Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ପୃଥିବୀର ନିକଟତର ହେବ ୫୦ ହଜାର ବର୍ଷରେ ଥରେ ଦେଖାଯାଉଥିବା ଧୂମକେତୁ
ନୂଆଦିଲ୍ଲୀ : ପ୍ରାୟ ୫୦ ହଜାର ବର୍ଷରେ ଥରେ ପୃଥିବୀର ନିକଟବର୍ତ୍ତୀ ହେଉଥିବା ଏକ ଅତି ବିରଳ ଧୂମକେତୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଦୃଶ୍ୟମାନ ହେବ । ଏହି ଧୂମକେତୁର ନାଁ ହେଉଛି ସି/୨୦୨୨ ଇ୩ (ଜେଡଟିଏଫ) ।
ଚଳିତ ମାସ ୧୨ ତାରିଖରେ ଏହା ସୂର୍ଯ୍ୟର ନିକଟବର୍ତ୍ତୀ ହେବ ଓ ଫେବ୍ରୁଆରି…
ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାର ପୀଡ଼ିତା ଅଞ୍ଜଳି ୬ମାସ ପୂର୍ବରୁ ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲେ, ଅଳ୍ପକେ…
ନୂଆଦିଲ୍ଲୀ: ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ପୀଡ଼ିତା ଅଂଜଳି ସିଂହଙ୍କୁ କାର ଧକ୍କା ଦେବା ପରେ ୧୪କିମି ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଛି।…
ବେଙ୍ଗାଲୁରୁରୁ ଗିରଫ ହେଲେ ଏୟାର୍ ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ମୁମ୍ବାଇ ବ୍ୟକ୍ତି
ନୂଆଦିଲ୍ଲୀ: ନଭେମ୍ବର ମାସରେ ଏୟାର୍ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ଥାଇ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରା ନାମକ ମୁମ୍ବାଇବାସୀଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁରୁ ଗିରଫ କରି ଦିଲ୍ଲୀ ଆଣିଥିବା କଥା ବିଶେଷସୂତ୍ରରୁ…
ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିଲା ବିମାନ: ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ। ଏହାକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି କେନ୍ଦ୍ର…
ଦୁଷ୍କର୍ମକାରୀ, ଗ୍ୟାଙ୍ଗଷ୍ଟରଙ୍କୁ ଲଣ୍ଡା କରି ବଜାରରେ ବୁଲାଯିବା ଉଚିତ୍ : ଗେହଲୋଟ୍
ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅପରାଧୀମାନଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ଗୁରୁବାର ଦିନ ଗେହଲଟ କହିଛନ୍ତି ଯେ ଯଦି ମୋ ହାତରେ ଥାଆନ୍ତା, ତେବେ ମୁଁ ବଳାତ୍କାରୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ କେଶ କାଟି ଦେବି ଏବଂ ଲଣ୍ଡାକରି ବଜାରରେ ବୁଲାଇବି । “ମୁଁ ମଧ୍ୟ ଏହା କରିବାକୁ …
ମନ୍ଦିରରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେଲା ପ୍ରଶିକ୍ଷଣ ବିମାନ; ପାଇଲଟ୍ ମୃତ
ଭୋପାଳ: ଆଜି ପ୍ରତ୍ୟୁଷରେ ମଧ୍ୟପ୍ରଦେଶର ରେୱା ଚୌରାହାଟରେ ଗୋଟାଏ ବିମାନ ଏକ ମନ୍ଦିରରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍ଙ୍କର ମୃତ୍ୟୁ ଘଟିଛି।
ସଂଗୃହୀତ ସୂଚନା ଅନୁସାରେ, ଜଣେ ପାଇଲଟ୍ ଓ ଜଣେ ଟ୍ରେନି ଥିବା ଉକ୍ତ ଘରୋଇ ପାଇଲଟ୍ ପ୍ରଶିକ୍ଷଣ କମ୍ପାନିର ବିମାନଟି…
ମୁମ୍ବାଇରେ ବଲିଉଡ୍ ସେଲିବ୍ରେଟିମାନଙ୍କୁ ଭେଟି ଉତ୍ତର ପ୍ରଦେଶରେ ଫିଲ୍ମ୍ ସୁଟିଙ୍ଗ୍ କରିବାକୁ କହିଲେ ଯୋଗୀ…
ମୁମ୍ବାଇ: ଉତ୍ତର ପ୍ରଦେଶ ଚଳଚ୍ଚିତ୍ର ପାଇଁ ଅନୁକୂଳ ରାଜ୍ୟ ବୋଲି କହି ତାହାକୁ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ର କରିବା ଲାଗି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ମନୋରଞ୍ଜନ ଶିଳ୍ପର ବିଶିଷ୍ଟ ବ୍ୟକ୍ତିମାନଙ୍କୁ କହିଛନ୍ତି।
ମୁମ୍ବାଇରେ ବଲିଉଡ୍ ସଦସ୍ୟମାନଙ୍କ…
କାମ୍ବୋଡିଆ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୬ମୃତ ; ପ୍ରାଣ ବିକଳରେ ଡେଇଁଲେ ଲୋକେ
ହାନୋଇ : ଦକ୍ଷିଣ-ପୂର୍ବ ଏସୀୟ ଦେଶ କାମ୍ବୋଡିଆର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ଅତି କମରେ ୧୬ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଥାଇଲାଣ୍ଡ ସୀମା ନିକଟରେ ଥିବା କାମ୍ବୋଡିଆ ସହର ପୋଇପେଟରେ ଏହି ହୋଟେଲ- ଗ୍ରାଣ୍ଡ ଡାଇମଣ୍ଡ…
ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ ଯୋଗୁଁ ‘ସିବିଆଇ’ ଅଧିକାରୀଙ୍କ ନାଁରେ ନରହତ୍ୟା ମାମଲା ରୁଜୁ
କୋଲ୍କାତା: ବୀରଭୂମ ହିଂସାକାଣ୍ଡ ଅଭିଯୁକ୍ତ ଲାଲନ୍ ଶେଖ୍ଙ୍କ ହାଜତ ମୃତ୍ୟୁ ଯୋଗୁଁ ପଶ୍ଚିମବଙ୍ଗ ପୁଲିସ ରେଜିଷ୍ଟ୍ରି କରିଥିବା ‘ଏଫ୍ଆଇଆର୍’ରେ ଉଚ୍ଚସ୍ତରୀୟ ‘ସିବିଆଇ’ ଅଧିକାରୀଙ୍କ ନାମ ଉଲ୍ଲେଖ କରିଛି।
ରାମପୁରହାଟରେ ସଂଘଠିତ ବୋମା ଆକ୍ରମଣ ଯୋଗୁଁ ‘ତୃଣମୂଳ କଂଗ୍ରେସ’ ନେତା…
ତାଜମହଲର ବାସ୍ତବ ଇତିହାସ ମୂଲ୍ୟାୟନ ପାଇଁ ଦାଏର ଜନସ୍ବାର୍ଥ ମାମଲାକୁ ବିଚାରକୁ ନେଲେ ନାହିଁ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ସ୍ମାରକୀ ବିଷୟରେ ଐତିହାସିକ ତଥ୍ୟାବଳି ଧାର୍ଯ୍ୟ କରିବା ପାଇଁ ଅଦାଲତ ଉଦ୍ଦିଷ୍ଟ ନୁହେଁ ବୋଲି କହି ଆଜି ସୁପ୍ରିମ୍ କୋର୍ଟ ପ୍ରସିଦ୍ଧ ତାଜମହଲର ବାସ୍ତବ ବୟସ ଓ ବାସ୍ତବ ଇତିହାସ ଆକଳନ ପାଇଁ ଆଗତ ଜନସ୍ବାର୍ଥ ମାମଲାକୁ ବିଚାରକୁ ନେବା ପାଇଁ ଅଗ୍ରାହ୍ୟ କରି ଦେଇଛନ୍ତି।…