ପୁଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ଗିରଫ

ସୋର: ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ସୂଚନା ଅନୁସାରେ ସୋର ବ୍ଲକ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମ ପୁର ଗ୍ରାମର ବଂଶୀଧର ମଳିକଙ୍କ ନାମରେ ୨୦୦୯ ମସିହାରେ ସୋର…

ନାଗକନ୍ୟା ବେଲାବଳୀ

============== ହସ୍ତୀନା ରାଜପ୍ରାସାଦରେ ମହାରାଜ ପଣ୍ଡୁଙ୍କ ପାଞ୍ଚ ପୁତ୍ର, ତଥା ଧୃତରାଷ୍ଟ୍ରଙ୍କ ଶହେ ପୁତ୍ର ଯୌବନରେ ଉପନୀତ ହୋଇସାରିଥାନ୍ତି l ସବୁ ରାଜପୁତ୍ର ମିଶି ବିଭିନ୍ନ କ୍ରୀଡ଼ା କୌତୁକ ମାନ କରି ରାଜପ୍ରାସାଦକୁ ମୁଖରିତ କରୁଥାନ୍ତି l ଭୀମ ସେନ ତାଙ୍କ ମଧ୍ୟରେ ସବୁ…

ନିମ୍ନମାନର ରାସ୍ତା କାମ ପ୍ରଶାସନ ନିଦାବିଷ୍ଣୁ

କଟକ: କଟକ ଜିଲ୍ଲା ସାଲେପୁର ବ୍ଲକ ଅଧିନସ୍ଥ ରଟିଲୋ ଗ୍ରାମ ପଞ୍ଚାୟତ ବୋଇଲ ଗ୍ରାମ ଗୁଡ଼ିଆ ସାଇକୁ ସଂଯୋଗ କରୁଥିବା ରାସ୍ତା କାମ ଚାଲୁ ରହିଛି | କିନ୍ତୁ ବିଡମ୍ବନାର ବିଷୟ ବିନା ଫଳକରେ ଅତି ନିମ୍ନମାନର କାର୍ଯ୍ୟ ଚାଲିଛି ତାହା ପୁଣି ଯନ୍ତ୍ରୀଙ୍କ ଅନୁପସ୍ଥିତରେ | ସରକାରୀକଳର ନିୟମକୁ ଖୋଲା…

ବିଦ୍ୟାଳୟ ପରିସରରୁ ବୃହତ ଗଛ ସବୁ କଟାଯାଉଛି କାହା ସ୍ୱାର୍ଥରେ ?

କିଶୋରନଗର: କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ଗ୍ରାମପଞ୍ଚାୟତ ହୁଲିପୁର ଗ୍ରାମର ଗରାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆବଶ୍ୟକତା ନଥାଇ ବହୁ ପୁରାତନ ଆମ୍ବ ଗଛ କଟାଯାଇଛି |ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷା ଦିଆ ଯାଉଛି ବୃକ୍ଷ ହଁ ଜୀବନ ବୃକ୍ଷର ସୁରକ୍ଷା ଆମର ଦାଇତ୍ୱ କିନ୍ତୁ…

ନାଗ ପଞ୍ଚମୀ

========== କଂସର ଘରଣୀ ଦିନେ ପଦ୍ମାବତୀ ରାଣୀ l କହ୍ନାଇକୁ ବାର୍ତ୍ତା ଦେଲା ଫୁଲ ଦିଅ ଆଣି ll ଲକ୍ଷେଭାର ପଦ୍ମେ ନ ଥିବ ପାଖୁଡ଼ା ମିଶା l ସେଥିରେ ପୂଜା ହୋଇବ ଧନିତିରି ଓଷା ll ପଦ୍ମ ତୋଳି ବନମାଳୀ କାଳିନ୍ଦୀକୁ ଗଲେ l କଠଉ ଚିହ୍ନ କାଳୀୟ ଶିରରେ ଆଙ୍କିଲେ…

ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଉଥିଲେ ଦମ୍ପତି: ଚାଲିଗଲା ସ୍ତ୍ରୀଙ୍କ ଜୀବନ

କୁଜଙ୍ଗ: କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକକୁ କାର୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ମୃତା ହେଲେ ଝିଲି ମାଝି। ଏଥିରେ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ମଣିଜଙ୍ଗା ମେଡିକାଲରେ…

ଗଧପାଦ ଧରିଲେ ଭଗଵାନ

================ ପାଣ୍ଡଵମାନେ ଇନ୍ଦ୍ରପ୍ରସ୍ଥ ଠାରେ ନୂଆ ରାଜଧାନୀ ପ୍ରତିଷ୍ଠା କଲା ପରେ, ଧର୍ମରାଜ ଯୁଧିଷ୍ଠିର ପ୍ରସ୍ତାବ ରଖିଲେ ରାଜସୂୟ ଯଜ୍ଞ କରିବା ପାଇଁ l ଉପସ୍ଥିତ ସମସ୍ତ ସଭାସଦ ଓ ଭାଇ ମାନେ ଏହାକୁ ସ୍ୱାଗତ କଲେ l କିନ୍ତୁ ଶ୍ରୀକୃଷ୍ଣ କହିଲେ, ଧର୍ମରାଜ ! ତୁମେ…

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

================== ମହର୍ଷି ବାଲ୍ମୀକି ବ୍ରହ୍ମଜ୍ଞାନ ଲାଭକରି ତମସାନଦୀ ତଟରେ ଆଶ୍ରମ ଗୋଟିଏ ସ୍ଥାପନକରି ରହୁଥାନ୍ତି l ତମସା ତୀରରେ ସେ ବିଚରଣ କରୁଥିଲା ବେଳେ ଦିନେ ଦେବର୍ଷି ନାରଦଙ୍କ ସହିତ ତାଙ୍କର ସାକ୍ଷାତ ହେଲା l ବାଲ୍ମୀକି ମୁନିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି…

ପ୍ରଭାତୀ ତାରା 

========== ପାହିଲା ଅନ୍ଧାର ରଜନୀ ଉଷା ହୋଇଲା ପରା l ପ୍ରାଚୀ ନଭେ ଦେଖ ଉଦ୍ଭାସେ ଏକ ବିଚିତ୍ର ତାରା ll ଝଟ ଝଟ ଝଟ ଝଟକେ ଯଥା ଝଟକ ମଣି l ମଥାମଣି କିବା ସିନ୍ଥିରେ ଶୋଭା ଉଷା ରମଣୀ ll କରଟ, କୁମ୍ଭାଟ ରାବନ୍ତି ଡାକି ବୁଲେ ଡାମରା l ଦପ…

ନମଃ ଆଞ୍ଜନେୟ

=========== ନମସ୍ତେ ଅଞ୍ଜନାସୂତ ନମଃ ଆଞ୍ଜନେୟ l ତବ ସ୍ମରଣରେ କଟେ ପୀଡ଼ା କାଳଭୟ ll ନମଃ ନମଃ ବାୟୁପୁତ୍ର ନମସ୍ତେ, ମାରୁତି l ଅଦ୍ଭୁତ ତୁମର ଅଟେ ବାୟୁ ବେଗେ ଗତି ll ଭାରତ ଯୁଦ୍ଧରେ ବିଜେ କପୀଧ୍ୱଜ ରଥେ l ଶ୍ରୀକୃଷ୍ଣ ସାରଥି ଥିଲେ ଜିତାଇଲ ପାର୍ଥେ ll…