ଗୀତା ଆରତୀ

ଜୟଜୟ ଜୟ ଗୀତେ ସୁଗୀତେ ପରମେ l ନମଃ ନମଃ ଜ୍ଞାନମୟୀ ଶତ ବାର ନମେ ll ନମଃ ନମଃ ବେଦମୟୀ ସର୍ଵ ଶାସ୍ତ୍ର ସାର l ଶ୍ରୀ ମୁଖ ନିଶୃତ ବାଣୀ, ବକ୍ତା, ପରାତ୍ପର ll କୁରୁକ୍ଷେତ୍ର ଧର୍ମକ୍ଷେତ୍ରେ ନନ୍ଦିଘୋଷ ପରେ l ଫାଲ୍ଗୁନୀ ବସିଲେ ଶସ୍ତ୍ରତେଜି ସଂଶୟରେ ll ଜ୍ଞାନରୂପୀଗାଭୀ ଦୋଗ୍ଧା…

ଥାଇ ମସାଜ ସ୍ପା’ରେ ରାଜକୀୟ ମଉଜ: ଗ୍ରାହକଙ୍କ ପ୍ରଥମ ପସନ୍ଦ ଥାଇଲାଣ୍ଡ ଯୁବତୀ

ଭୁବନେଶ୍ୱର: ସତ୍ୟ ନଗର ଅଞ୍ଚଳରେ ଥିବା ‘ଭେଷ୍ଟେଜ୍‌ ସ୍ପା’ ବା ‘ଶିବାନୀ ୱେଲ୍‌ନେସ୍‌ ବିୟୁଟି ସ୍ପା ଆଣ୍ଡ ହମାମ’ରେ ଚଢ଼ଉ କରି ଖାରବେଳନଗର ଥାନା ପୁଲିସ ଯେଉଁସବୁ ତଥ୍ୟ ହାତେଇଛି, ଶୁଣିବା ଲୋକଙ୍କ ଆଖି ଟେରା ହେଇ ଯାଉଛି। ଦେଶର ବିଭିନ୍ନ ରାଜ୍ୟ ସମେତ ଥାଇଲ୍ୟାଣ୍ଡରୁ ଯୁବତୀମାନଙ୍କୁ ଆଣି…

ନବୀନ ନିବାସରେ ପ୍ରଫୁଲ୍ଲ ଘଡ଼େଇ: ଏକ ଦଶନ୍ଧି ପରେ ଗଲେ,

ଦୀର୍ଘ ପ୍ରାୟ ଏକ ଦଶନ୍ଧି ପରେ ନବୀନ ନିବାସରେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ । ବିଜେଡିରେ ବିଧିବଦ୍ଧ ଯୋଗ ଦେଇଥିବା ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି । ପାଣ୍ଡିଆନ ବିଜେଡିରେ ଯୋଗ ଦେବାପରେ ତାଙ୍କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ନବୀନ ନିବାସ ଯାଇ ଶୁଭେଚ୍ଛା…

୯ ଯାଏଁ ଚାଲିବ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚଳିତ ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ, ଅର୍ଥାତ୍ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଂଜିକରଣ ନିମନ୍ତେ ଆବେଦନ ପତ୍ର ଡିସେମ୍ବର ୯ ତାରିଖ…

କେନ୍ଦୁଝରରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ଘଟଣା : ଏନ୍‌ଏଚ୍‌ଏଆଇ ନାମରେ ମାମଲା ରୁଜୁକଲା ଘଟଗାଁ ପୁଲିସ୍‌

କେନ୍ଦୁଝର : କେନ୍ଦୁଝରରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ଘଟଣା, ଏନ୍‌ଏଚ୍‌ଏଆଇ ନାମରେ ମାମଲା ରୁଜୁକଲା ଘଟଗାଁ ପୁଲିସ୍‌ । ଏନ୍‌ଏଚ୍‌ କାମ ଚାଲିଥିବା ବେଳେ ସଡକ ସୁରକ୍ଷା ନେଇ ଏନ୍‌ଏଚ୍‌ଏଆଇ ପକ୍ଷରୁ ପାଟ୍ରୋଲିଂ କି ଅନ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଏନ୍‌ଏଚ୍‌ଏଆଇ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ଫାଇଭ୍-ଟି ଅଧ୍ୟକ୍ଷ

ପୁରୀ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ  ଭି କେ ପାଣ୍ଡିଆନ ଶନିବାର ସକାଳୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବା ସହିତ ମଠ…

ବଦଳିବ ଇଂରେଜଙ୍କ ଯୁଗର ଆଇନ, ଏଥିପାଇଁ ସଂସଦରେ ଆସିବ ୧୯ଟି ବିଧେୟକ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ଶୀତକାଳୀନ ଅଧିବେଶନରେ ଚର୍ଚ୍ଚା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ…

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ବିଶ୍ୱଶାନ୍ତି ହୋମଯଜ୍ଞ ଆୟୋଜିତ

ଗଂଜାମ: ଗତ 27 ନଭେମ୍ବର 2023 ତାରିଖ ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ଗଂଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭପୁର ଗ୍ରାମରେ ଅବସ୍ଥିତ ଶ୍ରୀ ପଦ୍ମନାଭ ଗୋଶାଳାରେ ଏକ "ବିଶ୍ୱଶାନ୍ତି ହୋମଯଜ୍ଞ" ଆୟୋଜିତ ହୋଇଥିଲା। ଏହା…

ପୁଣି ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ମହୁରି ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ ଦୁଇଟି ଓଡ଼ିଆ କବିତା 'କାଲି ଯାହା ସତ ଥିଲା ଆଜି ମିଛ' ଓ 'କାନ୍ଦିଛି କେଉଁ ଶତାଦ୍ଧି ରେ ଜଣା ନାହିଁ' କୁ ଇମାନୁଏଲ ରିଜ୍ଜୋ ଇଟାଲୀ ଭାଷାରେ ଅନୁବାଦିତ କରିଛନ୍ତି । ଏହି କବିତାକୁ ଇଂରାଜୀ ଭାଷାରେ ପ୍ରଫେସର…

ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଦାନ ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କଲେ ମାଁ ସମଲେଶ୍ୱରୀ ଦଶହରା କମିଟି

ସମ୍ବଲପୁର : ମାଁ ସମଲେଶ୍ୱରୀ ମନ୍ଦିର ଦଶହରା କମିଟି ତରଫରୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ କରାଯାଇଛି । ମାଁ ସମଲେଶ୍ୱରୀ ଓ ମାଁ ଭୁବନେଶ୍ୱରୀଙ୍କ ପର୍ଭା ନିର୍ମାଣ ସକାଶେ ଏହି ସହଯୋଗ ରାଶି ମାଁ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କୁ…