ରାଜ୍ୟର ସମସ୍ତ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ମିଳିଛି ଆଶ୍ୱସ୍ତି

ଭୁବନେଶ୍ୱର:  ୨୦୧୯ ପର୍ଯ୍ୟନ୍ତ ବିନା ହେଲମେଟରେ ଗାଡ଼ି ଚାଳନା, ବିନା ସିଟ ବେଲ୍ଟରେ ଗାଡ଼ି ଚାଳନା, ତିନିଜଣିଆ ବାଇକ ଯାତ୍ରା ଆଦି ବିଭିନ୍ନ ପ୍ରକାରର ଟ୍ରାଫିକ ଉଲ୍ଲଂଘନରେ କଟିଥିବା ଚାଲାଣକୁ ରାଜ୍ୟ ପରିବହନ ବିଭାଗ ବାତିଲ କରିଦେଇଛି । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଟ୍ରାଫିକ ନିୟମ…

ଗାଁ ପୋଖରୀରେ ମାଛଚାଷ

ମାଛଚାଷ : ‘ଭାତ ଓ ମାଛ’ ଓଡ଼ିଆ, ବଙ୍ଗାଳୀ ଓ ଆସାମ ଅଧିବାସୀଙ୍କର ଏକ ପ୍ରିୟ ଖାଦ୍ୟ । ଏହା ଯେତିକି ସୁସ୍ୱାଦୁଯୁକ୍ତ ସେତିକି ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ । ମାଛ ଖାଇବା ଦ୍ୱାରା ଶରୀରର ମାନସିକ ଓ ଶାରୀରିକ ବିକାଶ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ତେବେ ମାଛ ମୁଖ୍ୟତଃ…

ସୋନପୁର ଗଡଜାତ ତଥା ପଞ୍ଚରା ଅଞ୍ଚଳପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ।

ସୁବର୍ଣ୍ଣପୁର- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ସଜବାଜ ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ପର୍ବ ପାଳିତ ହୋଇ ଆସୁଛି ା ସେହିପରି ସୁବର୍ଣ୍ଣପୁର ଗଡଜାତ ତଥା ପଞ୍ଚରା ଅଂଚଳ ପାଇଁ ଏବର୍ଷ ପଣ୍ଡିତ ମହାସଭା ସ୍ଥାନିୟ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ…

ଓଡ଼ିଶା ପୋଲିସ SI ପରୀକ୍ଷାରେ ବିଭ୍ରାଟ ପାଇଁ ଘୁଞ୍ଚିଲା ପରୀକ୍ଷା, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ।

ଭୁବନେଶ୍ୱର : ଓଡ଼ିଶା ପୋଲିସ ସବଇନ୍ସପେକ୍ଟର ବା ଏସଆଇ ପରୀକ୍ଷାରେ ପୁଣି ତ୍ରୁଟି । କମ୍ପ୍ୟୁଟର ବେସଡ ଟେଷ୍ଟକୁ ନେଇ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । କ୍ୱେଶ୍ଚିନ ଡାଉନଲୋଡ ହୋଇପାରୁନଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ହୋଇପାରୁନଥିବାରୁ…

ଭଦ୍ରକରେ ସବୁ ସ୍କୁଲ ବନ୍ଦ, ବାଲେଶ୍ୱରକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆଇଏମଡିର ସୂଚନା ଅନୁଯାୟୀ, ରାଜ୍ୟର ୪ଟି ଜିଲ୍ଲାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତିରୁ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବର୍ଷାକୁ ନେଇ ଭୟଭୀତ ନ ହୋଇ ପ୍ରଶାସନର…

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଶୁକ୍ରବାର ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୧ ତାରିଖ ନୂଆଖାଇରେ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ହେବା ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ମା’ଙ୍କୁ ନବାନ୍ନ ଲାଗି ହେବ।

କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ

କେନ୍ଦୁ ଝରଜିଲ୍ଲା : ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ । ଜିଲ୍ଲା ସଭାପତି ପ୍ରଦୀପ କୁମାର ବାରିକଙ୍କ ବାସଭବନରେ ଦୁଇ ଦିନ ବ୍ୟାପୀ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କେନ୍ଦୁଝର ଗଡ ପୌରାଞ୍ଚଳ ଯାଦବ ସମିତିର ସଦସ୍ୟ ବୃନ୍ଦ ଓ ହରିଚନ୍ଦନପୁର…

କୃଷ୍ଣ ବନ୍ଦେ ଜଗଦ୍ଗୁରୁ

ବିଷ୍ଣୁଙ୍କର ଷୋଳକଳା ନେଇ ଦ୍ୱାପରଯୁଗରେ ଦୁଷ୍ଟ ଦଳନ ପାଇଁ ଭଗବାନ ଶ୍ରୀକୃଷ୍ଣ ଏ ଧରା ଧାମରେ ଅବତୀର୍ଣ୍ଣ ହୋଇଥିଲେ l ସେତେବେଳେ ଧରାରେ ରାଜୁତି କରୁଥାଏ ବର୍ଷାକାଳ l ନଦୀ, ନାଳ, କୂପ, ତଡ଼ାଗ ଜଳପୂର୍ଣ ଅଛନ୍ତି l ବୃକ୍ଷଲତା ତୃଣ ସବୁଜ ରୂପଶ୍ରୀରେ ମଣ୍ଡିତ ଅଛନ୍ତି l ଧରଣୀ ରସ ପୂର୍ଣ୍ଣ l…

ସଂକୁଚିତ ଭାରତୀୟ ପରିବାର: କାରଣ ଓ ପ୍ରଭାବ

ପୃଥିବୀର ଦ୍ୱିତୀୟ ଜନବହୁଳ ଦେଶ ଭାରତର ଜନସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । 2022 ମସିହା ଜୁଲାଇ ମାସରେ ମିଳିତ ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ 2050 ମସିହା ବେଳକୁ 166.8 କୋଟି ଲୋକଙ୍କୁ ନେଇ ଭାରତ ଚୀନକୁ (131.7 କୋଟି) ପଛରେ ପକେଇ ବିଶ୍ୱର ସର୍ବବୃହତ ଜନବହୁଳ ଦେଶ ହୋଇଥିବ।…

‘ବିଡ଼ି ସ୍କୁଲର ଭିତ୍ତିଭୂମି ବିକାଶ କରାଯାଇ ଶୈକ୍ଷିକ ପରିବେଶ ସୃଷ୍ଟି କରାଯିବ’

ପଟ୍ଟାମୁଣ୍ଡାଇ: ବିଡ଼ି ନୋଡାଲ ସ୍କୁଲ ବିକାଶ ପାଇଁ ଅନୁଦାନ ଯୋଗାଇ ଦିଆଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ୩ନଂ ୱାର୍ଡ ତନୁପୁର ଗ୍ରାମର ବିଡ଼ି ନୋଡାଲ ସ୍କୁଲର ନୂତନ ଗୃହ ଉଦଘାଟନ ଉତ୍ସବରେ ଯୋଗଦେଇ ପ୍ରକାଶ…