Browsing Category

ଦେଶବିଦେଶ

ଦିଲ୍ଲୀ ମଦ ନୀତି ମାମଲାରେ ବ୍ୟବସାୟୀ ଅମିତ ଅରୋରାଙ୍କୁ ଗିରଫ କଲା ‘ଇଡି’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ଅମିତ ଅରୋରାଙ୍କୁ ଗିରଫ କରିଛି। ବ୍ୟବସାୟୀ ଅମିତ ହେଉଛନ୍ତି ଗୁରୁଗ୍ରାମସ୍ଥିତ ‘ବଡ୍ଡୀ ରିଟେଲ୍‌’ର ନିର୍ଦେଶକ। ଏହାଙ୍କୁ ମିଶାଇ ଦିଲ୍ଲୀ ମଦ ନୀତି…

ଦୁଷ୍କର୍ମ କରିବା ଲାଗି ରୁଷୀୟ ସୈନିକଙ୍କୁ ଉତ୍ସାହ ଦେଉଛନ୍ତି ସେମାନଙ୍କ ପତ୍ନୀ: ୟୁକ୍ରେନ୍‌ ଫାଷ୍ଟ୍‌ଲେଡି

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଚଳାଇଥିବା ଆକ୍ରମଣ ଅଭିଯାନରେ ରୁଷୀୟ ସୈନିକମାନେ ଦୁଷ୍କର୍ମ ଓ ଯୌନ ନିର୍ଯାତନାକୁ ‘ଅସ୍ତ୍ର’ରୂପେ ବ୍ୟହବାର କରୁଥିବା କଥା ୟୁକ୍ରେନ୍‌ର ‘ଫାଷ୍ଟ୍‌ଲେଡି’ ତଥା ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କା କହିଛନ୍ତି ବୋଲି…

ଚୀନ୍‌-ଭାରତ ସମ୍ପର୍କ ବ୍ୟାପାରରେ ହସ୍ତ‌କ୍ଷେପ ନ କରିବା ପାଇଁ ଆମେରିକାକୁ ଚୀନ୍‌ର ସତର୍କତା

ୱାସିଂଟନ୍‌: ଭାରତ ସହିତ ତା’ର ସମ୍ପର୍କ ବ୍ୟାପାରରେ ହସ୍ତକ୍ଷେପ ନ କରିବା ପାଇଁ ଚୀନ୍‌ ଆମେରିକାକୁ ସତର୍କ କରିଥିବା କଥା କଂଗ୍ରେସ୍‌ରେ ଦାଖଲ କରିଥିବା ରିପୋର୍ଟରେ ଆମେରିକୀୟ ଯୁଦ୍ଧ ବିଭାଗ ‘ପେଣ୍ଟାଗନ୍‌’ ଉଲ୍ଲେଖ କରିଛି। ମଙ୍ଗଳବାର ଦିନ ଦାଖଲ କରାଯାଇଥିବା ଉକ୍ତ ରିପୋର୍ଟରେ…

୧୫୦ଟି ଦମକଳ ଗାଡି ମୁତୟନ ହେବା ସତ୍ତ୍ବେ ବି ୫ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ

ନୂଆଦିଲ୍ଲୀ: ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲାଗିବା ହେତୁ ଧୁଆଁ ଚାରିଆଡେ ଭରି ଯାଇଛି। ନିଆଁ ଲାଗିବା ପର ଠାରୁ ଏହାକୁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଛି। ଏହା ସତ୍ତ୍ବେ ବି ନିଆଁ ଏଯାଏଁ ଆୟତ୍ତକୁ ଆସି ପାରି…

ପୁଲୱାମା ଆକ୍ରମଣ : ଜୈଶ-ଏ-ମହମ୍ମଦ ଷଡ଼ଯନ୍ତ୍ର ମାମଲାରେ ୫ ଆତଙ୍କବାଦୀଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ:  ଜମ୍ମୁ କଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ୨୦୧୯ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କିତ ଏକ ମାମଲାର ଶୁଣାଣି ହୋଇଛି। ଦିଲ୍ଲୀର ଏନ୍‌ଆଇଏର ସ୍ବତନ୍ତ୍ର ଅଦାଲତ ୬ ଜଣଙ୍କୁ ଦୋଷୀ ଘୋଷଣା କରି ଦଣ୍ଡିତ କରିଛନ୍ତି । ସେହି ମାମଲାରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ…

ସକାଳୁ ଠପ୍‌ ହେଲା ଜିଓ ସେବା; ଗଲାନି କଲ୍‌ ମେସେଜ୍‌ କି ଚାଲିଲାନି ଇଣ୍ଟର୍‌ନେଟ୍‌

ନୂଆଦିଲ୍ଳୀ: ଫେସ୍‌ବୁକ୍‌ ଓ ଇନ୍‌ଷଷ୍ଟାଗ୍ରାମ୍‌ ପରେ ଏବେ ଜିଓ ସିମ୍‌ ସେବା ବାଧାପ୍ରାପ୍ତ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳର ଜିଓ ବ୍ୟବହାରକାରୀମାନେ କଲ୍‌ କିମ୍ବା ମେସେଜ୍‌ ପଠାଇ ନପାରି ଅସୁବିଧାର ସମ୍ମୁ୍ଖୀନ ହେବା ପରେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଆଜି ସକାଳୁ ଏପରି…

୬ ମାସରେ ଅମରାବତୀକୁ ଆନ୍ଧ୍ରର ରାଜଧାନୀ କରିବା ପାଇଁ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରିକଲେ ସୁପ୍ରିମ୍‌…

ନୂଆଦିଲ୍ଲୀ: ୬ ମାସରେ ଅମରାବତୀକୁ ରାଜଧାନୀ ନଗରୀରେ ବିକଶିତ କରିବା ପାଇଁ ମାର୍ଚ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟ ସରକାରଙ୍କ ପ୍ରତି ଜାରି କରିଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି। ବିଚାରପତି କେ. ଏମ୍‌. ଜୋସେଫ ଏବଂ ବି. ଭି. ନାଗରତ୍ନାଙ୍କ…

ଶିବପାଲ ସିଂ ଯାଦବଙ୍କୁ ଝଟକା, ସୁରକ୍ଷା ହ୍ରାସ କଲେ ଯୋଗୀ ସରକାର

ନୂଆଦିଲ୍ଲୀ: ହ୍ରାସ ହେଲା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଶିବପାଲ ସିଂ ଯାଦବଙ୍କ ସୁରକ୍ଷା। ଶିବପାଲ ସିଂ ଯାଦବ ମେନପୁରୀ ଲୋକସଭା ଉପ-ନିର୍ବାଚନ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଥିବା ବେଳେ ଯୋଗୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।…

ଉତ୍ତର ପ୍ରଦେଶ ମଦ୍ରାସାର ୧ମରୁ ୮ମ ଶ୍ରେଣୀ ପିଲାଙ୍କୁ ମିଳିବ ନାହିଁ ବୃତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଦ୍ରାସାଗୁଡ଼ିକରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଶିକ୍ଷାର୍ଥୀମାନଙ୍କୁ ବୃତ୍ତି ପାଇଁ ଆବେଦନ ନ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ବୃତ୍ତି…

ଗୁଜରାଟ ନିର୍ବାଚନ: ପ୍ରଚାରର ଶେଷ ପର୍ଯ୍ୟାୟରେ ମୋଦୀ, କେଜ୍ରିୱାଲଙ୍କ ଧୂଆଁଧାର ପ୍ରଚାର

ସୁରଟ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧ ତାରିଖରେ ୮୨ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏବେ ପ୍ରଚାରର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ ଧୂଆଁଧାର ପ୍ରଚାର କରୁଛନ୍ତି। ସୁରତରେ ପ୍ରଧାନମନ୍ତ୍ରୀ ଏବଂ…