Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ଏଡପ୍ପାଦୀ ପଲାନୀସ୍ବାମୀଙ୍କ ବିଜୟ: ‘ଏଆଇଏଡିଏମ୍କେ’ ନେତୃତ୍ବ ନିମନ୍ତେ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶ କାଏମ୍…
ନୂଆଦିଲ୍ଲୀ/ଚେନ୍ନାଇ: ଏଡପ୍ପାଦୀ ପଲାନୀସ୍ବାମୀ ‘ଏଆଇଏଡିଏମ୍କେ’ର ଅନ୍ତରୀଣ ସାଧାରଣ ସମ୍ପାଦକ ରହିବେ ବୋଲି ମାଡ୍ରାସ୍ ହାଇକୋର୍ଟ ଦେଇଥିବା ରାୟକୁ ଆଜି ସୁପ୍ରିମ୍ କୋର୍ଟ କାଏମ୍ ରଖିଛନ୍ତି।
ଫଳରେ ମାଡ୍ରାସ୍ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍ କୋର୍ଟରେ ଚାଲେଞ୍ଚ୍ କରିଥିବା…
ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେଇଛନ୍ତି ଜଗନ୍ ମୋହନ ରେଡ୍ଡୀ,
ନୂଆଦିଲ୍ଲୀ: ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ବ୍ୟକ୍ତିଗତ ଭାବେ ଗନ୍ନାରାମ ବିମାନବନ୍ଦରରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେଇଛନ୍ତି। ଏହି ସମୟରେ ଜଗନ୍ ମୋହନ ରେଡ୍ଡୀ ହରିଚନ୍ଦନଙ୍କ ପାଦକୁ ଛୁଇଁ ନମସ୍କାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।…
ଜୟଶଙ୍କର କ’ଣ ‘ଷ୍ଟକ୍ହୋମ୍ ସିଣ୍ଡ୍ରୋମ୍’ଦ୍ବାରା ଆକ୍ରାନ୍ତ?: କଂଗ୍ରେସ
ନୂଆଦିଲ୍ଲୀ: ‘ଷ୍ଟକ୍ହୋମ୍ ସିଣ୍ଡ୍ରୋମ୍’ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କି, ବୋଲି କହି ଆଜି କଂଗ୍ରେସ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ସମାଲୋଚନା କରିଛି। ସୂଚନାଯୋଗ୍ୟ, ଆକ୍ରମଣକାରୀ ବା ଅପହରଣକାରୀଙ୍କ ପ୍ରତି ଅପହୃତଙ୍କର ଆସ୍ଥା ବା ଶ୍ରଦ୍ଧା ଜାଗ୍ରତ ହେବାକୁ…
୩ ଥର ବିଫଳ ପ୍ରଚେଷ୍ଟା ପରେ ଦିଲ୍ଲୀ ମେୟର୍ ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗ୍ରହଣ
ନୂଆଦିଲ୍ଲୀ: ୩ ଥର ବିଫଳପ୍ରଯତ୍ନ ହେବା ପରେ ଆଜି ୪ର୍ଥ ଉଦ୍ୟମରେ ‘ମୁନିସ୍ପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ’ର ମେୟର୍ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି।
ମେୟର୍ ଭୋଟ୍ ଦାନ ପ୍ରକ୍ରିୟାରେ ମନୋନୀତ ସଦସ୍ୟମାନେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଶୁକ୍ରବାର ଦିନ…
ବିବାହ ଭୋଜି ପୂର୍ବରୁ ମୃତାବସ୍ଥାରେ ଉଦ୍ଧାର ହେଲେ ନବବିବାହିତ ଦମ୍ପତି
ରାୟପୁର: ବିବାହ ଭୋଜି ପୂର୍ବରୁ ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ଗୋଟାଏ ଘର ପ୍ରକୋଷ୍ଠରୁ ନବବିବାହିତ ଦମ୍ପତିଙ୍କର ଛୁରାଘାତରେ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଥିବା କଥା ଆଜି ପୁଲିସ କହିଛି।
ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ବାମୀ ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କରିବା ପରେ…
ଭାରତୀୟ ବଂଶୋଭବ ନୀଲ ମୋହନ ହେବେ ୟୁ-ଟ୍ୟୁବ୍ ସିଇଓ
ଗୁଗଲ, ଆଡୋବ, ପେପସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଜଣେ ଭାରୟତୀ ବଂଶୋଭବ । YOUTUBEର ସିଇଓ ସୁସାନ୍ ବୋଜିକି ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ ମୋହନ ହେବେ ପରବର୍ତ୍ତି ସିଇଓ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
୯ ବର୍ଷ ଧରି YOUTUBEର ସିଇଓ ପଦରେ…
ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନାକୀର୍ଣ୍ଣ ସହର
ବେଙ୍ଗାଲୁରୁ : ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନାକୀର୍ଣ୍ଣ ସହର ଭାବେ ପରିଗଣିତ ହୋଇଛି। ଡଚ୍ ଲୋକେସନ ଟେକ୍ନୋଲୋଜି ସ୍ପେସାଲିଷ୍ଟ ଟମ୍ ଟମ୍ର ଟ୍ରାଫିକ ଇଣ୍ଡେକ୍ସ ଅନୁଯାୟୀ ୨୦୨୨ ରେ ବେଙ୍ଗାଲୁରୁ ବିଶ୍ବର ଦ୍ବିତୀୟ ଜନଗହଳି ସହର ରହିଥିଲା। ବେଙ୍ଗାଲୁରୁ ଟ୍ରାଫିକ ଇଣ୍ଡେକ୍ସ ଜିଏଫଏକ୍ସ…
ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା
ମୁମ୍ବଇ : ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି । ବିସିସିଆଇ ସଂପାଦକ ଜୟ ଶାହାଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଏକ ବିବାଦୀୟ ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାରେ ଥିଲେ। ଜୟ ଶାହା ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ଜଣାପଡିଛି।
ଏକ…
ତୁର୍କୀ ଓ ସିରିଆ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଲା, ୨୪୮ ଘଣ୍ଟା ପରେ ନାବାଳକ ଉଦ୍ଧାର
ଅଙ୍କାରା : ତୁର୍କୀ ଓ ସିରିୟାରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪୨ ହଜାର ଟପିଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ମଧ୍ୟ ଭଗ୍ନାବଶେଷ ମଧ୍ୟରୁ ଜୀବନ୍ତ ଓ ମୃତକଙ୍କୁ ଉଦ୍ଧାର କରାଯାଉଛି । ଭୂମିକମ୍ପର ୨୪୮ ଘଣ୍ଟା ପରେ ତୁର୍କୀର ଖାରମାନମାର୍ସ ସହରର…
ବର୍ବର କାଣ୍ଡ: ରାଜସ୍ଥାନରୁ ଅପହରଣ କରି ମାରିଦେଲେ, ହରିୟାଣାରେ ବୋଲେରୋ ସହ ଜାଳି ଦେଲେ
ହରିୟାଣାର ଭିବାନୀରେ ଘଟିଛି ଏକ ବର୍ବର କାଣ୍ଡ। ରାଜସ୍ଥାନରୁ ଅପହରଣ କରି ହତ୍ୟା ପରେ ହରିୟାଣାରେ ଏକ ବୋଲେରୋ ସହ ୨ ଜଣଙ୍କୁ ଜାଳିଦେଲେ ଦୁର୍ବୃତ୍ତ। ଗୋ-ଚାଲାଣକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଥିବା ବେଳେ ବଜରଙ୍ଗ ଦଳର ବହୁ ସଦସ୍ୟଙ୍କର ଏଥିରେ ସମ୍ପୃକ୍ତି ଥିବା ଅନୁମାନ…