ଚାନ୍ଦା ମାଗି ବନ୍ଧା ହେଲେ ୨ ଯୁବକ, ୨୫ଶହ ଟଙ୍କା ଓ ୨ଟି ମନି ରିସିପ୍ଟ ଜବତ

ଭୁବନେଶ୍ବର: ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗରେ ୨ଜଣ ଯୁବକ ଗିରଫ ହୋଇଛନ୍ତି। ଖଣ୍ଡଗିରି ଥାନ ପୁଲିସ ପକ୍ଷରୁ ୨ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏମ୍ସ ହସ୍ପିଟାଲ ଅଞ୍ଚଳ ନିକଟ ଅଞ୍ଚଳରୁ ଖଣ୍ଡଗିରି ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨୫ଶହ ଟଙ୍କା ଓ ୨ଟି ମନି…

ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ୧୧ ଅସୁସ୍ଥ: ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି

ହାଟଡ଼ିହି: ଖାଦ୍ୟରେ ବିଷକ୍ରିୟା ଯୋଗୁଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ୧୧ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଓ ୫ ଜଣ ବୟସ୍କ ରହିଛନ୍ତି। ସୂଚନାରୁ ଜଣା ଯାଇଛି ଯେ ହାଟଡ଼ିହି ବ୍ଲକ ଅମୃତପୁର ଗାଁର  ଗୋପୀନାଥ ଦାସଙ୍କ ଗୋଟିଏ ପରିବାରର ୧୧ ସଦସ୍ୟ…

ଲୋକସଭା ପରେ ରାଜ୍ୟସଭାରେ ମହିଳା ସଂରକ୍ଷିତ ବିଲ୍‌ ପାସ୍‌

ଆଇନରେ ପରିଣତ ହେବା ଦିଗରେ ଆଉ ପାଦେ ଆଗେଇଛି ମହିଳା ସଂରକ୍ଷଣ ବିଲ୍। ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ନାରୀ ଶକ୍ତି ବନ୍ଦନ ଅଧିନିୟମ। ଦୀର୍ଘ ୧୧ ଘଣ୍ଟାର ବିତର୍କ ପରେ ସର୍ବସମ୍ମତିକ୍ରମେ ଏହି ବିଲ୍‌ ପାରିତ ହୋଇଥିଲେ ହେଁ ବିରୋଧୀ ଏହାର ପ୍ରାବଧାନ ଉପରେ ଅନେକ ପ୍ରଶ୍ନ କରିଥିଲେ।…

ବିଜେଡିରୁ ବହିଷ୍କୃତ ହେଲେ ଖଣ୍ଡପଡ଼ା ଓ ରେମୁଣା ବିଧାୟକ

 ପ୍ରମାଣିତ ହେଲା ସଚିବ ସର୍ବଶକ୍ତିମାନ୍। ତାଙ୍କ ବିରୁଦ୍ଧରେ ଆଲେଖ୍ୟକୁ ସହ୍ୟ କରିପାରିଲେନି ୫-ଟି ସଚିବ। ଅବଶେଷରେ ଭିନ୍ନ ଆଳ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଗ୍ରହଣ କରିଲେ କାର୍ଯ୍ୟାନୁଷ୍ଠାନ। ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ…

ଜିଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା

କେନ୍ଦୁଝରଗଡ଼ : ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

ସାଇମନ୍ଦିର ଛକରେ ଜଳ ଯନ୍ତ୍ରଣା: ଆଜି ଆନ୍ଦୋଳନକୁ ଓହ୍ଲାଇବେ ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ

ଭୁବନେଶ୍ବର: ବର୍ଷା ହେବା ମାତ୍ରେ ଟଙ୍କପାଣି ସାଇ ମନ୍ଦିର ଛକରୁ ଟଙ୍କପାଣି ବ୍ରିଜ୍‌ ଦେଇ ବାଲିଅନ୍ତାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରେ ପାଣି ଜମୁଛି। ମୁଖ୍ୟତଃ ସାଇ ମନ୍ଦିର ନିକଟରେ ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ଜମି ରହୁଛି। ବର୍ଷା ଛାଡ଼ିବା ପରେ ମଧ୍ୟ ରାସ୍ତାରୁ ପାଣି…

ଲୋକସଭାରେ ଐତିହାସିକ ମହିଳା ସଂରକ୍ଷିତ ବଲ୍‌ ପାସ୍‌

ନୂଆଦିଲ୍ଲୀ : ମହିଳା ମାନଙ୍କୁ ବିଧାନସଭା ଓ ଲୋକସଭାରେ ସଂରକ୍ଷଣ  ପ୍ରଦାନ କରୁଥିବା ‘ନାରୀ ଶକ୍ତି ବନ୍ଦନା ବିଲ୍’ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ଲୋକସଭାରେ ଗୃହୀତ ହୋଇଛି । ଏହି ବିଲର ସମର୍ଥନରେ ୪୫୪ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ ପଡ଼ିଥିଲା । ଲୋକସଭାରେ ବିତର୍କ…

ଜଙ୍ଗଲରେ ପଡ଼ିଥିଲା ମୃତଦେହ, ପାଖରେ ଥିଲେ ସଂଜ୍ଞାହୀନ ମହିଳା!

କୁଚିଣ୍ଡା ଥାନା ଡନସନାଡିହି ଜଙ୍ଗଲରେ ପଡିଥିଲା ଜଣେ ପୁରୁଷ ବ୍ୟକ୍ତିଙ୍କ ମୃତଦେହ। ଆଉ ମୃତଦେହ ପାଖରେ ଜଣେ ମହିଳା ଶୋଇଥିଲେ। ମହିଳା ଜଣକ ସଂଜ୍ଞାହୀନ ଅବସ୍ଥା ପଡ଼ିଥିଲେ।  ଆଉ ସେହି ମୃତଦେହ ପାଖରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ ଜଣେ ମହିଳା। ହେଲେ ମହିଳା ଜଣକ କେମିତି ମୃତଦେହ ପାଖରେ…

ଶୀର୍ଷକ :- {ନିର୍ମମ ସତ୍ୟ}

ନିର୍ଜନ ଏ ନିସ୍ତବ୍ଧ ରାତ୍ରିର କରାଳରେ କ୍ଷୁବ୍ଧ ପ୍ରାୟ ଏ ବିଦୀର୍ଣ୍ଣ ହୃଦୟ , ବିମୂଢ଼ ଏ ମନ ଲୁବ୍ଧ ପ୍ରାୟେ ଅତର୍କିତେ, ଧାଇଁଯାଏ ସର୍ବଦା ଅପ୍ରତ୍ୟାଶିତ ଭବିଷ୍ୟତ ନିମନ୍ତେ।। ସ୍ବପ୍ନ କହେ ............. ଭୟ କର ନା ମୁଁ ସତ୍ୟଭଳି ନିଷ୍ଠୁର ନୁହେଁ, ପାରିବି ଗଢି ତୁମ ଭାବନାର…

ମାଆ ସମଲେଶ୍ଵରୀ

ଓଡ଼ିଶାରେ ଅବସ୍ଥିତ ବିଭିନ୍ନ ଶକ୍ତି ପୀଠ ମାନଙ୍କ ମଧ୍ୟରେ ମାଆ ସମଲେଇଙ୍କ ସ୍ଥାନ ସ୍ୱତନ୍ତ୍ର l ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ l ସେ ସମଗ୍ର ଓଡ଼ିଶାରେ,ପଡ଼ୋଶୀ ଛତିଶଗଡ଼ ଓ ସ୍ୱତନ୍ତ୍ର ଭାବରେ ପଶ୍ଚିମ ଓଡ଼ିଶାରେ ପୂଜିତା ଶକ୍ତି ମୟୀ ମାଆ l ମାଆ, ଉତ୍କଳ ଜାହ୍ନବୀ ମହାନଦୀ…