ଆଜି ଠାରୁ ରାଉରକେଲାକୁ କୋଲକାତା ସହ ଯୋଡ଼ିବ ବିମାନ ସେବା
ରାଉରକେଲା: ଆଜିଠାରୁ ଶିଳ୍ପ ସହର ରାଉରକେଲାରୁ କୋଲକାତାକୁ ଆରମ୍ଭ ହେବ ବିମାନ ସେବା। ସପ୍ତାହକୁ ୩ ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ଏହି ବିମାନ ସେବା ମିଳିପାରିବ। ୯୦ ମିନିଟରେ ଯାତ୍ରୀମାନେ କୋଲକାତାରେ ବିମାନରେ ପହଂଚି ପାରିବେ। ଆଜି ଅପରାହ୍ନ ୩.୩୦ ମିନିଟରେ ରାଉରକେଲା ଵିମାନ…