ଦଧୀଚିଙ୍କ ମହାଦାନ
ପାଣ୍ଡବମାନଙ୍କ ବନବାସ କାଳରେ ଦିନେ ମହାମୁନି ମାର୍କଣ୍ଡେୟ ତାଙ୍କ ଆଶ୍ରମରେ ପହଁଚିଲେ l ଯୁଧିଷ୍ଠିର ମୁନିଙ୍କୁ ଦେଖି, ଅତି ଆନନ୍ଦରେ ଆଶ୍ରମକୁ ପାଛୋଟି ନେଲେ l ତାଙ୍କ ପଦ ସେବାକରି, ଯୁଧିଷ୍ଟିର କହିଲେ, ଆପଣ ଆସିଲେ ଖୁବ୍ ଭଲ ହେଲା l ଏଠାରେ ଆଉ ଆମକୁ ଭଲ ଲାଗୁ ନାହିଁ l ଚାଲନ୍ତୁ ଆପଣଙ୍କ…