Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
‘ରୋମାଣ୍ଟିକ୍ ସନ୍ସେଟ୍ ପ୍ରପୋଜାଲ୍’ ବେଳେ ସମୁଦ୍ରରେ ଖସିପଡ଼ିଲା ମୁଦି; ଉଦ୍ଧାର କରିବାକୁ ପାଣିକୁ ଡେଇଁଲେ…
ଫ୍ଲୋରିଡା: ସୂର୍ଯ୍ୟାସ୍ତ ବେଳେ ଗୋଟାଏ ବୋଟ୍ ଉପରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଇ ପିନ୍ଧାଉଥିବା ମୁଦିଟି ପାଣିରେ ପଡ଼ିଯିବାରୁ ତାହାକୁ ଉଦ୍ଧାର କରିବା ପାଇଁ ପ୍ରେମିକ ଫ୍ଲୋରିଡା ସମୁଦ୍ରକୁ ଡେଇଁ ପଡ଼ିଥିବା କଥା ଗଣମାଧ୍ୟମ ‘ପିପୁଲ୍’ ରିପୋର୍ଟ କରିଛି।
‘ଫେସ୍ବୁକ୍’ରେ…
ଝିଅକୁ ଖାଇବାକୁ ଦେଇ ନ ପାରି ହତ୍ୟା କଲେ ଋଣଗ୍ରସ୍ତ ଇଂଜିନିୟର
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ରାହୁଲ ପାରମର ନାମକ ଜଣେ ଗୁଜରାଟୀ ଇଂଜିନିୟର ନିଜର ଅଢ଼େଇ ବର୍ଷର ଝିଅକୁ ଖାଇବାକୁ ଦେଇ ନ ପାରି ଛାତିରେ ଜାକି ହତ୍ୟା କରିବା ପରେ ନିଜେ ପାଣିକୁ ଡେଇଁ ବିଫଳ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ପୁଲିସ ଆଗରେ ରାହୁଲ ସ୍ବୀକାର କରିଛନ୍ତି ଯେ,…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ‘ଆଇଆଇଟି-ବମ୍ବେ’ ଛାତ୍ରଙ୍କୁ ଗିରଫ କଲା ଗୁଜରାଟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ‘ଆଇଆଇଟି-ବମ୍ବେ’ର ଜଣେ ୨୮ ବର୍ଷିୟ ପ୍ରାକ୍ତନ ଛାତ୍ରଙ୍କୁ ଗୁଜରାଟ ‘ଆଣ୍ଟି-ଟେରରିଷ୍ଟ୍ ସ୍କ୍ବାଡ୍’ (ଏଟିଏସ୍) ଗିରଫ କରିଛି।
ପ୍ରାଥମିକ ରିପୋର୍ଟ ଅନୁସାରେ, ଗିରଫ ବ୍ୟକ୍ତିଙ୍କ ନାମ ଅମନ୍…
ପଦଯାତ୍ରା ପାଇଁ ତେଲେଙ୍ଗାନା ‘ବିଜେପି’ ମୁଖ୍ୟଙ୍କୁ ଅନୁମତି ନ ମିଳିବାରୁ ବିବାଦ; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଦଳ
ହାଇଦ୍ରାବାଦ: ରବିବାର ଦିନ ତେଲେଙ୍ଗାନା ରାଜ୍ୟ ‘ବିଜେପି’ ମୁଖ୍ୟ ବଣ୍ଡୀ ସଞ୍ଜୟ କୁମାରଙ୍କୁ ‘ପ୍ରଜା ସଂଗ୍ରାମ ଯାତ୍ରା’ର ପଞ୍ଚମ ପର୍ଯ୍ୟାୟ ପାଇଁ ଅନୁମତି ନ ମିଳିବାରୁ ତେଲେଙ୍ଗାନାରେ ସଦ୍ୟ ବିବାଦ ଆରମ୍ଭ ହୋଇଛି।
ଏଥିପାଇଁ ତେଲେଙ୍ଗାନା ‘ବିଜେପି’ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏବଂ…
ଗତ ୧୧ ମାସରେ ୧୩୨ଜଣ ମାଓବାଦୀ ନିହତ ହୋଇଛନ୍ତି: ନକ୍ସଲ୍ ମୁଖପାତ୍ର ଅଭୟ
ଚାଈବାସା: ଗତ ୧୧ ମାସ ମଧ୍ୟରେ ସମଗ୍ର ଦେଶରେ ୧୩୨ଜଣ ନକ୍ସଲ୍ପନ୍ଥୀ ମୃତ୍ୟୁ ଘଟିଥିବା ବେଳେ ନସ୍କଲ୍ମାନେ ଏହି ସମୟ ମଧ୍ୟରେ ୩୧ଜଣ ଯବାନ ଓ ୬୯ଜଣ ପୁଲିସଙ୍କୁ ହତ୍ୟା କରିବା ସହିତ ୧୫୪ଜଣ ଯବାନଙ୍କୁ ଆହତ କରିଛନ୍ତି ବୋଲି ନକ୍ସଲ୍ପନ୍ଥୀ କେନ୍ଦ୍ରୀୟ କମିଟିର ମୁଖପାତ୍ର ଅଭୟ କହିଛନ୍ତି।…
ଜେଲରେ ସ୍ବତନ୍ତ୍ର ଖାଦ୍ୟ ଯୋଗାଇବାକୁ ଆବେଦନ କରିଥିଲେ ସତ୍ୟେନ୍ଦ୍ର ଜୈନ, ଖାରଜ କଲେ କୋର୍ଟ
ନୂଆଦିଲ୍ଲୀ: ଜେଲରେ ରହି ମସାଜ ନେଉଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ବିବାଦରେ ଅଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏମଧ୍ୟରେ ତାଙ୍କୁ ଆଉ ଏକ ଝଟକା ଦେଇଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ। ଜେଲରେ ତାଙ୍କ ଧାର୍ମିକ ବିଶ୍ବାସ ଅନୁଯାୟୀ ସ୍ୱତନ୍ତ୍ର ଖାଦ୍ୟ ଯୋଗାଇବା…
କେନ୍ଦୁପତ୍ର ଉପରୁ ‘ଜିଏସ୍ଟି’ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ…
ଭୁବନେଶ୍ବର: କେନ୍ଦୁପତ୍ର ଉପରୁ ‘ଜିଏସ୍ଟି’ ପ୍ରତ୍ୟାହାର କରିନେବା ପାଇଁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖିଛନ୍ତି।
‘ମାଇନର୍ ଫରେଷ୍ଟ୍ ପ୍ରଡକ୍ଟ୍’ (ଏମ୍ଏଫ୍ପି) କେନ୍ଦୁପତ୍ର ହେଉଛି ଓଡ଼ିଶାର ପ୍ରାୟ ୮ ଲକ୍ଷ…
‘ରଙ୍ଗ’ ଉତ୍ସବରେ କୁଚିପୁଡ଼ି ନୃତ୍ୟ ପରିବେଶଣ କଲେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ୯ ବର୍ଷୀୟ ଝିଅ
ଲଣ୍ଡନ: ଶୁକ୍ରବାର ଦିନ ଅନ୍ୟ ପିଲାମାନଙ୍କ ସହିତ ମିଶି ଲଣ୍ଡନ୍ରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଝିଅ ଅନୌକ୍ଷା ସୁନକ୍ କୁଚିପୁଡ଼ି ନୃତ୍ୟ ପରିବେଶଣ କରିଛନ୍ତି।
୯ ବର୍ଷୀୟ ଅନୌକ୍ଷାଙ୍କ ନୃତ୍ୟ ପରିବେଶଣ ଥିଲା ‘ଆନ୍ତର୍ଜାତିକ କୁଚିପୁଡ଼ି ନୃତ୍ୟ ଉତ୍ସବ – ରଙ୍ଗ ୨୦୨୨’ର…
ଜ୍ୟୋତିଷିଙ୍କ ବୁଦ୍ଧିରେ ପଡ଼ି ଜିଭ ହରାଇଲେ ସର୍ପଦଂଶନ ସ୍ବପ୍ନ ଦେଖୁଥିବା ବ୍ୟକ୍ତି
ଏରୋଡ୍: ବାରମ୍ବାର ସର୍ପ ଦଂଶନ ସ୍ବପ୍ନ ଦେଖୁଥିବା ତାମିଲନାଡୁ ଅନ୍ତର୍ଗତ ଏରୋଡ୍ର ଜଣେ କୃଷକ ଜଣେ ଜ୍ୟୋତିଷିଙ୍କ ବୁଦ୍ଧିରେ ପଡ଼ି ଜିଭ ହରାଇଛନ୍ତି।
ସଂଗୃହୀତ ତଥ୍ୟ ଅନୁସାରେ, ଗୋବିଚେଟ୍ଟିପାଲାୟମ୍ବାସୀ ୫୪ ବର୍ଷିୟ ରାଜା (ଛଦ୍ମନାମ) ସବୁ ବେଳେ ସାପ କାମୁଡ଼ା ସ୍ବପ୍ନ ଦେଖୁଥିଲେ।…
ସୁପ୍ରିମ୍ କୋର୍ଟଙ୍କ ଆଦେଶକ୍ରମେ ୩ ବର୍ଷର ଆୟକର ଟିକସ ଛାଡ଼ ପାଇଲା ଶିରିଡ଼ି ସାଇବାବା ମନ୍ଦିର
ପୁଣେ: ‘ଶ୍ରୀ ସାଇବାବା ଟେମ୍ପଲ୍ ଟ୍ରଷ୍ଟ୍ ଅଫ୍ ଶିରିଡ଼ି’ ଉପରୁ ଗତ ୩ ବର୍ଷ ପାଇଁ ଆୟକର ବାବଦକୁ ଦେବାକୁ ଥିବା ୧୭୫ କୋଟି ଟଙ୍କା ଛାଡ଼ କରାଯାଇଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ସୁପ୍ରିମ୍ କୋର୍ଟଙ୍କ ଆଦେଶକ୍ରମେ ଆୟକର ଛାଡ଼ କରାଯାଇଥିବା କଥା ଆୟକର ବିଭାଗ…