ଟଙ୍କା ସରି ଯିବାରୁ ଘରମାଲିକଙ୍କ ପାଖରେ ନିଜକୁ ବାଜି ଲଗାଇ ଲୁଡୁ ଖେଳରେ ହାରିଲେ ମହିଳା
ପ୍ରତାପଗଡ଼: ଘରମାଲିକଙ୍କ ସହିତ ଲୁଡୁ ଖେଳରେ ବାଜି ଲଗାଇବାକୁ ଟଙ୍କା ନ ଥିବାରୁ ଉତ୍ତର ପ୍ରଦେଶର ପ୍ରତାପଗଡ଼ର ଜଣେ ମହିଳା ନିଜକୁ ବାଜି ଲଗାଇ ଖେଳରେ ହାରିଯାଇଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ଘଟଣାଟି ନଗର କୋଟୱାଲି ଅନ୍ତର୍ଗତ ଦେବକାଲି ଅଞ୍ଚଳରେ ଘଟିଛି। ରାଜସ୍ଥାନର ଜୟପୁରରେ କାମ କରି…