Browsing Category

ଦେଶବିଦେଶ

ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

ଭେନଜୁଏଲା: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ଭି କେ ପାଣ୍ଡିଆନ। ଏହାକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା। କାରଣ ହେଲା ଓଡିଶା ରାଜନୀତିରେ ଚହଳ ସୃଷ୍ଟି କରିଥିବା ଭି କେ ପାଣ୍ଡିଆନ ଦୀର୍ଘ ମାସ ପରେ ସେ ଲୋକଲୋଚନକୁ ଆସିଛନ୍ତି। ତେବେ ଓଡିଶାରେ ନୁହେଁ, ସେ ଭେନଜୁଏଲାରେ ଘଟିଥିବା…

ରାମ ମନ୍ଦିର ଟ୍ରଷ୍ଟ ବୈଠକ ପୂର୍ବରୁ ଚମ୍ପତ ରାୟଙ୍କଠାରୁ କାଢ଼ିନିଆଗଲା କ୍ଷମତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନ ୩ ଟାରେ ଟ୍ରଷ୍ଟର ଅତିଥି ଭବନରେ ଅନୁଷ୍ଠିତ ହେବ। ଏହି ବୈଠକର ଅଧ୍ୟକ୍ଷତା ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ କରିବେ, ଯେତେବେଳେ ଟ୍ରଷ୍ଟର…

ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ

ଆଦିଲ୍ଲୀ : ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଗ୍ନିବୀର ନିଯୁକ୍ତି ପାଇଁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଅଗ୍ନିବୀରମାନେ ଖୁସି ଖବର ପାଇବାକୁ ଯାଉଛନ୍ତି। ସେନା, ବାୟୁସେନା ଏବଂ…

ସମବାୟ କ୍ଷେତ୍ରକୁ ମିଳିବ ନୂଆ ଗତି: ଆଜି ଅମିତ ଶାହ କରିବେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ଏହି ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସହକାର ସେ ସମୃଦ୍ଧି” ର ପରିକଳ୍ପନା ଅନୁରୂପ ଏବଂ ଅମିତ ଶାହଙ୍କ…

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ରନ୍ଧନ ଗ୍ୟାସ ଯୋଗାଣ ଉପରେ ଉଠିଲା ଜରୁରୀକାଳୀନ ନିୟନ୍ତ୍ରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସ ଯୋଗାଣ ଉପରେ ଲାଗୁ ହୋଇଥିବା ଜରୁରୀକାଳୀନ ନିୟନ୍ତ୍ରଣ ପ୍ରତ୍ୟାହାର କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ସରକାର ଏହି ବ୍ୟବସ୍ଥା ଜାରି କରିଥିଲେ, ଯାହା ଅଧୀନରେ ସରକାରଙ୍କର ପ୍ରାକୃତିକ ଗ୍ୟାସ ଆବଣ୍ଟନ ଏବଂ ଯୋଗାଣ ଉପରେ ସିଧାସଳଖ…

ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ ସୁବିଧାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସାନନ୍ଦରେ ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ (ଓଏସଏଟି) ସୁବିଧା ଉଦ୍ଘାଟନ କରିଛନ୍ତି। ଏହି ଅବସରର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ଶୁଭାରମ୍ଭକୁ ଦେଶର ଲକ୍ଷ୍ୟ ପ୍ରତି ଅଟଳ…

କାଶ୍ମୀର ସରକାରୀ ପାଠାଗାରରେ ବିବାଦୀୟ ପୁସ୍ତକ; ୮ଜଣଙ୍କୁ ନିଲମ୍ବନ କଲେ ଉପରାଜ୍ୟପାଳ

ଜାମ୍ମୁ : ଜାମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାରଗୁଡ଼ିକରେ ବଣ୍ଟା ଯାଇଥିବା ବହିରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ସେମାନଙ୍କୁ ମହାନ ବ୍ୟକ୍ତିତ୍ୱ ଭାବେ ଚିତ୍ରିତ କରାଯିବା ଘଟଣାକୁ ନେଇ ୮ଜଣଙ୍କୁ ନିଲମ୍ବିତ କରିଛନ୍ତି ଉପରାଜ୍ୟପାଳ। ଏଥିସହ ପୁସ୍ତକର…

ବୈଭବଙ୍କ ଅନ୍ତର୍ଜାତୀୟ ପଦାର୍ପଣ;ସଚିନଙ୍କ ୩୭ ବର୍ଷର କୀର୍ତ୍ତିମାନ ଭାଙ୍ଗିଲେ

ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ଘଟିଛି। କ୍ରିକେଟର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ସିନିୟର ଦଳ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ ସହ ଇତିହାସ ସୃଷ୍ଟି କରିଛନ୍ତି। ସର୍ବକନିଷ୍ଠ ପୁରୁଷ ଭାରତୀୟ କ୍ରିକେଟର ଭାବେ ବୈଭବ ଅନ୍ତର୍ଜାତୀୟ ପଦାର୍ପଣ କରି କ୍ରିକେଟ କିମ୍ବଦନ୍ତୀ ସଚିନ…

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ତଦନ୍ତ ଆରମ୍ଭ କଲା ମେଲବୋର୍ଣ୍ଣ ପୋଲିସ

ନୂଆଦିଲ୍ଲୀ: ସୋମବାର (୯ ଜୁଲାଇ, ୨୦୨୬) ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ପ୍ରଧାନମନ୍ତ୍ରୀ…

ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ରାଜସ୍ଥାନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଯୋଧପୁର ବିମାନବନ୍ଦରର ନୂତନ ଟର୍ମିନାଲ କୋଠାର ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଟି ମୋଟ 480 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। 23 ହଜାର ବର୍ଗ ମିଟରରୁ ଅଧିକ ସ୍ଥାନରେ ଏହାର ନିର୍ମାଣ ହୋଇଛି। ଏହି ନୂତନ ଟର୍ମିନାଲ…