ମାଲକାନଗିରି, କୋରାପୁଟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ବିଏସ୍ଏଫ୍ ଆଇଜି
କୋରାପୁଟ: ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍ ସ୍ବତନ୍ତ୍ର ଅପରେସନ୍)ର ଆଇଜି କୌଳାଶ ଚନ୍ଦ୍ର ଜାଠ୍ ମାଲକାନଗିରି ଓ କୋରାପୁଟକୁ ଦୁଇଦିନିଆ ଗସ୍ତ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ଗତ ୧୮ ତାରିଖ ଦିନ ପ୍ରଥମ ଦିନର ଗସ୍ତ କାଳରେ ଆଇଜି ଶ୍ରୀ ଜାଠ୍ ବେଜାଙ୍ଗିୱାଡା…