ପାଣ୍ଡବଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ

ପାଣ୍ଡବଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ ============== ମହାଭାରତ ଆଦି ପର୍ବରୁ ଏହି ଉପାଖ୍ୟାନ l ଲକ୍ଷ୍ୟ ଭେଦ କରି ଅର୍ଜ୍ଜୁନ ଦ୍ରୌପଦୀଙ୍କୁ ଲାଭକଲେ l ଅନ୍ୟ ଭାଇମାନଙ୍କ ସହିତ ସେ ଦ୍ରୌପଦୀଙ୍କୁ ଧରି ରହୁଥିବା କୁମ୍ଭାର ଘରକୁ ଫେରିଆସିଲେ l ଦ୍ୱାରରେ ଥାଇ ଅତି ଆନନ୍ଦସହ ସେମାନେ ମାଆ…

ଦାରୁଣ ଶୀତକାଳ

ଦାରୁଣ ଶୀତକାଳ =========== ହେମନ୍ତ ଶେଷେ ଓହ୍ଲାଇ ଆସେ ଧରାକୁ ଶୀତରାଣୀ l ବାପ ଆଳୟ ଯାଆନ୍ତି ମାଆ ଶ୍ରୀକ୍ଷେତ୍ର ଠାକୁରାଣୀ ll ମାଘ ମାସରେ ବାଘୁଆ ଜାଡ଼ ହାଡ଼ ଉଠଇ ଥରି l ବର ଗଡ଼ରେ ଧନୁ ଯାତରା କଂସ ମାରିଲେ ହରି ll ବୁଢ଼ା କମ୍ବଳ ଘୋଡ଼ି ହୁଅନ୍ତି ଶ୍ରୀକ୍ଷେତ୍ରେ ଶିରିପତି l…

ମାଲକାନଗିରିରେ ବିମାନର ଟ୍ରାଏଲ ରନ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସଫଳ ହେଲା ବିମାନ ଟ୍ରାଏଲ ରନ। ୭ ଟିକିଆ ସିଟ୍ ବିଶିଷ୍ଟ ବିମାନର ଟ୍ରାଏଲ ରନ୍ ହୋଇଛି। ପରୀକ୍ଷା ମୂଳକ ଭାବେ ଅବରତରଣ କରିଛି ଭିଟି-୧୦୦। ଅବତରଣ ପରେ ପାଇଲଟ୍ ସମଗ୍ର ବିମାନ ବନ୍ଦରର ତନଖି କରିଛନ୍ତି । ବିମାନ ବନ୍ଦରର ପ୍ରସ୍ତୁତି ନେଇ ଖୁବ୍ ପ୍ରଂଶସା…

ନବବର୍ଷର ଅଭିନନ୍ଦନ….

ନବବର୍ଷର ଅଭିନନ୍ଦନ.... ଆମ ଭିତରେ ଗଭୀର ଭାବନା.. ଗଭୀର ଏ ଉନ୍ମାଦନା କରେ ଅସ୍ତବ୍ୟସ୍ତ ଭବ୍ୟତାର ସ୍ୱାଗତେ ଧରି ନବୀନର ହସ୍ତ... ଅନନ୍ତ ବ୍ୟାପକ ନାନା ଦୁଃଖ କରି ନାଶ ବିତରଣେ ସୁଖ ପଞ୍ଚଜନ୍ୟର ନିର୍ଘୋଷ... ନୀଳକଣ୍ଠ ସମ ଶୋଷି ଜାଗତିକ ବିଷ ପାବନୀ ସମ ସିଞ୍ଚି ପବିତ୍ର…

ବିଏସକେଓ୍ବାଇ କାର୍ଡ ସଚେତନତା ରଥର ଶୁଭାରମ୍ଭ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ସଚେତନତା ରଥର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଡଃ ପ୍ରଣତି ମହାପାତ୍ର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ଜନସ୍ବାସ୍ଥ୍ୟ…

ଚାଲ ବୁଲିଯିବା ଚିଲିକା

ଚାଲ ବୁଲିଯିବା ଚିଲିକା ============ ମରାଳ ମାଳିନୀ ନୀଳାମ୍ବୁ ଚିଲିକା l ନୀଳ ନୀରବେଣୀ ନୀଳେନ୍ଦ୍ରି ନାୟିକା ll ଉତ୍କଳର ସେହି ଚାରୁ ଅଳଙ୍କାର l ବର୍ଣ୍ଣିଥିଲେ ଦିନେ ଆମ କବିବର ll ଅଙ୍କେ ତୋର କାଳିଜାଈ ପରବତ l ବକ୍ଷେ ଭାସୁଥାଇ ଡଙ୍ଗା ଶତ ଶତ ll ମାଆ କାଳିଜାଈ ସୁମରି ଧୀବରେ l…

ବିଦ୍ୟେ କମଳ ଲୋଚନୀ

ବିଦ୍ୟେ କମଳ ଲୋଚନୀ ============= ଜୟ ମାଆ ବିଦ୍ୟେ କମଳ ଲୋଚନୀ ଜୟ ମା ପରମେଶ୍ୱରୀ l ତୋହର ବନ୍ଦନା ଦି ପଦ ଲେଖୁଛି ତୋ ପୟରେ ଧ୍ୟାନ କରି ll ଶ୍ୱେତ ପଦ୍ମାସନୀ ମରାଳ ବାହନୀ ଜୟ ମା' ବୀଣା ବାଦିନୀ l ଜୟ ଜ୍ଞାନମୟୀ ଜୟ ଜ୍ଞାନଦାୟୀ ପୂଜା ତୋ ସାରା ଅବନୀ ll ଦୟା ବଳେ ମୁର୍ଖ…

ରାମଦୂତ ଅତୁଲିତ ବଲଧାମା

ରାମଦୂତ ଅତୁଲିତ ବଲଧାମା ================ ଲଙ୍କାରେ ଯୁଦ୍ଧସରିଗଲା l ରାବଣ ନିଧନକରି ପ୍ରଭୁ ଶ୍ରୀରାମ ସୀତାଙ୍କୁ ଉଦ୍ଧାର କରି, ବିଭୀଷଣଙ୍କୁ ଲଙ୍କା ରାଜପଦରେ ଅଭିଷେକ କରାଇ ପୁଷ୍ପକ ବିମାନରେ ଅଯୋଧ୍ୟା ଫେରିଲେ l ତାଙ୍କ ସାଙ୍ଗରେ ଥାନ୍ତି ଲକ୍ଷ୍ମଣ ବିଭୀଷଣ, ସୁଗ୍ରୀବ, ଜାମ୍ବବାନ,…

ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ

ଭୁବନେଶ୍ବର:  ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ…

୬ ମାସରେ ବାଲେଶ୍ଵର ଜିଲ୍ଲାକୁ ଆସିଛି ୧୦୩୮କୋଟି ଅନୁଦାନ: ୫ଟି ଅଧ୍ୟକ୍ଷ

ବାଲେଶ୍ଵର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଦିନିକିଆ ବାଲେଶ୍ଵର ଗସ୍ତରେ ଆସି ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ସହ ଜିଲ୍ଲାକୁ ୧ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି। ସ୍ଥାନୀୟ ମିଶନ ପଡ଼ିଆରେ ବିଜେଡିର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି…