ସୌଦାସ ମଦୟନ୍ତୀ କଥା

ସୌଦାସ ମଦୟନ୍ତୀ କଥା ============== ମହାମୁନି ଶୁକ, ବ୍ରହ୍ମଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ଭାଗବତରେ ଈକ୍ଷାକୁ ବଂଶାନୁଚରିତ ଶୁଣାଉଥାନ୍ତି l କଥା ପ୍ରସଙ୍ଗରେ, ଶୁକ କହିଲେ, ଈକ୍ଷାକୁ ବଂଶରେ ସୌଦାସ ନାମରେ ଜଣେ ନୃପତି ଥିଲେ l ସେ ଗୁରୁ ବଶିଷ୍ଠଙ୍କ ଅଭିଶାପରେ ରାକ୍ଷସ ହୋଇଯାଇଥିଲେ l…

ସୁନ୍ଦର ପ୍ରଭାତ

ସୁନ୍ଦର ପ୍ରଭାତ =========== ହୋଇଲା ସୁନ୍ଦର ପ୍ରଭାତ l ଅରୁଣ ଆଭା ପ୍ରକଟିତ ll ଲୁପ୍ତ ହୋଇଲେ ତାରାପନ୍ତିି l ଅସ୍ତାଚଳରେ ତାରାପତି ll ପୂରୁବ ଆକାଶ ଉଜ୍ଜ୍ବଳ l ସୁଖରେ ରାବନ୍ତି କୋକିଳ ll ବାୟସ କୁକ୍କୁଟଙ୍କ ଧ୍ୱନୀ l ସଘନେ ଘନେ ଶୁଭିଲାଣି ll ଗଗନେ ବକାଳି ମାଳିକା l ସୁନ୍ଦର…

ହା କୃଷ୍ଣ ବୋଲି ଯାଉ ଜୀବ

ହା କୃଷ୍ଣ ବୋଲି ଯାଉ ଜୀବ ================ ଭଗବାନ୍ ଶ୍ରୀକୃଷ୍ଣ ଜରା ଶବର ଶରାଘାତରେ ପ୍ରାଣ ଛାଡ଼ିଲେ l ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ପରେ ଅର୍ଜୁନ ଶକ୍ତିହୀନ ହୋଇ, ଭଗବାନଙ୍କ ନିର୍ଦ୍ଦେଶରେ ଦ୍ୱାରକା ପୂରନାରୀ ମାନଙ୍କୁ ଘେନି ହସ୍ତିନା ଫେରି ଆସୁ ଥାନ୍ତି ଅଧା ରାସ୍ତାରେ ଭିଲ ମାନେ…

ଶୁଭ ନବବର୍ଷେ ବନ୍ଦନା

ଶୁଭ ନବବର୍ଷେ ବନ୍ଦନା =========== ଜୟ ଜୟ ଜଗନ୍ନାଥ ହେ ପ୍ରଭୁ ଜଗଦୀଶ୍ୱର l ଇଙ୍ଗିତେ ଚାଲଇ ତୁମ୍ଭର ପ୍ରଭୁ ଏହି ସଂସାର ll ବହିଯାଏ କାଳକରାଳ ପ୍ରଭୁ ତବ ନିର୍ଦ୍ଦେଶେ l ବର୍ଷ, ମାସ, ଦଣ୍ଡ, ଦିବସ ରହିଛନ୍ତି ନିର୍ଦ୍ଦେଶେ ll ଶୀତ ବର୍ଷା ଖରା କାକର ପ୍ରଭୁ ତବ ସର୍ଜନା l ପତ୍ର…

କାଳର କୁଟିଳ ଗତି

କାଳର କୁଟିଳ ଗତି ============== ଚାହୁଁଚାହୁଁ ବର୍ଷଟା ଚାଲିଗଲା l ପ୍ରତ୍ୟକ ବର୍ଷ ସରି ଯାଆନ୍ତି l କାଳଶ୍ଚ ନିରବଧି,ବିପୁଳା ଚ ପୃଥ୍ଵୀ, କିନ୍ତୁ ଆମେ ଚାଲୁଛୁ l ଆମ ଚାଲିବାଭିତରେ ଯେ କାଳ ବହି ଯାଉଛି ଏହା ଆମେ ଜାଣି ପାରୁନାହୁଁ l ଚାହୁଁ ଚାହୁଁ ଏମିତି ଜୀବନ ବି ସରିଯିବ l ଇଏ ହେଉଛି…

ନିଶ୍ଚିନ୍ତକୋଇଲି ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଅନୁକମ୍ପାମୂଳକ ସହାୟତା ରାଶି…

ମାଆ ରଣପୁରେଶ୍ୱରୀ

ମାଆ ରଣପୁରେଶ୍ୱରୀ ============= ରଣପୁର ରାଜ୍ୟ ଉତ୍କଳ ପ୍ରଦେଶେ l ଶୋଭାର ଭଣ୍ଡାର ଖ୍ୟାତ ଇତିହାସେ ll ସବୁଜ ବନାନୀ, ଝର, ନିର୍ଝରିଣୀ l ବକ୍ଷଶୋଭା ପୁଣି କେତେ ଗିରିଶ୍ରେଣୀ ll ସେ ପର୍ବତ ମଧ୍ୟେ ମଇନାକଗିରି l ଶିରେ ଯା' ବସନ୍ତି ରଣପୁରେଶ୍ୱରୀ ll ମାଆ ମଣିନାଗ ଖ୍ୟାତ ଜଗତରେ l…

ଭୀମପୁତ୍ର ବେଲାଳସେନ

ଭୀମପୁତ୍ର ବେଲାଳସେନ =============== ଶାରଳା ମହାଭାରତରୁ ଏହି ମୌଳିକ ଉପାଖ୍ୟାନ l ହସ୍ତୀନାପ୍ରାସାଦରେ ଯୌବନରେ ଉପନୀତ ପାଣ୍ତବ ପାଞ୍ଚଭାଇ ତଥା ଧୃତରାଷ୍ଟ୍ରଙ୍କ ଶହେ ପୁତ୍ର ମିଶି ନାନା କ୍ରୀଡ଼ାକୌତୁକ କରି ପ୍ରାସାଦକୁ ମୁଖରିତ କରୁଥାନ୍ତି l ଭୀମ ଥିଲେ ସେମାନଙ୍କ ମଧ୍ୟରେ ସବୁଠୁଁ…

ଓଡ଼ିଶାରେ ଖୋଲିବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଆଞ୍ଚଳିକ ଶାଖା

ଡେସ୍କ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି କହିଛନ୍ତି ଯେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ମାଧ୍ୟମରେ ସଂକ୍ରାମକ ରୋଗର ତଦାରଖ ତଥା ରୋଗର ମୁକାବିଲା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ନୂଆଦିଲ୍ଲୀରେ ଅନେକ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁବିଧାଗୁଡ଼ିକର ଉଦଘାଟନ…

ପୌରସଂସ୍ଥାର ସଫେଇ କର୍ମଚାରୀଙ୍କ ଧର୍ମଘଟ: ଦାବି ପୂରଣ ନହେଲେ ଝାଡୁଛାଡ଼ ଆନ୍ଦୋଳନ ଚେତାବନୀ

ରାୟଗଡ଼ା: ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ରହିଛନ୍ତି ରାୟଗଡ଼ା ପୌରସଂସ୍ଥାର ସଫେଇ କର୍ମଚାରୀ। ଫଳରେ ପୌରାଂଚଳର ବିଭିନ୍ନ ୱାର୍ଡରେ କୁଢ଼କୁଢ଼ ଅଳିଆ ଆର୍ବଜନା ମଧ୍ୟରେ ଦିନ କାଟିବାକୁ ପଡୁଛି ୱାର୍ଡବାସୀଙ୍କୁ। ଚଳିତ ବର୍ଷ ପ୍ରାରମ୍ଭରେ ହିଁ ସଫେଇ କର୍ମଚାରୀମାନେ ନିଜର ଦାବି ପୂରଣ ପାଇଁ…