Browsing Category

ଦେଶବିଦେଶ

ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ଯୋଗୁଁ ‘ସିବିଆଇ’ ଅଧିକାରୀଙ୍କ ନାଁରେ ନରହତ୍ୟା ମାମଲା ରୁଜୁ

କୋଲ୍‌କାତା: ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତ ଲାଲନ୍‌ ଶେଖ୍‌ଙ୍କ ହାଜତ ମୃତ୍ୟୁ ଯୋଗୁଁ ପଶ୍ଚିମବଙ୍ଗ ପୁଲିସ ରେଜିଷ୍ଟ୍ରି କରିଥିବା ‘ଏଫ୍‌ଆଇଆର୍‌’ରେ ଉଚ୍ଚସ୍ତରୀୟ ‘ସିବିଆଇ’ ଅଧିକାରୀଙ୍କ ନାମ ଉଲ୍ଲେଖ କରିଛି। ରାମପୁରହାଟରେ ସଂଘଠିତ ବୋମା ଆକ୍ରମଣ ଯୋଗୁଁ ‘ତୃଣମୂଳ କଂଗ୍ରେସ’ ନେତା…

ତାଜମହଲର ବାସ୍ତବ ଇତିହାସ ମୂଲ୍ୟାୟନ ପାଇଁ ଦାଏର ଜନସ୍ବାର୍ଥ ମାମଲାକୁ ବିଚାରକୁ ନେଲେ ନାହିଁ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସ୍ମାରକୀ ବିଷୟରେ ଐତିହାସିକ ତଥ୍ୟାବଳି ଧାର୍ଯ୍ୟ କରିବା ପାଇଁ ଅଦାଲତ ଉଦ୍ଦିଷ୍ଟ ନୁହେଁ ବୋଲି କହି ଆଜି ସୁପ୍ରିମ୍‌ କ‌ୋର୍ଟ ପ୍ରସିଦ୍ଧ ତାଜମହଲର ବାସ୍ତବ ବୟସ ଓ ବାସ୍ତବ ଇତିହାସ ଆକଳନ ପାଇଁ ଆଗତ ଜନସ୍ବାର୍ଥ ମାମଲାକୁ ବିଚାରକୁ ନେବା ପାଇଁ ଅଗ୍ରାହ୍ୟ କରି ଦେଇଛନ୍ତି।…

ମୈନପୁରୀ ଉପନିର୍ବାଚନ: ପୁଲିସ ଲୋକଙ୍କୁ ଭୋଟ୍‌ ଦେବାକୁ ଛାଡୁ ନ ଥିବା ଅଭିଯୋଗ କଲେ ଅଖିଳେଶ

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ମୈନ୍‌ପୁରୀ ସଂସଦୀୟ ଆସନରେ ଉପନିର୍ବାଚନ ଆରମ୍ଭ ହେବା ପରେ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ, ପୁଲିସ ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ଛାଡୁନାହିଁ। ମୈନ୍‌ପୁରୀ ଆସନରୁ ‘ବିଜେପି’ର ରଘୁରାଜ ସିଂହ ଶାକ୍ୟଙ୍କ ସହିତ…

ଦିଲ୍ଲୀ ପୌର ନିର୍ବାଚନ: ଭୋଟର୍‌ ତାଲିକାରୁ ନାଁ କଟାଯାଇଥିବା ନିର୍ବାଚନ କମିସନ୍‌ରେ ଅଭିଯୋଗ କଲା ‘ବିଜେପି’

ନୂଆଦିଲ୍ଲୀ: ‘ଦିଲ୍ଲୀ ମହାନଗର ନିର୍ବଚାନ’ରେ ଆଚରଣ ସଂହିତା ଓ ନିର୍ବାଚନ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବାରୁ ‘ଆପ୍‌’ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ନିର୍ବାଚନ କମିସନ୍‌ରେ ଅଭିଯୋଗ କରିଛି। ଟୁଇଟ୍‌ କରି ଦିଲ୍ଲୀ ‘ବିଜେପି’ ଲେଖିଛି, ଗତରାତିରେ ‘ଆପ୍‌’ର…

ଆଜି ଦେଶରେ ୨୨୬ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୧ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ପୁଣି କିଛି ହ୍ରାସ ପାଇ ଅଢ଼େଇ ଶହ ତଳେ ରହିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ଥିଲେ ବି ୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ…

ହିନ୍ଦୁମାନେ ୨୨ବର୍ଷ ଭିତରେ ବିବାହ କଲେ ମୁସଲିମଙ୍କ ଭଳି ଅଧିକ ପିଲା ଜନ୍ମ କରିପାରିବେ: ବଦରୁଦ୍ଦିନ ଅଜମଲ

ନୂଆଦିଲ୍ଲୀ: ଅଧିକ ପିଲା ଜନ୍ମ କରିବାର ଟିପ୍ସ ହିନ୍ଦୁମାନେ ମୁସଲମାନଙ୍କଠାରୁ ନେବା ଉଚିତ୍। ଏଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇଡିୟୁଏଫ) ମୁଖ୍ୟ ବଦରୁଦ୍ଦିନ ଅଜମଲ। ସେ କହିଛନ୍ତି ଯେ ମୁସଲମାନଙ୍କ ପରି ହିନ୍ଦୁମାନେ କମ ବୟସରେ…

ବିବାହ ଉତ୍ସବ ହୋଇଗଲା ଖଟା; ଭୋଜିଖାଇ ୧୦୦ରୁ ଅଧିକ ଅସୁସ୍ଥ ୨୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ଧର: ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଏକ ବିବାହ ଉତ୍ସବ ଖଟା ହୋଇଯାଇଛି। କାରଣ ଶୁକ୍ରବାର ଦିନ ବିବାହ ଭୋଜି ଖାଇବା ପରେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

ବସ ଚଳାଉଥିବା ବେଳେ ହୃଦଘାତରେ ହେଲା ଡ୍ରାଇଭରଙ୍କ ମୃତ୍ୟୁ; ଲୋକଙ୍କ ଉପରକୁ ମାଡ଼ିଗଲା ବସ; ଦୁର୍ଘଟଣା ଘଟି ୨ ମୃତ, ୭ ଆହତ

ଭୋପାଳ: ମଧ୍ୟପ୍ରଦେଶର ଜବଲପୁରରେ ଏକ ଚଳନ୍ତା ବସର ଡ୍ରାଇଭରଙ୍କର ବସ ଚଳାଉଥିବା ସମୟରେ ହୃଦଘାତରେ ମୃତ୍ୟୁ ହେବା ପରେ ବସ୍‌ଟି ଭାରସାମ୍ୟ ହରାଇ ଲୋକଗହଳି ଭିତରକୁ ପଶି ଯାଇଥିଲା। ପରେ ନିୟନ୍ତ୍ରଣ ହରାଇଥିବା ବସ୍‌ଟି ଅନ୍ୟ ଯାନ ସହିତ ଧକ୍କା ହୋଇଥିଲା। ଯାହା ଫଳରେ ଦୁର୍ଘଟଣାରେ ୨ ଜଣଙ୍କର…

ପଶ୍ଚିମବଙ୍ଗ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ; ୩ ମୃତ, ୨ ଆହତ

କୋଲ୍‌କାତା: ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନୀପୁର ଜିଲ୍ଲାସ୍ଥିତ ଜଣେ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ ଘଟି ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଘଟଣାଟି ପୂର୍ବ ମେଦିନୀପୁରର ଭଗବାନପୁର ଅଞ୍ଚଳ ଅନ୍ତର୍ଗତ ନରିୟାବିଲା ଗ୍ରାମରେ ଥିବା…

କଂଗ୍ରେସ କେବଳ ଦୁଇଟି କାମ କରେ: ମୋଦୀ

ନୂଆଦିଲ୍ଲୀ: ଗୁଜୁରାଟରେ ନିର୍ବାଚନ ପ୍ରଚାରର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏବେ ନେତାମାନେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପୁଣି ଥରେ ବିରୋଧୀ ଦଳ ଉପରେ ଘୋର ଆକ୍ରମଣ କରିଛନ୍ତି। ମୋଦୀ ଆଜି ପାଟନ ସମାବେଶରେ କଂଗ୍ରେସକୁ…