ନୱାଜ ସରିଫ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଡେସ୍କ: ପାକିସ୍ତାନ ମୁସଲିମ ଲିଗ୍ (ନୱାଜ) ଆଜି ସର୍ବସମ୍ମତି କ୍ରମେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ଦୁର୍ନୀତି ଅଭିଯୋଗରେ ଦଣ୍ଡ ନହେବା ପାଇଁ ଶ୍ରୀ ସରିଫ ଲଣ୍ଡନରେ ଚାରି ବର୍ଷ…

୬୦ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ:  ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ଠାରୁ ସାଡୀଙ୍ଗିଆକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଲେଣ୍ଡ୍ରିଗାଁ ଘାଟି ନିକଟରେ ଗଞ୍ଜେଇ ଭର୍ତ୍ତି ହୋଇ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ରବିବାର ସକାଳୁ ଯାଞ୍ଚ କରିଥିଲେ। ଅଟୋରେ ଥିବା…

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଗୋପପୁର କଦମ୍ବ ପଡ଼ିଆରେ ଶୁଭସ୍ଥମ୍ଭ ସ୍ଥାପନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୬ତମ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଗୋପପୁର କମିଟି ତରଫରୁ ଶୁଭଧ୍ୱଜା ସ୍ଥାପିତ ହୋଇଯାଇଛି। ସୋମବାର ଅପରାହ୍ନ ୪ ଟାରେ ଅମ୍ବାପାଲିରେ ମାଁ ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ…

ବାଇକକୁ ପଛରୁ ଧକ୍କା ଦେଇ ମାଡ଼ିଗଲା ଟ୍ରକ। ଭାଇ ଆଖି ଆଗରେ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ।

ସୁନ୍ଦରଗଡ଼: ବାଇକକୁ ପଛରୁ ଧକ୍କା ଦେଇ ମାଡ଼ିଗଲା ଟ୍ରକ। ଭାଇ ଆଖି ଆଗରେ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ। ମୃତା ହେଲେ ବଡ଼ଗାଁ ଥାନା ଜରଙ୍ଗଲୋଇ କୁଲବା ଗାଁର ରୀନା ବେହେରା। ଘଟଣାଟି ସୋମବାର ଅପରାହ୍ନ ୫ଟାରେ ସଦରଥାନା ବିଜୁ ଏକ୍ସପ୍ରେସ ୱେ କରମଡିହି ସର୍ଭିସ ରାସ୍ତାରେ। ସୂଚନାକ୍ରମେ, କରମଡିହି…

ଜାତୀୟ ପଲ୍ଲିଶ୍ରୀ ମେଳା ଉଦ୍‍ଯାପିତ,

କେନ୍ଦୁଝର: କାଳିପଡିଆ ଠାରେ ଚଳିତମାସ ୨୨ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ‘ଗୋନାସିକା-କେନ୍ଦୁଝର ମହୋତ୍ସବ’ ପରିପ୍ରେକ୍ଷୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୩ ସୋମବାର ରାତିରେ ଉଦ୍‍ଯାପିତ ହୋଇଯାଇଛି। ଏହି ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଉଦଯାପନ ଉତ୍ସବରେ ମହିଳା ଓ ଶିଶୁ ବିକାଶ,…

ବଡଦିନରେ ବଣଭୋଜି ପାଇଁ କେନ୍ଦୁଝରକୁ ପର୍ଯ୍ୟଟକଙ୍କ ବେଶ୍‍ ଭିଡ ଲାଗିଛି।

କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁଉଚ୍ଚ ଜଳପ୍ରପାତ ଏବଂ ପାହାଡ଼ିଆ ଶୀତକୁ ମନଭରି ଉପଭୋଗ ପାଇଁ ବଡଦିନ ଓ ନୂଆବର୍ଷ ପାଳନ ଅବସରରେ ବଣଭୋଜିର ମଜା ଉଠାଇବାକୁ କେନ୍ଦୁଝର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳି ମାନଙ୍କରେ ପର୍ଯ୍ୟଟକଙ୍କ ବେଶ୍‍ ଭିଡ ଲାଗିଛି।…

କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ୧୭ ଜଣଙ୍କୁ ମିଳିଲା ନୂତନ ନିଯୁକ୍ତି

ଯାଜପୁର: ଯାଜପୁର ଜିଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ନେଇ ବିଭିନ୍ନ ସମୟରେ ଦାବି ହୋଇଥିଲା।  କଳିଙ୍ଗନଗର ସ୍ଥିତ ଘରୋଇ କମ୍ପାନୀ ଜିନ୍ଦଲରେ ଦାନଗଦୀ-ସୁକିନ୍ଦାର ୧୭ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି। ଏହାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ବିଧାୟକ ତଥା…

ଭାରତ ରତ୍ନ ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ

ମାହାଙ୍ଗା: କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କୋଠପଦା ଠାରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ଅନୁଷ୍ଠିତ ହିଇଯାଇଛି। ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ଏହି ଉତ୍ସବକୁ…

ବେଥେଲହାମ ତାରା

ବେଥେଲହାମ ତାରା =========== ଯୁଗ ଯୁଗାନ୍ତେ ଅଜ୍ଞାନ ଅନ୍ତେ ତୁମେ ହେ ଅବତର l ତୁମେ ତ ଯୀଶୁ ତୁମେ ତ ଆଲ୍ଲା ତୁମେ ତ ଯୋରାଷ୍ଟର ll ତୁମେ ତ ବୁଦ୍ଧ, ତୁମେ ତ ଜୈନ ତୁମେ ହେ କୃଷ୍ଣ ରାମ l ଅନେକ ମତ, ଅନେକ ପଥ ଏକା ହିଁ ତୁମ ଧାମ ll ଦୁଷ୍ଟ ଦଳନେ, ଶିଷ୍ଟ ପାଳନେ ଯୁଗ ଯୁଗର ଲୀଳା…

ବଡ଼ଦିନ ଓ ନୂଆବର୍ଷ ସୋମବାର ହେଲେ ବି ‌ଦର୍ଶକଙ୍କ ପାଇଁ ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ବାରଙ୍ଗ: ରାତି ପାହିଲେ ବଡ଼ଦିନ ଓ ସ‌ପ୍ତାହେ ପରେ ନୂଆବର୍ଷ-୨୦୨୪। କ୍ୟାଲେଣ୍ଡର ବର୍ଷ ୨୦୨୩ ଶେଷ ହେବାକୁ ଯାଉଥିବାରୁ ପର୍ଯ୍ୟଟନ ସ୍ଥଳୀଗୁଡିକରେ ଏବେ ପର୍ଯ୍ୟଟକମାନଙ୍କର ପ୍ରବଳ ଭିଡ଼ ରହୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ…