Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ବସ ଚଳାଉଥିବା ବେଳେ ହୃଦଘାତରେ ହେଲା ଡ୍ରାଇଭରଙ୍କ ମୃତ୍ୟୁ; ଲୋକଙ୍କ ଉପରକୁ ମାଡ଼ିଗଲା ବସ; ଦୁର୍ଘଟଣା ଘଟି ୨ ମୃତ, ୭ ଆହତ
ଭୋପାଳ: ମଧ୍ୟପ୍ରଦେଶର ଜବଲପୁରରେ ଏକ ଚଳନ୍ତା ବସର ଡ୍ରାଇଭରଙ୍କର ବସ ଚଳାଉଥିବା ସମୟରେ ହୃଦଘାତରେ ମୃତ୍ୟୁ ହେବା ପରେ ବସ୍ଟି ଭାରସାମ୍ୟ ହରାଇ ଲୋକଗହଳି ଭିତରକୁ ପଶି ଯାଇଥିଲା। ପରେ ନିୟନ୍ତ୍ରଣ ହରାଇଥିବା ବସ୍ଟି ଅନ୍ୟ ଯାନ ସହିତ ଧକ୍କା ହୋଇଥିଲା। ଯାହା ଫଳରେ ଦୁର୍ଘଟଣାରେ ୨ ଜଣଙ୍କର…
ପଶ୍ଚିମବଙ୍ଗ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ; ୩ ମୃତ, ୨ ଆହତ
କୋଲ୍କାତା: ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନୀପୁର ଜିଲ୍ଲାସ୍ଥିତ ଜଣେ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ ଘଟି ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ଘଟଣାଟି ପୂର୍ବ ମେଦିନୀପୁରର ଭଗବାନପୁର ଅଞ୍ଚଳ ଅନ୍ତର୍ଗତ ନରିୟାବିଲା ଗ୍ରାମରେ ଥିବା…
କଂଗ୍ରେସ କେବଳ ଦୁଇଟି କାମ କରେ: ମୋଦୀ
ନୂଆଦିଲ୍ଲୀ: ଗୁଜୁରାଟରେ ନିର୍ବାଚନ ପ୍ରଚାରର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏବେ ନେତାମାନେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପୁଣି ଥରେ ବିରୋଧୀ ଦଳ ଉପରେ ଘୋର ଆକ୍ରମଣ କରିଛନ୍ତି। ମୋଦୀ ଆଜି ପାଟନ ସମାବେଶରେ କଂଗ୍ରେସକୁ…
‘ଇସ୍ରୋ’ ଗୁପ୍ତଚର ମାମଲା: ଅଭିଯୁକ୍ତ ଅଧିକାରୀଙ୍କ ଆଗୁଆ ଜାମିନ ମଞ୍ଜୁରିକୁ ରଦ୍ଦ କଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ବୈଜ୍ଞାନିକ ନମ୍ବୀ ନାରାୟଣନ୍ଙ୍କ ସହିତ ସମ୍ପୃକ୍ତ ଥିବା ‘ଇସ୍ରୋ’ ଗୁପ୍ତଚର ଘଟଣାରେ ଷଡ଼ଯନ୍ତ୍ର ଓ ପ୍ରମାଣ ଜାଲିଆତି କରିଥିବା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ମିଳିଥିବା ଆଗୁଆ ଜାମିନକୁ ଆଜି ସୁପ୍ରିମ୍ କୋର୍ଟ ରଦ୍ଦ କରିଦେଇଛନ୍ତି।
ଉକ୍ତ ଆଗୁଆ ଜାମିନ ଆବେଦନର ପୁନଃଶୁଣାଣି…
ଆଜି ଦେଶରେ ୨୭୫ ନୂଆ କୋଭିଡ୍-୧୯ ସଂକ୍ରମଣ; ୨ ମୃତ୍ୟୁ
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ବି ୩୦୦ ତଳେ ରହିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ଥିଲେ ବି ୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ…
ଖୁବ୍ ଶୀଘ୍ର ମଣିଷ ମସ୍ତିଷ୍କରେ ‘ବ୍ରେନ୍ ଚିପ୍’ ଲାଗିବ ବୋଲି ଆଶା କରୁଛନ୍ତି ଏଲନ୍ ମସ୍କ୍; ନିଜେ ମଧ୍ୟ ଗୋଟାଏ…
ସାନ୍ ଫ୍ରାନ୍ସିସ୍କୋ: ୬ ମାସ ମଧ୍ୟରେ ତାଙ୍କ କମ୍ପାନିଗୁଡ଼ିକ ମଧ୍ୟରୁ ଗୋଟିଏ ମାନବ ମସ୍ତିଷ୍କରେ ଗୋଟାଏ ‘ଚିପ୍’ ରୋପଣ କରିବାରେ ସମର୍ଥ ହେବ ଯାହା ବଳରେ ଉକ୍ତ ବ୍ୟକ୍ତିଜଣକ କମ୍ପ୍ୟୁଟର୍ ସହିତ ଯୋଗସୂତ୍ର ସ୍ଥାପନ କରିପାରିବ ବୋଲି ବୁଧବାର ଦିନ ‘ଟେକ୍ ବିଲିୟନେୟାର୍’ ଏଲନ୍…
‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ପାଇଁ କ୍ଷମାଭିକ୍ଷା କଲେ ଅଭିନେତା ପରେଶ ରାୱଲ୍
ନୂଆଦିଲ୍ଲୀ: ଗୁଜରାଟରେ ‘ବିଜେପି’ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ଦେଇ ତୀବ୍ର ସମାଲୋଚିତ ହୋଇଥିବା ଅଭିନେତା ପରେଶ ରାୱଲ୍ ଆଜି କ୍ଷମାଭିକ୍ଷା କରିଛନ୍ତି।
ଆଜି ସକାଳେ ଟୁଇଟ୍ କରି ସେ କ୍ଷମାଯାଚନା କରିବା ସହ ସ୍ପଷ୍ଟୀକରଣ ଦେଇ…
ସିଦ୍ଧୁ ମୂସେୱାଲା ହତ୍ୟାକାଣ୍ଡର ମାଷ୍ଟର୍ମାଇଣ୍ଡ୍ ଗ୍ୟାଙ୍ଗ୍ଷ୍ଟର୍ ଗୋଲ୍ଡି ବ୍ରାର କାଲିଫର୍ଣ୍ଣିଆରେ ଅଟକ
ନୂଆଦିଲ୍ଲୀ: ଗାୟକ-ରାଜନେତା ସିଦ୍ଧୁ ମୂସେୱାଲାଙ୍କ ହତ୍ୟାକାଣ୍ଡର ମାଷ୍ଟର୍ମାଇଣ୍ଡ୍ ବୋଲି ମନେକରାଯାଉଥିବା ଗ୍ୟାଙ୍ଗ୍ଷ୍ଟର୍ ଗୋଲ୍ଡି ବ୍ରାରଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ କର୍ତ୍ତୃପକ୍ଷମାନେ କାଲିଫର୍ଣ୍ଣିଆରେ ଅଟକ ରଖିଥିବା କଥା ଗୁଇନ୍ଦାସୂତ୍ରରୁ ଜଣାପଡ଼ିଛି।
ତାଙ୍କୁ…
୮ଟି ଦେଶରେ ୯୦୦ରୁ ଅଧିକ କାର୍ର ଟାୟାର୍ ପଙ୍କ୍ଚର୍ କରିଦେଲେ ଜଳବାୟୁକର୍ମୀ
ନୂଆଦିଲ୍ଲୀ: ସୋମବାର ରାତି ଓ ମଙ୍ଗଳବାର ବଡ଼ି ସକାଳ ମଧ୍ୟରେ ‘ଦି ଟାୟାର୍ ଏକ୍ଷ୍ଟିଙ୍ଗୁଇର୍ସ’ ନାମରେ ଏକ ପରିବେଶୀୟ କର୍ମୀ ସଙ୍ଗଠନ ପ୍ରାୟ ୯୦୦ଟି ‘ସ୍ପୋର୍ଟସ୍ ୟୁଟିଲିଟି ଭେଇକ୍ଲ୍’ (ଏସ୍ୟୁଭି) ଟାୟାର୍ରୁ ହାୱା ବାହାର କରିଦେଇଛନ୍ତି ବୋଲି କହିଥିବା କଥା ‘ଦି ଗାର୍ଡିଆନ୍’…
ଭାଇରାଲ ହେଉଛି ସମଲିଙ୍ଗୀ କପଲଙ୍କ ଫଟୋସୁଟ
ତିରୁବନନ୍ତପୁରମ: କେରଳର ଦୁଇ ଯୁବତୀଙ୍କ ଫଟୋସୁଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଉଭୟ ସମଲିଙ୍ଗୀ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିପାଇଁ ଏହା ଉପରେ ଆଲୋଚନା ହେଉଛି | ଫଟୋରେ ଉଭୟ କନ୍ୟା ଭାବେ ସଜେଇ ହୋଇଥିବାର ନଜର ଆସିଛନ୍ତି ଏବଂ ସେମାନଙ୍କର ଫଟୋ…