ଜଳେଶ୍ବରରେ ରିଲିଫ୍ କେଳେଙ୍କାରୀ: ବନ୍ୟାପୀଡ଼ିତଙ୍କ ଟଙ୍କା ଖାଇଗଲେ!
ଜଳେଶ୍ବର: ଅଗଷ୍ଟ ମାସ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏହି ବନ୍ୟା ରିଲିଫ୍ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଆଜି ଜଳେଶ୍ବର ବ୍ଲକ୍ ପରିସରରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏଡିଏମ୍ ନିଲୁ ମହାପାତ୍ରଙ୍କ ନିକଟରେ ପାଇକସିଦା ପଞ୍ଚାୟତର…