ପରିବା ଓ ପିଆଜ ପରେ ଏବେ ଖାଉଟିଙ୍କ ଉପରେ ଚିନି ମାଡ଼।
ଭୁବନେଶ୍ୱର: କନ୍ଦାଉଛି ପିଆଜ, ଡରାଉଛି ଚିନି। ମିଠା ଚିନିକୁ କିଣିବାକୁ ଖାଉଟିଙ୍କୁ ଲାଗୁଛି ପିତା। କାରଣ ଏଇ କିଛି ଦିନ ଭିତରେ ଚିନିର ଦର ଆକାଶଛୁଆଁ। ମାସେ ତଳେ ରାଜ୍ୟର ଖୋଲା ବଜାରରେ ରୋଷେଇ ଘରର ଏ ଅନ୍ୟତ୍ୟମ ଅତ୍ୟାବଶ୍ୟକ ସାମଗ୍ରୀର କିଲୋ ପ୍ରତି ଦର ଥିଲା ୪୦ରୁ ୪୫ ଟଙ୍କା। କିନ୍ତୁ ଏବେ…