ବିଦ୍ୟାଳୟ ପରିସରରୁ ବୃହତ ଗଛ ସବୁ କଟାଯାଉଛି କାହା ସ୍ୱାର୍ଥରେ ?

କିଶୋରନଗର: କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ଗ୍ରାମପଞ୍ଚାୟତ ହୁଲିପୁର ଗ୍ରାମର ଗରାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆବଶ୍ୟକତା ନଥାଇ ବହୁ ପୁରାତନ ଆମ୍ବ ଗଛ କଟାଯାଇଛି |ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷା ଦିଆ ଯାଉଛି ବୃକ୍ଷ ହଁ ଜୀବନ ବୃକ୍ଷର ସୁରକ୍ଷା ଆମର ଦାଇତ୍ୱ କିନ୍ତୁ ଏଠି ଦରକାର ନଥାଇ ଗଛ କଟା ଯାଉଛି କିପରି? ଗ୍ରାମବାସୀ ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ |

Comments are closed.