Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
୬୦ ଘଣ୍ଟା ପରେ ସରିଲା ଚଢ଼ାଉ, ବିବିସି କାର୍ଯ୍ୟାଳୟ ଛାଡ଼ିଲା ଆୟକର ଟିମ୍
ଦୀର୍ଘ ୬୦ ଘଣ୍ଟା ଧରି ବିବିସି ଅଫିସରେ ଘାଣ୍ଟିବା ପରେ ବାହାରିଲା ଆୟକର ବିଭାଗ ଟିମ୍। ବାହାରିବା ବେଳେ ହାତରେ ଥିଲା କିଛି ଡକ୍ୟୁମେଣ୍ଟ ଓ କାଗଜପତ୍ର। ଇଡି ପକ୍ଷରୁ ମଙ୍ଗଳବାରଠାରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ଏହା ସମାପ୍ତ ହୋଇଛି। ଚଢ଼ାଉ…
ଗାଡ଼ି ପାର୍କିଂକୁ ନେଇ ଫୁଟିଲା ଗୁଳି, ବାପପୁଅ ଗୁରୁତର
ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଦିଲ୍ଲୀର ଯମୁନା ବିହାର ଅଞ୍ଚଳରେ ଫୁଟିଛି ଗୁଳି। ଏଥିରେ ବାପପୁଅ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଗୁଳି ମାଡ଼ର ଶିକାର ଦ୍ୱୟ ହେଲେ ବୀରେନ୍ଦ୍ର…
ମୋର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ : ନୀତୀଶ
ବେଗୁସରାଇ : ୨୦୨୪ରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସଂକ୍ରାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନାହିଁ। ମହାମେଣ୍ଟର ନେତାମାନେ ନୀତୀଶ ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଲୋଗାନ…
ନିତି ଆୟୋଗଙ୍କ ରିପୋର୍ଟ: ଓଡ଼ିଶା: ୩୧୩୭ ଆଇଟିଆଇ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ନିଯୁକ୍ତି
ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ଆଇଟିଆଇରୁ ୨୦୨୦ରେ ପାସ କରିଥିବା ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ କେବଳ ୨ ଜଣଙ୍କୁ ନିଯୁକ୍ତି ମିଳିଛି। ଛତ୍ରପୁରର ଏକ ସରକାରୀ ଆଇଟିଆଇରୁ ଏହି ଦୁଇ ଜଣ ନିଯୁକ୍ତି ପାଇଥିଲେ। ନିତି ଆୟୋଗଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ‘ ଟ୍ରାନ୍ସଫର୍ମିଂ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ…
ସୈଫ ଅଲ-ଆଦେଲ ନୂଆ ଅଲ୍କାଏଦା ମୁଖ୍ୟ: ମୁଣ୍ଡ ପାଇଁ ୧ କୋଟି ଡଲାର ପୁରସ୍କାର ରାଶି
ଦୁବାଇ: ଇଜିପ୍ଟ ସ୍ବତନ୍ତ୍ର ବାହିନୀର ପୂର୍ବତନ ଅଧିକାରୀ ତଥା ଅଲ୍କାଏଦାର ଅନ୍ୟତମ ମୁଣ୍ଡିଆଳ ସୈଫ ଅଲ-ଆଦେଲ ଏବେ ନିର୍ବିବାଦୀୟ ଭାବେ ଉକ୍ତ ଆତଙ୍କବାଦୀ ସଂଗଠନ ମୁଖିଆ ହୋଇଛି। ସୈଫର ମୁଣ୍ଡ ପାଇଁ ଆମେରିକା ପୂର୍ବରୁ ଏକ କୋଟି ଡଲାରର ପୁରସ୍କାର ରାଶି ଘୋଷଣା କରିଛି। ଅଲ୍କାଏଦାର…
‘ସ୍ପାଏ ବେଲୁନ୍’ ଖସାଇ ଥିବାରୁ କ୍ଷମାଭିକ୍ଷା କରିବି ନାହିଁ: ବାଇଡେନ୍
ୱାସିଂଟନ୍: ଚଳିତ ମାସ ପ୍ରାରମ୍ଭରେ ଆମେରିକୀୟ ବାୟୁସେନା ଚୀନ୍ର ହାଇ-ଟେକ୍ ‘ସ୍ପାଏ ବେଲୁନ୍’କୁ ଖସାଇବା ବିଷୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହିତ ଆଲୋଚନା କରିବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ଦିନ କହିଛନ୍ତି।
ସେ କହିଛନ୍ତି, ରାଷ୍ଟ୍ରପତି…
ବଜେଟ୍ ଉପସ୍ଥାପନ ବେଳେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଲେ କର୍ଣ୍ଣାଟକ କଂଗ୍ରେସ ନେତା
ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବଜେଟ ଉପସ୍ଥାପନା ବେଳେ ଶାସକ ‘ବିଜେପି’ ବିରୋଧରେ ବିରୋଧୀ ଦଳ ନେତା ସିଦ୍ଧରମୈୟା ଏବଂ ଅନ୍ୟ କଂଗ୍ରେସ ନେତାମାନେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଛନ୍ତି।
ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ବଜେଟ୍ରେ ଏବଂ ୨୦୧୮ ନିର୍ବାଚନ ଇସ୍ତାହାରରେ…
ନବ ଦାସଙ୍କୁ ୱାର୍ଲଡ ଓଡ଼ିଶା ସୋସାଇଟି ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ
ଭୁବନେଶ୍ୱର/ନୂଆଦିଲ୍ଲୀ,୧୧ା୨: ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଅକାଳ ବିୟୋଗରେ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏକ ଶୋକବାର୍ତ୍ତାରେ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଓଡ଼ିଶା ଜଣେ ଦୂରଦୃଷ୍ଟି ସମ୍ପନ୍ନ, କାମିକା ଏବଂ କୁଶଳୀ…
ଆଦିଯୋଗୀ ମୂର୍ତ୍ତି ଓ ଈଶା ଯୋଗ କେନ୍ଦ୍ର ଉନ୍ମୋଚନ ଉପରେ ରହିତାଦେଶ ଜାରି କଲେ କର୍ଣ୍ଣାଟକ ହାଇକୋର୍ଟ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟରେ ଅବସ୍ଥିତ ନନ୍ଦୀ ପର୍ବତର ପାଦଦେଶରେ ଆଦିଯୋଗୀ ମୂର୍ତ୍ତି ଓ ଈଶା ଯୋଗ କେନ୍ଦ୍ର ଉନ୍ମୋଚନ ଉପରେ ବୁଧବାର ଦିନ କର୍ଣ୍ଣାଟକ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।
ସାମୟିକ ରହିତାଦେଶ ଜାରି କରିବା ସହିତ ଏହି ମାମଲାରେ ଅଦାଲତ ରାଜ୍ୟ ସରକାର, ଯୋଗ…
ବ୍ରିଟିସ୍ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମକୁ ଇତିହାସ ବହିରେ ଉପଯୁକ୍ତ ସ୍ବୀକୃତି ଦିଆ ଯାଇନାହିଁ: ଅମିତ ଶାହ
ନୂଆଦିଲ୍ଲୀ: ବ୍ରିଟିସ୍ ବିରୁଦ୍ଧରେ ସଂଗଠିତ ସଶସ୍ତ୍ର ସଂଗ୍ରାମ ଯେଉଁ ଦେଶପ୍ରେମ ବହ୍ନି ପ୍ରଜ୍ଜ୍ବଳନ କରିଥିଲା ତାହାକୁ ଇତିହାସ ପୁସ୍ତକମାନଙ୍କରେ ଉପଯୁକ୍ତ ସ୍ବୀକୃତି ଦିଆଯାଇନାହିଁ ବୋଲି ଦୁଃଖ ପ୍ରକାଶ କରି ବୁଧବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତି ଶାହ କହିଛନ୍ତି।…