କୁଲତା ସମାଜର ଧର୍ମଶାଳା ପାଇଁ ପୁରୀରେ ୧ ଏକର ଜାଗା ଓ ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି ଜମି ଦିଆଯିବ। ଏହା ସହିତ ପ୍ରସ୍ତାବିତ ଧର୍ମଶାଳା ପାଇଁ ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ମଧ୍ୟ…

ଦୁଷ୍କର୍ମ କରିବା ଲାଗି ରୁଷୀୟ ସୈନିକଙ୍କୁ ଉତ୍ସାହ ଦେଉଛନ୍ତି ସେମାନଙ୍କ ପତ୍ନୀ: ୟୁକ୍ରେନ୍‌ ଫାଷ୍ଟ୍‌ଲେଡି

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଚଳାଇଥିବା ଆକ୍ରମଣ ଅଭିଯାନରେ ରୁଷୀୟ ସୈନିକମାନେ ଦୁଷ୍କର୍ମ ଓ ଯୌନ ନିର୍ଯାତନାକୁ ‘ଅସ୍ତ୍ର’ରୂପେ ବ୍ୟହବାର କରୁଥିବା କଥା ୟୁକ୍ରେନ୍‌ର ‘ଫାଷ୍ଟ୍‌ଲେଡି’ ତଥା ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କା କହିଛନ୍ତି ବୋଲି…

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଅଫିସ୍ ଅଦାଲତ ଅଚଳ, ଫେରିଗଲେ ଜଜ୍‌

ସମ୍ବଲପୁର: ମା’ ମାଟିର ହକ୍‌ ପାଇଁ ଅଞ୍ଚଳବାସୀ ଚଳାଇଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମ୍ବଲପୁରରେ ଥମିବାର ନାଁ ଧରୁନି।  ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ମାନିଲେନି ଓକିଲ ସଂଘ। ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାରେ…

ସାମାନ୍ୟ ବଚସାକୁ ନେଇ ଆକ୍ରମଣ; ଆଇସିୟୁରେ ଜୀବନ ସହ ଲଢୁଛନ୍ତି ଛାତ୍ର

ବାଲିପାଟଣା: ବାଲିପାଟଣା ଥାନା ଅଧୀନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ଆକ୍ରମଣର ଶିକାର ହୋଇ ଗୁରୁତର ହେବା ପ‌ରେ ଡାକ୍ତରଖାନା‌ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇ…

ଚୀନ୍‌-ଭାରତ ସମ୍ପର୍କ ବ୍ୟାପାରରେ ହସ୍ତ‌କ୍ଷେପ ନ କରିବା ପାଇଁ ଆମେରିକାକୁ ଚୀନ୍‌ର ସତର୍କତା

ୱାସିଂଟନ୍‌: ଭାରତ ସହିତ ତା’ର ସମ୍ପର୍କ ବ୍ୟାପାରରେ ହସ୍ତକ୍ଷେପ ନ କରିବା ପାଇଁ ଚୀନ୍‌ ଆମେରିକାକୁ ସତର୍କ କରିଥିବା କଥା କଂଗ୍ରେସ୍‌ରେ ଦାଖଲ କରିଥିବା ରିପୋର୍ଟରେ ଆମେରିକୀୟ ଯୁଦ୍ଧ ବିଭାଗ ‘ପେଣ୍ଟାଗନ୍‌’ ଉଲ୍ଲେଖ କରିଛି। ମଙ୍ଗଳବାର ଦିନ ଦାଖଲ କରାଯାଇଥିବା ଉକ୍ତ ରିପୋର୍ଟରେ…

ଭିଜିଲାନ୍ସ ଜାଲରେ ବଡଚଣା ଏ.ବି.ଓ

ଜୈନିକ ଶିକ୍ଷକଙ୍କୁ ବଦଳି କରାଇଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ବଡଚଣା ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅମୀୟ ଦାସ ଭିଜିଲାନ୍ସ ହାତରେ ଧରା ପଡ଼ିଛି । ଏହି ରାକେଟରେ ସାମିଲ ଥିବା ସନ୍ଦେହରେ ବିଇଓ ଅଫିସର ଅନ୍ୟ ଦୁଇଜଣ କିରାଣୀଙ୍କୁ ଭିଜିଲାନ୍ସ ଅଟକ ରଖି ତଦନ୍ତ କରୁଛି ଅନ୍ୟପଟେ…

ସାବତ ଝିଅକୁ ବାକ୍ସ ଭିତରେ ପୂରାଇ ତାଲା ପକାଇଥିଲେ ଗର୍ଭବତୀ ଥିବା ମହିଳା, ସତ ବାହାରକଲା ପୁଲିସ୍‌

ମୁଜାଫର୍‌ନଗର: ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚେ‌ାରି, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ଘଟୁଛି ଶହ ଶହ ଅପରାଧ। ଉତ୍ତରପ୍ରଦେଶର ମୁଜାଫର୍‌ନଗରରୁ ରିପୋର୍ଟ ହୋଇଛି ଏକ ଅଭାବନୀୟ ଘଟଣା। ପୁଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ ଜଣେ ମହିଳା ନିଜର…

ଟ୍ରେନ୍‌ ଭିତରେ ମହିଳା ଯାତ୍ରୀଙ୍କୁ ଆଲିଙ୍ଗନ କରୁଥିଲେ ମଦ୍ୟପ; ଖାଇଲେ ବିଧା, ଗୋଇଠା

ଚେନ୍ନାଇ:  ଚେନ୍ନାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସବ୍‌ଅର୍ବାନ ସ୍ଥାନୀୟ ଟ୍ରେନ୍‌ ଭିତରେ ଜଣେ ମଦ୍ୟପ ନିଶାରେ ଜଣେ ମହିଳାଙ୍କୁ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ମଦ୍ୟପ ଜଣକ ମହିଳାଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ହେଉଛି ସୋମବାର…

୧୫୦ଟି ଦମକଳ ଗାଡି ମୁତୟନ ହେବା ସତ୍ତ୍ବେ ବି ୫ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ

ନୂଆଦିଲ୍ଲୀ: ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲାଗିବା ହେତୁ ଧୁଆଁ ଚାରିଆଡେ ଭରି ଯାଇଛି। ନିଆଁ ଲାଗିବା ପର ଠାରୁ ଏହାକୁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଛି। ଏହା ସତ୍ତ୍ବେ ବି ନିଆଁ ଏଯାଏଁ ଆୟତ୍ତକୁ ଆସି ପାରି…

ଶୂନ୍ୟକାଳରେ ଉଠିଲା ଧାରଣାରତ ଶିକ୍ଷକଙ୍କ ପ୍ରସଙ୍ଗ: ପରସ୍ପରକୁ କଟାକ୍ଷ କଲେ ଶାସକ-ବିରୋଧୀ

ଭୁବନେଶ୍ବର: ଆଜି ବିଧାନସଭାର ଶୂନ୍ୟକାଳରେ ଉଠିଛି ଧାରଣାରତ ଶିକ୍ଷକଙ୍କ ପ୍ରସଙ୍ଗ। ଶିକ୍ଷକଙ୍କ ସହ ଆଲୋଚନା କରି ଦାବିପୂରଣ ଦିଗରେ ପଦକ୍ଷେପ ନେବାକୁ ଦାବି ଉଠାଇଲେ ବିରୋଧୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱର ଅଚଳ, ଆମ୍ବୁଲାନ୍ସ…