କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ଭକ୍ତଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ଏହି ଅବସରରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ଓ ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ହୋଇଛି।…

ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

ଭୁବନେଶ୍ୱର : ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ୱ ସବୁଠୁ ଉପରେ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଆଜି କିସ୍‍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍‍ବୋଧନ ଦେଇ କହିଲେ, କୌଣସି କାମ…

ରାୟଗଡ଼ାରେ ଗଡ଼ିଲା ୫୨ ଲକ୍ଷ୍ମୀ ବସ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍‌ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସେବାକୁ ଶୁଭାରମ୍ଭ କରିଛନ୍ତି। ‌ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚଳାଚଳ କରିବ ଏବଂ ସମସ୍ତ ୧୮୨ଟି ପଞ୍ଚାୟତରେ ସେବା ଯୋଗାଇବ। ଲକ୍ଷ୍ମୀ ଯୋଜନା ଘରେଘରେ ଖୁସି ଆଣିବ…

ସେଁପୁର ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଭବାନୀପାଟଣା: ବୋର୍ଡ଼ା ୨୫|୧୧ : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷାବର୍ଷ ୨୦୨୩-୨୪ ର ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ମକରଧ୍ଵଜ ସାହୁଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି…

ଆଜି ଆସୁଛନ୍ତି ରାଷ୍ଟ୍ରପତି: ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର(୨୬ ତାରିଖ) ସନ୍ଧ୍ୟା ୬ଟାରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ଶ୍ରୀମତୀ ମୁର୍ମୁ। ଏହା ପରେ କଡ଼ା ସୁରକ୍ଷା ବଳୟରେ ରାଜଭବନ ଯିବେ। ସେଠାରେ…

ପୁଣି ଅଶାନ୍ତ ବ‌ିଜେବି କ୍ୟାମ୍ପସ: ଛାତ୍ରୀଙ୍କ ଓଢ଼ଣି ଟାଣି ଦୁଷ୍କର୍ମ ଧମକ

ଭୁବନେଶ୍ବର: ସ୍କର୍ପିଓ ଧରି କ୍ୟାମ୍ପସରେ ପଶିଲେ। କେହି କିଛି ବୁଝିବା ପୂର୍ବରୁ ଜଣେ ଛାତ୍ରୀଙ୍କ ଓଢ଼ଣି ଟାଣାଓଟରା କଲେ। ଆଉ ଦୁଷ୍କର୍ମ ପାଇଁ ଧମକ ଦେଇ ଚାଲିଗଲେ। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ। ଏହାକୁ ନେଇ କ୍ୟାମ୍ପସରେ…

ରାଜଧାନୀରେ ଚାଞ୍ଚଲ୍ୟ: ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା

ଭୁବନେଶ୍ବର: ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ। ଦିନ ଦ୍ୱିପ୍ରହରରେ ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ସଶସ୍ତ୍ର ଡକାୟତି। ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା । ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍। ସୂଚନା ମୁତାବକ ଲୋକେ ଘରେ ଥିବା…

ମାଲକାନଗିରି ସଡ଼କ ଦୁର୍ଘଟଣାରେ ୬ ଶ୍ରମିକଙ୍କ ମୃତ୍ୟୁ: ଶୋକ ପ୍ରକାଶ ସହ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ…

ନାବାଳିକା ଦୁ‌ଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

ସୋନପୁର: ତିନି ବର୍ଷ ତଳେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ସୁବର୍ଣ୍ଣପୁର ଏଡିଜେ ପୂର୍ଣ୍ଣିମା ଜେନା ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ତାଙ୍କ ରାୟ ଶୁଣାଇଛନ୍ତି। ମାମଲାର ଅଭିଯୁକ୍ତ ବୀରମହାରାଜପୁର ଥାନା ତେନ୍ତୁଳିମହଦା ଗାଁର ସୁନୀଲ ଓରଫ ସମୀର ସାହୁକୁ ଆଇପିସି ଧାରା…

୪ ବିରଳ ରୋଗର ଚିକିତ୍ସା ପାଇଁ ଦେଶରେ ଜେନେରିକ ଔଷଧ ଉପଲବ୍ଧ

ନୂଆଦିଲ୍ଲୀ : କେନ୍ଦ୍ର  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୪ଟି ବିରଳ ରୋଗର ଚିକିତ୍ସା ପାଇଁ ୪ଟି ପ୍ରକାରର ଜେନେରିକ ଔଷଧର ଉତ୍ପାଦନ ଆରମ୍ଭ କରିଛି । ଏହି ଜେନେରିକ ଔଷଧ ଉତ୍ପାଦନ ଦ୍ୱାରା ସେଗୁଡ଼ିକ ଶସ୍ତାରେ ଲୋକମାନଙ୍କୁ ମିଳିପାରିବ। ୪ଟି ବିରଳ ରୋଗର ଚିକିତ୍ସା ପାଇଁ ସେହି ଔଷଧ…