ବଡ଼ଦିନ ଓ ନୂଆବର୍ଷ ସୋମବାର ହେଲେ ବି ଦର୍ଶକଙ୍କ ପାଇଁ ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ
ବାରଙ୍ଗ: ରାତି ପାହିଲେ ବଡ଼ଦିନ ଓ ସପ୍ତାହେ ପରେ ନୂଆବର୍ଷ-୨୦୨୪। କ୍ୟାଲେଣ୍ଡର ବର୍ଷ ୨୦୨୩ ଶେଷ ହେବାକୁ ଯାଉଥିବାରୁ ପର୍ଯ୍ୟଟନ ସ୍ଥଳୀଗୁଡିକରେ ଏବେ ପର୍ଯ୍ୟଟକମାନଙ୍କର ପ୍ରବଳ ଭିଡ଼ ରହୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ…