Browsing Category

ଅପରାଧ

ଏସ୍‌ଡିଜେଏମ୍‌ଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁପଡ଼ିଲେ ଜଜ୍‌

ବ୍ରହ୍ମପୁର: ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟ ରୁମ୍‌ରେ ଏକ ମାମଲାର ଶୁଣାଣି ଚାଲିଥିଲା ବେଳେ ଏସ୍‌ଡିଜେଏମ୍‌ଙ୍କୁ ଜଣେ ଯୁବକ ଛୁରିରେ ଆକ୍ରମଣ ଉଦ୍ୟମ କରିଛି। ଉପସ୍ଥିତ କର୍ମଚାରୀମାନେ ଅଭିଯୁକ୍ତ ଯୁବକକୁ କାବୁ କରି ପୁଲିସ…

ଡାକ୍ତରାଣୀ ପ୍ରେମିକାଙ୍କୁ ଶ୍ରଦ୍ଧାଙ୍କ ମୁଦି ଦେଇ ଖୁସି କରିଥିଲା ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଡେଟ୍ କରିଥିବା ମହିଳା ଜଣେ ଡାକ୍ତର ଥିଲେ ବୋଲି କିଛି ଦିନ ତଳେ ଜାଣିବାକୁ ପାଇଥିଲା ପୁଲିସ।  ଦିଲ୍ଲୀର ହୃଦୟ ଥରା ହତ୍ୟା ଘଟଣାର ଅଭିଯୁକ୍ତ ଅଫତାବ ପୁନାୱାଲା ନିଜ ପ୍ରେମିକା ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ…

ଅନୈତିକ ସମ୍ପର୍କ ସହି ପାରିଲା ନାହିଁ ସ୍ତ୍ରୀ, ସ୍ବାମୀଙ୍କୁ ଖଣ୍ଡଖଣ୍ଡ କରି କାଟି କଲା ଏପରି ଅବସ୍ଥା

 ନୂଆଦିଲ୍ଲୀ: ଦିଲ୍ଲୀର ପାଣ୍ଡବ ନଗର କ୍ରାଇମ ବ୍ରାଞ୍ଚ ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ଗିରଫ କରିଛି। ମା’ ଓ ପୁଅ ଦୁହେଁ ମୃତକଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲେ। ଏହାପରେ ପ୍ରତିଦିନ କେହି ଯେମିତି ନଜାଣିବେ ସେଥିପାଇଁ ମୃତକଙ୍କ ଶରୀରର…

ଫ୍ଲାଟ୍‌ ଦେବା ନାଁରେ ୧.୭୨ କୋଟି ଚଳୁ, ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ବର: ଫ୍ଲାଟ୍‌ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଫେରାର୍‌ ଥିବା ଜଣେ ବିଲ୍ଡରକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ଗିରଫ କରିଛି। ସେ ହେଲେ, ବାସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ମନୋଜ ପଟ୍ଟନାୟକ। ଉକ୍ତ ସଂସ୍ଥା ଏକ କୋଟି ୭୨ଲକ୍ଷରୁ…

ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ। ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମରେ ଥିବା ଏକ ଇଟାଭାଟିରୁ ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ରାମନଗର ପଂଚାୟତ…

ଝିଅକୁ ଖାଇବାକୁ ଦେଇ ନ ପାରି ହତ୍ୟା କଲେ ଋଣଗ୍ରସ୍ତ ଇଂଜିନିୟର

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ରାହୁଲ ପାରମର ନାମକ ଜଣେ ଗୁଜରାଟୀ ଇଂଜିନିୟର ନିଜର ଅଢ଼େଇ ବର୍ଷର ଝିଅକୁ ଖାଇବାକୁ ଦେଇ ନ ପାରି ଛାତିରେ ଜାକି ହତ୍ୟା କରିବା ପରେ ନିଜେ ପାଣିକୁ ଡେଇଁ ବିଫଳ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ପୁଲିସ ଆଗରେ ରାହୁଲ ସ୍ବୀକାର କରିଛନ୍ତି ଯେ,…

ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ଛୁରାମାଡ଼

ଚାନ୍ଦବାଲି: ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜଣେ ସେବାୟତଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ଜଣେ ସେବାୟତ ଗୁରୁତର ଆହତ ହୋଇଥିବା ବେଳେ ଛୁରାମାଡ଼ କରିଥିବା ସେବାୟତ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ଜଣେ ସେବାୟତ ମନ୍ଦିରରେ ଦୀର୍ଘଦିନ…

ପରକୀୟା ପ୍ରୀତିର ଖତରନାକ ଫଳାଫଳ; ମିଳିଲା ପ୍ରେମୀଯୁଗଳଙ୍କ ପଚା ଶରୀର

ବାଡ଼ମେର: ରାଜସ୍ଥାନର ବାଡ଼ମେରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଯୁବକ ଓ ଯୁବତୀଙ୍କ ଫଟୋ ପାଣିରେ ଭାସୁଥିବା ବେଳେ ଉଦ୍ଧାର ହୋଇଛି। ସେଠାରେ ଦୁହଁଙ୍କ କପଡ଼ା ଓ ଜୋତା ବି ପଡ଼ିଥିବାର ଦେଖିବାକୁ ମିଳିଛି। ଏହି ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି। ପୁଲିସ୍…

୧୨ ବ‌ର୍ଷୀୟା ଘରୋଇ ସହାୟିକା ଗର୍ଭବତୀ

ଚନ୍ଦ୍ରଶେଖରପୁର: ଘରୋଇ ସହାୟିକା ଭାବେ ନିଯୁକ୍ତି ଦେଇ ମାତ୍ର ୧୨ ବର୍ଷ ବୟସର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଭଳି ଦୁଇ ଦୁଇଟି ସଂଗିନ୍ ଅଭିଯୋଗ‌ରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏଭଳି ବର୍ବରକାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି…

ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ବିତୀୟ ଦିନ ଲାଗି ସେ ଇଡିରେ ହାଜର ହୋଇଛନ୍ତି। ଇଡିରେ ହାଜର ହେବା ସମୟରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲା କମେଲ…