Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱତନ୍ତ୍ର
ସେପ୍ଟେମ୍ବର ୧ରୁ ୫ ମଧ୍ୟରେ ମିଳିବ +୨ ମାର୍କସିଟ୍ ଏବଂ ସାର୍ଟିଫିକେଟ।
ଭୁବନେଶ୍ୱର: ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍, ସାର୍ଟିଫିକେଟ୍ ଏବଂ ମାଇଗ୍ରେସନ ଯୋଗାଇଦେବା ଲାଗି +୨ ପରିଷଦ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି । ଗତ ୨ବର୍ଷ ହେବ କୋଭିଡ ଲାଗି ପରୀକ୍ଷା ବାତିଲ ହୋଇଥିବା ବେଳେ ଚଳିତବର୍ଷ ଅଫ୍ଲାଇନ୍ ପଦ୍ଧତିରେ ପରୀକ୍ଷା…
ନୂଆଖାଇରେ ବ୍ୟାଙ୍କବନ୍ଦ
ଭୁବନେଶ୍ୱର : ନୂଆଖାଇରେବ୍ୟାଙ୍କବନ୍ଦ , ସେପ୍ଟେମ୍ବର ୧ ନୂଆଖାଇ ଦିନ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା , ବ୍ୟାଙ୍କ ଓ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାରଙ୍କ ଘୋଷଣା କରାଯାଇଛି , ରାଜ୍ୟରେ ବ୍ୟାଙ୍କ ବନ୍ଦ ରଖାଯିବାକୁ ଘୋଷଣା କଲା ରାଜସ୍ୱ ବିଭାଗ ,
B.ED ନାମଲେଖାରେ ଉଚ୍ଚଶିକ୍ଷା ବିଭାଗର ଅଜବ ନିୟମ
ଭୁବନେଶ୍ବର : ବିଶ୍ବବିଦ୍ୟାଳୟଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ ମୋଡ୍ରେ ବିଏଡ୍ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ, ଫକୀର ମୋହନ ବିଶ୍ବବିଦ୍ୟାଳୟ ଓ ଏମ୍ଏସ୍ସିବି…
ଉତ୍କଳ ସମ୍ମିଳନୀ ପଶ୍ଚିମ ସିଂହଭୂମ ଜିଲ୍ଲା ଶାଖା ପକ୍ଷରୁ ପୁସ୍ତକ ବିତରଣ ।
ଭୂବନେଶ୍ୱର : ଓଡିଶା ସରକାର ଙ୍କ ପକ୍ଷରୁ ଉତ୍କଳ ସମ୍ମିଳନୀ କେନ୍ଦ୍ର ସମିତି ଭୂବନେଶ୍ୱର ଦ୍ୱାରା ପଠା ଯାଇଥିବା ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ଓ ବ୍ୟାକରଣ ବହି ଆଜି ପଶ୍ଚିମ ସିଂହଭୂମ ଜିଲ୍ଲାର ଛଅ ଟି ପ୍ରଖଣ୍ଡ ଯଥା ସୋଣୁଆ , ଗୈଇଲକେରା , ବନ୍ଦଗାଁ ,…
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଶ୍ରୀମନ୍ଦିର ସୂଚନା ଅଧିକାରୀଙ୍କୁ ୨୫ ହଜାର ଅର୍ଥଦଣ୍ଡ
ବଲାଙ୍ଗିର: (ବିବି ନିୟୁଜ ବ୍ୟୁରୋ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୂର୍ବ ଜନ ସୂଚନା ଅଧିକାରୀ ଏସ.କେ. ଚାଟାର୍ଜୀ ରତ୍ନ ଭଣ୍ଡାର ଚାବି ଓ ମନ୍ଦିର ପରିଚାଳନା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ପ୍ରଦାନ କରି ନଥିଲେ ବୋଲି ରାଜ୍ୟ ସୂଚନା କମିଶନ ସଞ୍ଜୟ…
ମହାନଦୀ ଟ୍ରାଇବୁନାଲର ୩୦ତମ ବୈଠକ ଶନିବାର ବସିଛି।
ନୂଆଦିଲ୍ଲୀ: ମହାନଦୀ ଟ୍ରାଇବୁନାଲର ୩୦ତମ ବୈଠକ ଶନିବାର ବସିଛି। ଟ୍ରାଇବୁନାଲକୁ ଆଉ କିଛି ମାସ ପରେ ୪ ବର୍ଷ ପୂରିବ। ମାତ୍ର ଏହାର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ। ସେ କହିଛନ୍ତି ଏହା ଯେଉଁଭଳି କଚ୍ଛପ ଗତିରେ ଚାଲୁଛି ତାକୁ ଦେଖିଲେ…
ପ୍ରସିଦ୍ଧ ଶ୍ରୀସିଦ୍ଧିବିନାୟକ ମନ୍ଦିର
ବିନାୟକ ଚତୁର୍ଥୀ ବା ଗଣେଶ ପୂଜା ଆସିଗଲେ ସ୍ମରଣକୁ ଆସି ଯାଇଥାନ୍ତି ମୁମ୍ବାଇ ମହାନଗରୀର ପ୍ରଭାଦେବୀଠାରେ ଥିବା ପ୍ରଭୁ ଶ୍ରୀସିଦ୍ଧିବିନାୟକ l ପ୍ରଭୁ ଶ୍ରୀସିଦ୍ଦିବିନାୟକ ଭକ୍ତ ମାନଙ୍କ ସକଳ ମନ ବାଞ୍ଛା ପୂରଣକରିଥାନ୍ତି ବୋଲି ବିଶ୍ୱାସ କରାଯାଏ l
ସମଗ୍ର ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଏକ…
ଗଡ଼ିବ ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ୍ ପରୀକ୍ଷାର୍ଥୀ ମାନଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ।
ଭୁବନେଶ୍ୱର : ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତି ନିଆଯାଇଛି । ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆର୍ଆର୍ବି ପରୀକ୍ଷା…
ସିରିଜ୍ କ୍ଲିନ୍ ସୁଇପ୍ କଲା ଭାରତ
ହାରାରେ : ଜିମ୍ବାୱେ ବିପକ୍ଷରେ ସିରିଜ୍ କ୍ଲିନ୍ ସୁଇପ୍ କଲା ଭାରତ ଅନ୍ତିମ ଦିନିକିଆକୁ ୧୩ ରନରେ ଜିତିଲା ଟିମ୍ ଇଣ୍ଡିଆ , ଭାରତ ୨୮୯/୮; ଜିମ୍ବାୱେ ୨୭୬ରେ ଅଲଆଉଟ୍ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ଜିତିଲା ଭାରତ ,
୬ଷ୍ଠ ଦିନରେ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳାବ୍ୟାଚ ଆନ୍ଦୋଳନ ।
ଭୁବନେଶ୍ୱର : ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୁର୍ଣ୍ଣ ଉଚ୍ଛେଦ ଓ ୬ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ପ୍ରମୋସନ, ଇନକ୍ରିମେଣ୍ଟ, ସିନିୟରଟିରେ ଗଣନା କରିବା ଦାବିରେ ଦୀର୍ଘ ୬ଦିନ ଧରି ସାରା ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ…