କୃଷକ ଉତ୍ପାଦକ ସଂଘ ର ସଦସ୍ୟଙ୍କ ନିମନ୍ତେ ସମନ୍ୱୟ ବୈଠକ ।
ଆର, ଉଦୟଗିରି- (ମନୋଜ ପାଢ଼ୀ) :ଗଜପତି ଜ଼ିଲ୍ଲା ରେ ଅବସ୍ଥିତ ବିଭିନ କୃଷକ ଉତ୍ପାଦକ ସଂଘ ର ସମୃଦ୍ଧି କରି କୃଷକ ମାନଙ୍କ ଜ଼ିବିକା ର ମାନ ବୃଦ୍ଧି ଉଦେଶ୍ୟ ରେ ୧୨ ଗୋଟି ଫାର୍ମସ୍ ପ୍ରଡୁସର ଅର୍ଗାନାଇଯେସନ ର ୩୦ ଜଣ ସିଇଓ , ବୋର୍ଡ଼ ସଭ୍ୟ ଙ୍କୁ ନେଇ ରା.ଉଦୟଗିରିସ୍ଥିତ କୃଷି ବିଜ୍ଞାନ…