ବାଲେଶ୍ୱରରେ ଶୁଭାରମ୍ଭ ହେଲା ଆଦିତ୍ୟ ବିର୍ଲା ଗ୍ରୁପ୍ର ଜୁଏଲାରୀ ସୋରୁମ୍ ‘ଇନ୍ଦ୍ରିୟା’ର ପ୍ରଥମ ଷ୍ଟାର୍
ବାଲେଶ୍ବର,୧୮/୪:(କୃଷ୍ଣ କୁମାର ମହାନ୍ତି) ବାଲେଶ୍ବର ସହରର ଫକୀରମୋହନ ଗୋଲାଇ ଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଏକ୍ସକ୍ଲୁସିଭ୍ ଜୁଏଲାରୀ ସୋରୁମ୍ ‘ଇନ୍ଦ୍ରିୟା’ ଉଦ୍ଘାଟିତ ହୋଇଯାଇଛି।
ଏହି ସୋରୁମ୍ରେ କମ୍ପାନିର ଅତ୍ୟାଧୁନିକ ଆକର୍ଷଣୀୟ ବିଭିନ୍ନ ଡିଜାଇନ୍ର ସୁନା, ହୀରା ଓ…