…

ସିସୋଡିଆଙ୍କୁ ଗିରଫ ପାଇଁ ଅମଙ୍ଗ ଥିଲେ ଅଧିକାଂଶ ସିବିଆଇ ଅଧିକାରୀ, ରାଜନୈତିକ ଚାପ ଯୋଗୁ ବାଧ୍ୟ ହେଲେ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୨ : ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିବା ନେଇ ଏଏପି ଭାଜପାକୁ କଡ଼ା ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋସିଆଲ ମିଡିଆରେ ଟୁଇଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ଟୁଇଟରେ ସେ…

ପଦ୍ମଫୁଲ ଆକୃତିର ବିମାନ ବନ୍ଦର: ପ୍ରଧାନମନ୍ତ୍ରୀ ହେଲେ ପ୍ରଥମ ଯାତ୍ରୀ

ବେଙ୍ଗାଲୁରୁ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ଶିବମୋଗାରେ ସୋମବାର ବିମାନବନ୍ଦରର ଉଦଘାଟନ କରଛନ୍ତି। ଏହା ସହିତ ବେଲଗାଭିରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ସରକାରୀ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଶିବମୋଗା ବିମାନବନ୍ଦର ପରିଦର୍ଶନ କରିଛନ୍ତି।…

ପାକିସ୍ତାନରେ ଜରୁରୀ ଔଷଧ ଅଭାବ

ଇସଲାମାବାଦ : ଆର୍ଥିକ ଦୁଃସ୍ଥିତି ଦେଇ ଗତିକରୁଥିବା ପାକିସ୍ତାନରେ ଖାଦ୍ୟ, ପାନୀୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅଭାବ ଦେଖାଯାଇଥିବାବେଳେ ଏବେ ଜରୁରୀ ଔଷଧର ଅଭାବ ଦେଖାଯାଇଛି । ପାକିସ୍ତାନ ଔଷଧ ବିକ୍ରେତାଙ୍କ କହିବାନୁଯାୟୀ ଇନ୍‌ସୁଲିନ, ଡିସ୍‌ପ୍ରିନ୍, କାଲ୍‌ପୋଲ, ହେପାମେର୍ଜ,…

ଆଜି ମିଳିବ ପିଏମ୍ କିଷାନର ୧୩ତମ କିସ୍ତି

ନୂଆଦିଲ୍ଲୀ : ପିଏମ୍ କିଷାନ  ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧୬,୮୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ପ୍ରତ୍ୟେକ…

ଅଗ୍ନିପଥ ଯୋଜନାକୁ ଦିଲ୍ଲୀ ହାଇକୋର୍ଟଙ୍କ ଗ୍ରୀନ୍ ସିଗ୍‌ନାଲ

ଦି।ଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ବିଜୟ। ଅଗ୍ନିପଥ ଯୋଜନାକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ ଦି।ଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ ବୈଧ ଘୋଷଣା କରିଛନ୍ତି। ଏଥିସହ ଅଗ୍ନିପଥ ଯୋଜନାକୁ ଚାଲେଞ୍ଜ କରି ହୋଇଥିବା ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିମ୍ ସତୀଶ…