Browsing Category

ଅପରାଧ

ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀଙ୍କୁ ବିବାହ କରିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରରୁ ଏକ ବିବାହର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ପସନ୍ଦ କରି ଜୀବନସାଥୀ ଭାବେ ବାଛି ବିବାହ କରିଥିବା ଦେଖିବାକୁ ମିଳିଥିଲା। ଯାଆଁଳା ଭଉଣୀ ଦୁହେଁ ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି। ତେବେ ଏହି ବିବାହକୁ ନେଇ…

ଟଙ୍କା ସରି ଯିବାରୁ ଘରମାଲିକଙ୍କ ପାଖରେ ନିଜକୁ ବାଜି ଲଗାଇ ଲୁଡୁ ଖେଳରେ ହାରିଲେ ମହିଳା

ପ୍ରତାପଗଡ଼: ଘରମାଲିକଙ୍କ ସହିତ ଲୁଡୁ ଖେଳରେ ବାଜି ଲଗାଇବାକୁ ଟଙ୍କା ନ ଥିବାରୁ ଉତ୍ତର ପ୍ରଦେଶର ପ୍ରତାପଗଡ଼ର ଜଣେ ମହିଳା ନିଜକୁ ବାଜି ଲଗାଇ ଖେଳରେ ହାରିଯାଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ଘଟଣାଟି ନଗର କୋଟୱାଲି ଅନ୍ତର୍ଗତ ଦେବକାଲି ଅଞ୍ଚଳରେ ଘଟିଛି। ରାଜସ୍ଥାନର ‌ଜୟପୁରରେ କାମ କରି…

ସ୍ବାମୀଙ୍କୁ ମାରି ଜୀବନ ହରାଇଛନ୍ତି ବୋଲି ଦର୍ଶାଇବାକୁ ଯୋଜନା କରିଥିବା ନର୍ସଙ୍କୁ ଧରାପକାଇ ଦେଲା ଝିଅ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦରେ ସ୍ବାମୀଙ୍କୁ ହତ୍ୟା କରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଇବାକୁ ଯୋଜନା କରିଥିବା ଜଣେ ନର୍ସଙ୍କୁ ତାଙ୍କ ୧୩ ବର୍ଷୀୟ ଝିଅର ବୟାନ ଧରାପକାଇ ଦେଇଥିବା କଥା ପୁଲିସ କହିଛି। ଏହାଛଡ଼ା, ଉକ୍ତ ନର୍ସଙ୍କ ସହିତ ସମ୍ପର୍କ ରଖିଛନ୍ତି ବୋଲି…

ବିଦେଶୀ ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା; ଗିରଫ ହେଲେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ପ୍ରଫେସର

ହାଇଦ୍ରାବାଦ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ଜଣେ ବିଦେଶୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ହାଇଦ୍ରାବାଦର ଗାଚିବୋଲି ପୁଲିସ ଶନିବାର ଦିନ ଗିରଫ କରିଛି। ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ଏହି ଘଟଣା ଘଟିଥିଲା ଯେଉଁଥିରେ ଜଣେ ଥାଇ ଛାତ୍ରୀଙ୍କୁ…

ଯୁବତୀଙ୍କୁ ଦୁଷ୍କର୍ମ ପରେ ଫଟୋ ଭାଇରାଲ୍‌!

କଟକ : କଟକରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। କେତେକ ଅନ୍ତରଙ୍ଗ ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରାଯାଇଛି। ସୂଚନା ଅନୁଯାୟୀ, ଖୋର୍ଧା ଜିଲ୍ଲା ଟାଙ୍ଗୀର ସଂପୃକ୍ତ ଯୁବକ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗଲା ୪ ବର୍ଷ ହେଲା…

କାଳିଆପାଣି ତାରିଣୀ ବଜାର ହତ୍ୟାକାଣ୍ଡ: ଅଭିଯୁକ୍ତର ଟ୍ରକ୍‌ ଓ ଘର ଜାଳିଦେଲେ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ତାରିଣୀ ବଜାରରେ ଗତକାଲି ରାତି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ବୁଧବାର ଦିନ ଦିନତମାମ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ବୁଧବାର ସକାଳୁ ଅଭିଯୁକ୍ତର ୧୪ ଚକିଆ ଟ୍ରକ୍‌(ଓଡି-୦୪ଇ-୦୦୧୮)କୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଥିଲେ। ସେହିପରି…

୧୧ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବା ଘଟଣାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କଲେ ପୀଡ଼ିତା ବିଲ୍‌କିସ୍‌ ବାନୋ

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିବା ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ହତ୍ୟା କରିଥିବା ୧୧ଜଣ ଦୋଷୀଙ୍କୁ ସଜା ସମୟ ଅବ୍ୟବହିତ ପୂର୍ବରୁ ମୁକ୍ତି ମିଳିବା ଆଦେଶକୁ ଚାଲେଞ୍ଜ୍‌ କରି ଆଜି ନିଜେ ବିଲ୍‌କିସ୍‌ ବାନୋ ସୁପ୍ରିମ୍‌ କୋର୍ଟରେ ରିଟ୍‌…

ମୋବାଇଲ୍‌ ଲୁଟେରାକୁ ଧରିଲା କଟକ ଜିଆରପି ଥାନା ପୁଲିସ, ୧୬ଟି ଫୋନ୍‌ ଜବତ

କଟକ: ଚଳନ୍ତା ଟ୍ରେନରେ ସେଲ୍ଫି କ୍ରେଜ। ଏହାର ସୁଯୋଗ ନେଉଛନ୍ତି ଲୁଟେରା। ୧୬ ଟି ମୋବାଇଲ ସହ ଜଣେ ଅଭିଯୁକ୍ତକୁ ଗିରଫ କରିିଛି କଟକ ଜିଆରପି ଥାନା ପୁଲିସ। ଜାଣିବାକୁ ମିଳିଛି ଯେ ଗ୍ୟାଙ୍ଗ ମୁଖ୍ୟ ବିନୋଦ ବେହେରାଙ୍କୁ ପୁଲିସ୍‌ ଗିରଫ କରିଛି। ଖାନନଗର ରେଳ ଓଭର ବ୍ରିଜ ଓ ଯୋବ୍ରା ଓଭର…

ସାବତ ଝିଅକୁ ବାକ୍ସ ଭିତରେ ପୂରାଇ ତାଲା ପକାଇଥିଲେ ଗର୍ଭବତୀ ଥିବା ମହିଳା, ସତ ବାହାରକଲା ପୁଲିସ୍‌

ମୁଜାଫର୍‌ନଗର: ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚେ‌ାରି, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ଘଟୁଛି ଶହ ଶହ ଅପରାଧ। ଉତ୍ତରପ୍ରଦେଶର ମୁଜାଫର୍‌ନଗରରୁ ରିପୋର୍ଟ ହୋଇଛି ଏକ ଅଭାବନୀୟ ଘଟଣା। ପୁଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ ଜଣେ ମହିଳା ନିଜର…

ଟ୍ରେନ୍‌ ଭିତରେ ମହିଳା ଯାତ୍ରୀଙ୍କୁ ଆଲିଙ୍ଗନ କରୁଥିଲେ ମଦ୍ୟପ; ଖାଇଲେ ବିଧା, ଗୋଇଠା

ଚେନ୍ନାଇ:  ଚେନ୍ନାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସବ୍‌ଅର୍ବାନ ସ୍ଥାନୀୟ ଟ୍ରେନ୍‌ ଭିତରେ ଜଣେ ମଦ୍ୟପ ନିଶାରେ ଜଣେ ମହିଳାଙ୍କୁ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ମଦ୍ୟପ ଜଣକ ମହିଳାଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ହେଉଛି ସୋମବାର…