କ୍ଷମାଶିଳା ଦ୍ରୌପଦୀ

କ୍ଷମାଶିଳା ଦ୍ରୌପଦୀ ============== କୁରୁକ୍ଷେତ୍ର ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ l କ୍ଷତାକ୍ତ କୁରୁ ଚୂଡ଼ାମଣି ମହାମାନି ଦୁର୍ଯ୍ୟୋଧନ ପ୍ରାଣ ବିକଳରେ ଆଶ୍ରୟ ନେଇଛି ବ୍ୟାସ ସରୋବର ମଧ୍ୟରେ ମାଆ ଲକ୍ଷ୍ମୀଙ୍କ କୋଳରେ l ପାଣ୍ଡଵ ମାନେ ଏକଥା ଜାଣି ପାରିଲେ l ସରୋବର ତୀରରେ, ଭୀମ ସିଂହନାଦ କରି…

ନମଃ ନମଃ ପ୍ରଭୁ ବିଘ୍ନେଶ

ନମଃ ନମଃ ପ୍ରଭୁ ବିଘ୍ନେଶ ============= ନମଃ ନମଃ ପ୍ରଭୁ ବିଘ୍ନେଶ ଆହେ ବିଘ୍ନ ନାଶନ l ବିଘ୍ନହର୍ତ୍ତା ପ୍ରଭୋ ଶଙ୍କର ଗଉରୀଙ୍କ ନନ୍ଦନ ll ନମ ନମ ବିଦ୍ୟାପତି ହେ ପ୍ରଭୂ ବିଦ୍ୟାବାଗୀଶ l ବିଦ୍ୟାଦାତା ପ୍ରଭୁ ହେରମ୍ଵ ନମଃ ନମଃ ଗଣେଶ l ନମଃ ନମଃ ବକ୍ରତୁଣ୍ଡ ହେ ପ୍ରଭୁ ଗଜ ବଦନ…

ଗରୁଡ଼ ବନ୍ଦନା

ଗରୁଡ଼ ବନ୍ଦନା =========== ନମସ୍ତେ ଦେବ ଗରୁଡ଼ ବିନତା ନନ୍ଦନ l କଶ୍ୟପ ତୁମ୍ଭର ପିତା, ହରିଙ୍କ ବାହନ ll ନମସ୍ତେ ନମସ୍ତେ ନମଃ ଖଗଙ୍କର ପତି l ଅରୁଣ ତୁମ୍ଭର ଭ୍ରାତା ସୂର୍ଯ୍ୟଙ୍କ ସାରଥି ll ବନ୍ଦନାକରଇ ପଦେ ଦେବ ଖଗେଶ୍ବର l ବାୟୁବେଗ ଗତି ତବ ଅତୀବ ପ୍ରଖର ll ପୃଷ୍ଠରେ ବିଜୟ ତବ…

ଗରୁଡ଼ଙ୍କ ଗର୍ବ ଭାଙ୍ଗିଲେ ହନୁମାନ

ଗରୁଡ଼ଙ୍କ ଗର୍ବ ଭାଙ୍ଗିଲେ ହନୁମାନ ================== ଦ୍ଵାପରଯୁଗର କଥା l ବିଷ୍ଣୁଙ୍କ ବାହନ ହୋଇଥିବାରୁ ଦିନେ ଗରୁଡ଼ଙ୍କ ମନରେ ଭାରି ଗର୍ବ ଆସିଲା l ସେ ଦ୍ୱାରକା ସାରା କହି ବୁଲିଲେ, ମୋ ଭଳି ପରାକ୍ରମୀ ଆଉ ଏ ତ୍ରିଜଗତରେ କେହି ନାହିଁ l ଦିନେ ଦେବତା ମାନେ ମଧ୍ୟ ମୋ ଠାରୁ ପରାଭବ…

ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ

ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ ================ ଶ୍ରୀନୀଳକନ୍ଦରେ ବିଜେ ମହାପ୍ରଭୁ ଜଗତ ମଙ୍ଗଳ ହରି l ଚଉଦ ବ୍ରହ୍ମାଣ୍ଡ କରତା ପ୍ରଭୁ ହେ ଦାରୁ କଳେବର ଧରି ll ବ୍ରହ୍ମଦାରୁ ପ୍ରଭୁ ଚତୁର୍ଦ୍ଧା ମୂରତି ମାନବ ଲୀଳା ଆଚରି l ମାନବଦେବତା ଲୀଳା ବିସ୍ତାରନ୍ତି ବିପୁଳ ଭୁଜ ବିସ୍ତାରି ll…

ପାଣ୍ତବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ

ପାଣ୍ତବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ ================ ଯୁଦ୍ଧ ନ ହେବା ପାଇଁ ଶାନ୍ତିଦୂତ ଭଗବାନ୍ ଶ୍ରୀକୃଷ୍ଣ ହସ୍ତିନା ଯାଇ,ଦୂର୍ଯ୍ୟୋଧନଙ୍କ ଠାରୁ ଲାଞ୍ଛିତ ହୋଇ ପରମ ପ୍ରେମରେ ମହାତ୍ମା ବିଦୁରଙ୍କ ଘରେ ଶାକାନ୍ନ ଭୋଜନ କରି ଉପପ୍ଲବ୍ୟ ନଗର ଫେରି ଆସିଲେ l ଭଗବାନ୍ ପାଣ୍ତବ ମାନଙ୍କୁ…

ନମସ୍ତେ ମା’ ମହାଲକ୍ଷ୍ମୀ

ନମସ୍ତେ ମା' ମହାଲକ୍ଷ୍ମୀ ============== ନମସ୍ତେ ମା' ମହାଲକ୍ଷ୍ମୀ ନମସ୍ତେ ସିନ୍ଧୁଜା l ସୁରନର ବନ୍ଦ୍ୟା ମାତ ତିନିପୁରେ ପୂଜ୍ୟା ll ନମସ୍ତେ ନମସ୍ତେ ମାତା ବିଷ୍ଣୁ ମନୋରମା l ଶଦ୍ଦେ କେ ବର୍ଣିପାରିବ ତୋହର ମହିମା ll ସାଗର ମନ୍ଥନେ ହେଲା ଉତ୍ପତ୍ତି ତୋହର l କ୍ଷୀରୋଦଶୟନେ ମାତ…

ଧନ୍ୟ ଲୋ ଯଶୋଦା ମାଆ

ଧନ୍ୟ ଲୋ ଯଶୋଦା ମାଆ =============== ଦ୍ଵାପରଯୁଗର କଥା l କୃଷ୍ଣ ବଳରାମ ଅବତାର ଧରି ଧରାଧାମକୁ ଆସିଲେ l କଂସ ଭୟରେ ଗୋକୁଳରେ ଯାଇ ମାଆ ଯଶୋଦାଙ୍କ ଦ୍ଵାରା ପ୍ରତିପାଳିତ ହେଲେ l ଯଶୋଦା ଓ ନନ୍ଦ ତାଙ୍କ ଜନ୍ମିତ ପିତାମାତା ନଥିଲେ, କିନ୍ତୁ କେତେ ଜନ୍ମର ତପ ଫଳରେ ସେମାନେ ତାଙ୍କୁ ଅପୂର୍ବ…

ମାଆ ହାତଖିଆ ପରମ ତୃପ୍ତି

ମାଆ ହାତଖିଆ ପରମ ତୃପ୍ତି ============== ଲକ୍ଷ୍ମୀ ଯାଇଛନ୍ତି ବରୁଣ ପୁର l ପଉଷ ମାସରେ ବାପର ଘର ll ଶ୍ରୀକ୍ଷେତ୍ରରେ ଆଉ ଜଳୁନି ଚୁଲି l କାଳିଆର ରଙ୍ଗ ଯାଇଛି ଛାଡ଼ି ll କେମିତି ପୁରିବ କାଳିଆ ପେଟ l ନିତି ଖାଏ ଯେ ଷାଠିଏ ପଉଟ ll ମାଆ ଯଶୋମତି ଶୁଣିଲେ କଥା l ମନରେ ହୋଇଲା…

ସୁନ୍ଦ ଓ ଉପସୁନ୍ଦଙ୍କ କଥା

ସୁନ୍ଦ ଓ ଉପସୁନ୍ଦଙ୍କ କଥା ============= ମହାଭାରତ ଆଦିପର୍ବର ଉପାଖ୍ୟାନ l ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟଙ୍କୁ ୠଷି ବୈଶମ୍ପାୟନ ମହାଭାରତ କଥା ଶୁଣାଉ ଥାନ୍ତି l କଥା ପ୍ରସଙ୍ଗରେ ଦ୍ରୌପଦୀଙ୍କ କଥା ସେ କହିବାରୁ ଜନ୍ମେଜୟ ଅତି ଉତ୍ସୁକ ହୋଇ ପ୍ରଶ୍ନକଲେ,ହେ ମହାତ୍ମନ୍ ! ମୋତେ ବୁଝାଇ…