ହକି ବିଶ୍ବକପ୍ ଟ୍ରଫି ପରିକ୍ରମା ୫ରୁ, ୨୧ ଦିନ ଧରି ଦେଶର ୧୬ ସହର ବୁଲିବ
ଭୁବନେଶ୍ବର : ଆସନ୍ତା ମାସ ୧୩ ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ବକପ୍। ଏହି ବିଶ୍ବକପ୍ ଟ୍ରଫି ପରିକ୍ରମା ପାଇଁ ହକି ଇଣ୍ଡିଆ ଶୁକ୍ରବାର ସୂଚୀ ଘୋଷଣା କରିଛି। ୨୧ ଦିନ ଧରି ଏହି ଟ୍ରଫି ଦେଶର ପ୍ରମୁଖ ୧୬ ସହର ଯାତ୍ରା କରିବ। ଏଥିରେ ୧୨ ରାଜ୍ୟ ଓ ଗୋଟିଏ…