ନିମ୍ନମାନର ରାସ୍ତା କାମ ପ୍ରଶାସନ ନିଦାବିଷ୍ଣୁ

କଟକ: କଟକ ଜିଲ୍ଲା ସାଲେପୁର ବ୍ଲକ ଅଧିନସ୍ଥ ରଟିଲୋ ଗ୍ରାମ ପଞ୍ଚାୟତ ବୋଇଲ ଗ୍ରାମ ଗୁଡ଼ିଆ ସାଇକୁ ସଂଯୋଗ କରୁଥିବା ରାସ୍ତା କାମ ଚାଲୁ ରହିଛି | କିନ୍ତୁ ବିଡମ୍ବନାର ବିଷୟ ବିନା ଫଳକରେ ଅତି ନିମ୍ନମାନର କାର୍ଯ୍ୟ ଚାଲିଛି ତାହା ପୁଣି ଯନ୍ତ୍ରୀଙ୍କ ଅନୁପସ୍ଥିତରେ | ସରକାରୀକଳର ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ ଯାହା ଆଦୌ ଗ୍ରହଣୀୟ ନୁହେଁ | ସରକାରଙ୍କୁ ଗ୍ରାମବାସୀଙ୍କ ନିବେଦନ ସରକାର ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରନ୍ତୁ |

Comments are closed.