ଓଡ଼ିଶାରେ ତିଆରି ହେବ ଇଭି ବ୍ୟାଟେରି ପାଇଁ ଆଲୁମିନିୟମ ଫଏଲ୍
ଭୁବନେଶ୍ବର: ଇଲେକ୍ଟ୍ରିକ୍ ଗାଡ଼ିର ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପକରଣ ବ୍ୟାଟେରି ଲାଗି ଓଡ଼ିଶାରେ ଆଲୁମିନିୟମ ଫଏଲ୍ ତିଆରି ହେବ। ଆଦିତ୍ୟ ବିର୍ଲା ଗ୍ରୁପ୍ର କଂପାନି ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସମ୍ବଲପୁରର ଲପଙ୍ଗାରେ ଏହି କାରଖାନା ସ୍ଥାପିତ ହେବ ବୋଲି କଂପାନିର ପରିଚାଳନା…