ରାୱଲପିଣ୍ଡି ଟେଷ୍ଟ୍ରେ ରନ୍ ଝଡ଼: ପ୍ରଥମ ଦିବସରେ ପ୍ରଥମ ଥର ୫୦୦+ ରନ୍
ରାୱଲପିଣ୍ଡି: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ୍ କ୍ରିକେଟ୍ ଖେଳି ଚମତ୍କାର ଢଙ୍ଗରେ ଅଭିଯାନ କରିଛି ଇଂଲଣ୍ଡ। ୧୧୨ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇ ଏକ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଦିବସରେ ଇଂଲଣ୍ଡ ପ୍ରଥମ ଦେଶ ଭାବେ ୫୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିଛି। ତା’ପୁଣି ୭୫…