କଟକରୁ ଅପହରଣ , ପୁରୀରେ ଗଣଦୁଷ୍କର୍ମ!

କଟକ : କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁରୀର ଏକ ହୋଟେଲରେ କଲେଜ ଛାତ୍ରୀଙ୍କୁ ନିଶା ଦେଇ ୪ ଜଣ ସାଙ୍ଗ ଦୁଷ୍କର୍ମ କରିଥିବା ଜଣାପଡିଛି। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ୍‌ ଏହି ଘଟଣାରେ ଯାଜପୁର ରୋଡ୍ ଷ୍ଟେସନରୁ ଜଣଙ୍କୁ ଗିରଫ କରିଛି।…

ଷଷ୍ଠ ଥର ଡ. ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ମନୋନୀତ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଷଷ୍ଠ ଥର ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ସି ପି ରାଧାକ୍ରିଷ୍ଣନ ଗୃହ କାର୍ଯ୍ୟ ପରିଚାଳନା ପାଇଁ ଡ. ପାତ୍ରଙ୍କ ସମେତ ସାଂସଦ ଡ. ଦିନେଶ ଶର୍ମା, ଏସ ଫାଗନନ କୋନ୍ୟାକ, ଏମ…

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!

ନୂଆଦିଲ୍ଲୀ : ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି। କିନ୍ତୁ ଏବେ ଆଲୋଚନା ହେଉଛି ଯେ, କେନ୍ଦ୍ର ସରକାର ତାଙ୍କୁ Z ସୁରକ୍ଷା ପ୍ରଦାନ କରିପାରନ୍ତି। ଚଢାଙ୍କୁ ଦିଲ୍ଲୀ ଏବଂ ପଞ୍ଜାବରେ Z ସୁରକ୍ଷା ମିଳିବାର ସମ୍ଭାବନା ଥିବାବେଳେ ଅନ୍ୟତ୍ର Y-ପ୍ଲସ୍…

ପ୍ରକାଶ ପାଇଲା ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ମାନେ CBSE ଅଫିସିଆଲ୍ ୱେବସାଇଟରୁ ନିଜର ପରୀକ୍ଷା ଫଳ ପାଇ ପାରିବେ । cbse.gov.in, results.cbse.nic.in, results.digilocker.gov.in ଓ ଉମଙ୍ଗରେ  ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ ସାରା ଦେଶରୁ ୨୫ ଲକ୍ଷ…

ନିର୍ବାଚନ ଫଳାଫଳ ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ହିମନ୍ତ ବିଶ୍ୱ ସର୍ମା

ଭୁବନେଶ୍ୱର : ଆସାମ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା। ବୁଧବାର ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ହିମନ୍ତ ବିଶ୍ୱ ସର୍ମା। ଏହି ସମୟରେ ସେ ଗଣମାଧ୍ୟମକୁ ବୟାନ ଦେଇ ରାହୁଲ…

ବହୁ ଚର୍ଚ୍ଚିତ ପୋଲିସ ଏସ୍.ଆଇ. କେଳେଙ୍କାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କୁ ମିଳିଛି ସାମୟିକ…

କଟକ : ବହୁ ଚର୍ଚ୍ଚିତ ପୋଲିସ ଏସ୍.ଆଇ. କେଳେଙ୍କାରୀ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ଅସୁସ୍ଥତା କାରଣରୁ ଅନ୍ତରୀଣ ଜାମିନରେ ଥିବା ମୁନା ମହାନ୍ତିଙ୍କ ଜାମିନ ଅବଧିକୁ ବଳବତ୍ତର ରଖିଛନ୍ତି ମାନ୍ୟବର ହାଇକୋର୍ଟ।…

ପୁଣି ତାଳଚେରରେ ଦବିଲା ରାସ୍ତା। ସୃଷ୍ଟି ହେଲା ୫ ଫୁଟ ଗଭୀର ଗର୍ତ୍ତ।

ତାଳଚେରରେ : ତାଳଚେରରେ ପୁଣି ଦବିଲା ରାସ୍ତା। ସୃଷ୍ଟି ହେଲା ବିରାଟ ଗାତ। ଡେରା ପେଟ୍ରୋଲ ପମ୍ପ ନିକଟ ମୁଖ୍ୟ ରାସ୍ତାରେ ବିରାଟ ଗାତ ଦେଖିବାକୁ ମିଳିଛି। ଗତ ଏହାର ଓସାର ପାଖାପାଖି ଦୁଇ ଫୁଟ ଓ ଗଭୀର ପାଞ୍ଚ ଫୁଟ ହେବ। ଗତ ବିଳମ୍ବିତ ରାତିରେ ଏହି ଗାତ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ…

ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’।

ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ। ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଜମିଛି ଶହ ଶହ ସମର୍ଥକଙ୍କ…

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଫୁଫୁଗାଁରେ ହାଟ ଉଦଘାଟନକୁ ନେଇ ଜୋର୍ ଧରିଛି ରାଜନୀତି।

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଫୁଫୁଗାଁରେ ହାଟ ଉଦଘାଟନକୁ ନେଇ ଜୋର୍ ଧରିଛି ରାଜନୀତି।  ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ରାଜ୍ୟ ସରକାର ସୁରକ୍ଷା ନେଇ ଅନେକ ପଦକ୍ଷେପ ନେଉଥିବା ବେଳେ କିଭଳି ଜଣେ ମନ୍ତ୍ରୀ,…

ଘରୋଇ ହଷ୍ଟେଲରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର : ଘରୋଇ ହଷ୍ଟେଲରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ବେକରେ ଫାଶୀ ଲଗାଇ ଜୀବନ ହାରିଲେ ଯୁବତୀ। ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା। ତେବେ ଘଟଣାରେ ସବୁଠାରୁ ବଡ଼ ଚାଞ୍ଚଲ୍ୟକର ତଥ୍ୟ ହେଉଛି, ଯୁବତୀ ଜଣକ ଜୀବନ ହାରିବା ପୂର୍ବରୁ ସେହି…