Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ବିଧାୟକଙ୍କ ଚିଠି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ମଣିପୁର ବିଧାୟକମାନେ ଏକ ଚିଠି ଲେଖିଛନ୍ତି । ମଣିପୁରୁର ୪୦ ଜଣ ବିଧାୟକ ରାଜ୍ୟରୁ ଆସାମ ରାଇଫଲ୍ସକୁ ଉଠାଇ ଆଣିବାକୁ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ, ଆସାମ ରାଇଫଲ୍ସକୁ ଫେରାଇ ନେଇ ଅନ୍ୟ ଯେକୌଣସି କେନ୍ଦ୍ରୀୟ ବଳ…
୫୦ ବର୍ଷ ପରେ ରକେଟ୍ରେ ଚନ୍ଦ୍ରକୁ ‘ଲୁନା-୨୫’ ଲ୍ୟାଣ୍ଡର୍ ପଠାଇଲା ରୁଷ୍
ମସ୍କୋ: ପ୍ରାୟ ୫୦ ବର୍ଷ ପରେ ଗୁରୁବାର ରାତିରେ ରୁଷ୍ ରକେଟ୍ ଯୋଗେ ଚନ୍ଦ୍ରକୁ ମହାକାଶ ଯାନ ପଠାଇଥିବା କଥା ‘ଦି ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଗୁରୁବାର ରାତିରେ ରୁଷ୍ର ସୁଦୂର ପୂର୍ବ ପ୍ରାନ୍ତରେ ଥିବା ‘ସ୍ପେସ୍ପୋର୍ଟ’ରୁ ମଧ୍ୟମଧରଣର ‘ରୋବୋଟିକ୍…
ତୁର୍କୀ ଓ ଜାପାନରେ ଭୂମିକମ୍ପ
ନୂଆଦିଲ୍ଲୀ: ତୁର୍କୀ ଏବଂ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ଦେଇଛି ୟୁରୋପୀୟ ଭୂମଧ୍ୟସାଗରୀୟ ସେସମୋଲୋଜି କେନ୍ଦ୍ର । ପୂର୍ବ ତୁର୍କୀରେ ରିକ୍ଟର ସ୍କେଲରେ ତୀବ୍ରତା ୫.୨ ଏବଂ ଜାପାନରେ ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରେକର୍ଡ଼ କରାଯାଇଥିବା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ…
ଆଚରଣ ଅସହ୍ୟ ହେବାରୁ ସ୍ତ୍ରୀ’କୁ ମାରି ବଣରେ ଫିଙ୍ଗିଦେଲେ ସ୍ବାମୀ
ନୂଆଦିଲ୍ଲୀ: ୭୦ ହଜାର ଟଙ୍କା ଦେଇ କିଣି ବାହା ହୋଇଥିବା ସ୍ତ୍ରୀ’ର ଆଚରଣରେ ଅସନ୍ତୁଷ୍ଟ ହୋଇ ସ୍ବାମୀ ତା’ର ତଣ୍ଟି ଚିପି ହତ୍ୟା କରି ଦକ୍ଷିଣପଶ୍ଚିମ ଦିଲ୍ଲୀର ଫତେପୁର ବେରି ଅନ୍ତର୍ଗତ ଅରଣ୍ୟାଞ୍ଚଳରେ ଶବ ଫିଙ୍ଗି ଦେଇଥିବା କଥା ବୁଧବାର ଦିନ ପୁଲିସ କହିଛି। ପୁଲିସ କହିଛି, ଅଭିଯୁକ୍ତ…
ଲଣ୍ଡନର ରାଜରାସ୍ତାରେ ଶାଢ଼ୀର ରଙ୍ଗାରଙ୍ଗ ଶୋଭାଯାତ୍ରା
ଲଣ୍ଡନ: ତା ୯.୦୮.୨୦୨୩ ବିଶ୍ଵର ସାଂସ୍କୃତିକ ରାଜଧାନୀ ଲଣ୍ଡନ ନଗରୀର ରାଜରାସ୍ତାରେ ନିକଟରେ ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଶାଢ଼ୀର ଅନନ୍ୟ ଓ ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା। ଜାତୀୟ ହସ୍ତତନ୍ତ ଦିବସର ଅବ୍ୟବହିତ ପୂର୍ବରୁ "ଇନସ୍ପାୟାରିଂ ଇଣ୍ଡିଆନ ୱିମେନ୍ ଗ୍ରୁପ"ର…
ଲୋକସଭାରେ ଆରମ୍ଭ ହେଲା ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା
ନୂଆଦିଲ୍ଳୀ: ମଣିପୁର ପ୍ରସଙ୍ଗରେ ଲୋକସଭାରେ ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ନେତୃତ୍ବ ନେବେ ବୋଲି ଶୁଣା ହେଉଥିଲା। ମାତ୍ର କଂଗ୍ରେସର ଅନ୍ୟତମ ବରିଷ୍ଠ…
ଆଇଆଇଟି-ଏଚ୍ ହଷ୍ଟେଲ୍ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସାଙ୍ଗାରେଡି: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ (ଆଇଆଇଟି-ଏଚ୍) ର ଜଣେ ମହିଳା ଛାତ୍ରୀଙ୍କ ମୃତଦେହ ସୋମବାର ରାତିରେ ତାଙ୍କ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଜାଣିବାକୁ ମିଳିଛି ଯେ ଛାତ୍ରୀ ଜଣକ ହେଉଛନ୍ତି ଓଡ଼ିଆ। ତାଙ୍କ ନାମ ମମିଥା ନାୟକ। …
ଆସିଲା ରାହୁଲଙ୍କ ବିବାହ ପ୍ରସ୍ତାବ
ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଉଭୟ ରାଜନେତା ଏବଂ ଜନ ସାଧାରଣ ମଧ୍ୟ ଏଥିପାଇଁ ମାଆ ସୋନିଆ ଗାନ୍ଧୀ ଏବଂ ରାହୁଲଙ୍କୁ ପରାମର୍ଶ ଦେଉଛନ୍ତି। କିଛି ଦିନ ତଳ ସୋନିଆଙ୍କ ଦିଲ୍ଲୀ ସ୍ଥିତ ବାସଭବନ ବୁଲି ଆସିଥିଲେ ହରିୟାଣାର କିଛି ମହିଳା ଚାଷୀ। ଏହି…
ଦିଲ୍ଲୀରେ ଅନଶନ ଧର୍ମଘଟ ଆରମ୍ଭ କଲେ ‘କେସିଆର୍’ଙ୍କ ଝିଅ କେ. କବିତା
ନୂଆଦିଲ୍ଲୀ: ସଂସଦରେ ମହିଳାମାନଙ୍କ ସଂରକ୍ଷଣ ଚିଠା ଉପସ୍ଥାପନ ଦାବି କରି ଆଜି ନୂଆଦିଲ୍ଲୀରେ ‘ଭାରତ ରାଷ୍ଟ୍ର ସମିତି’ର ବରିଷ୍ଠ ନେତ୍ରୀ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍’ଙ୍କ ଝିଅ କେ. କବିତା ଅନଶନ ଧର୍ମଘଟ ଆରମ୍ଭ କରିଛନ୍ତି।
କେ. କବିତାଙ୍କ ‘ଏନ୍ଜିଓ’ ‘ଭାରତ…
ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ବିଶ୍ବଭୂଷଣଙ୍କର ଶପଥ ଗ୍ରହଣ
ରାୟପୁର, ୨୩.୦୨ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଆଜି ଶପଥ ଗ୍ରହଣ କରିଛନ୍ତି। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅରୂପ କୁମାର ଗୋସ୍ୱାମୀ ଶ୍ରୀ ହରଚନ୍ଦନଙ୍କୁ ରାଜ୍ୟର ନବମ ରାଜ୍ୟପାଳ ଭାବେ…