ପ୍ରାଣର ଠାକୁର

ପିନ୍ଧୁଛି ଗଜରା ନାଉଛି ସିନ୍ଦୁର କାହ୍ନୁ ତୁମ ନାମ ଧରି ଟାଣୁଛି ଓଢ଼ଣୀ ଦେଖୁଛି ଆଇନା ତୁମକୁ ସ୍ମରଣ କରି ।।୧।। ଯାଉଛି ଯମୁନା ହୋଇ ମୁଁ ଅଧିର ତୁମକୁ ଦର୍ଶନ କରି, କି ମାୟା ଲଗାଇ ଦେଇଛ ନାଗର ହେଉଛି ତୁମକୁ ଝୁରି ।।୨।। ଘର ଗୃହସ୍ଥିରେ ମନ ଲାଗୁନାହିଁ ସବୁ ଦିଏ ଭୂଲ୍ କରି…

ଜନ୍ମାଷ୍ଟମୀ

ହେ କୃଷ୍ଣ, ହେ ଯାଦବ, ହେ କେଶବ, ଏ ପରମ୍ପରା ତ ଚାଲିଛି ଚାଲିବ। ବର୍ଷକରେ ଥରେ, ଜନ୍ମାଷ୍ଟମୀ ଆସିବ, କିନ୍ତୁ ଆମ ମନରେ କଣ, ଅଛି ସେହି ସମର୍ପଣ ଭାବ? ପ୍ରାପ୍ତି ର କାମନା ଏହି ହୃଦୟରେ ଭରି କରୁଛୁ ପ୍ରାର୍ଥନା ଆମ୍ଭେ ଦୁଇହସ୍ତ ଯୋଡ଼ି, ସମସ୍ତ ସୌଭାଗ୍ୟ ପ୍ରଭୁ,ଦିଅହେ ଆମ୍ଭଙ୍କୁ, ତବ…

ବାଳମୁକୁନ୍ଦ

ଶ୍ୟାମଳ ସକାଳ ତୁ ଚୁଆଁ ଜହ୍ନରାତି ଗୋପର ଗୋବିନ୍ଦ ତୁହି ମିଠା ପ୍ରେମ କାତି । ହସରେ ତୋ ଫୁଟିଯାଏ କଦମ୍ବ ଡାଳରେ ଦୁଷ୍ଟାମିରେ ଉଛୁଳଇ ଯମୁନା ଜୁଆରେ । ମଧୁବନୁ ଉଇଁ ଆସୁ ଦ୍ବିତୀୟାର ଚାନ୍ଦ ଗୋପୀଙ୍କ ଛାତିରେ ଭାଙ୍ଗି ସବୁ ପ୍ରୀତି ବନ୍ଧ । ଷୋହଳସହସ୍ର ଫୁଲ ଗୋଟିଏ ଭଅଁର…

ବହୁ ଚର୍ଚ୍ଚିତ ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସ ହତ୍ୟା ମାମଲା, ୮ ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡା: ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ରସେନ ଦାସ ହତ୍ୟାକାଣ୍ଡ ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଗୋପାଳ ବେହେରା ୮ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଲେଖାଁଏ ଆର୍ଥିକ ରେ ଦଣ୍ଡିତ କରିଛନ୍ତି , ଜୋରିମାନା ଅନାଦେୟ ଅଧିକ ୧ ବର୍ଷ…

ବିଶ୍ବ ଫଟୋଗ୍ରାଫି ଦିବସ

ଏଇ ଅଳ୍ପ ଦିନତଳେ ମୁଁ ଆଇସିୟୁକୁ ଏଣ୍ଟ୍ରି କରିବା ପାଇଁ ହସ୍ପିଟାଲର ଗ୍ରାଉଣ୍ଡ ଫ୍ଲୋରରୁ ସିଢି ଆଡକୁ ଯାଉଥାଏ, ଲିଫ୍ଟ ସାମ୍ନାରେ ଟିକେ ଅଟକି ଯିବା ପାଇଁ ବାଧ୍ୟ ହେଲି। ଲିଫ୍ଟ ଭିତରକୁ ଏମରଜେନ୍ସିର ଷ୍ଟାଫ୍ ଷ୍ଟ୍ରେଚରରେ ଜଣେ ରୋଗୀଙ୍କୁ କ୍ୟାଥଲ୍ୟାବକୁ ସିଫ୍ଟ କରୁଥାନ୍ତି। ରୋଗୀ ଜଣଙ୍କ ଛାତି…

ଆଜି ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହୋଇଛି । ଏହାପରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବା । ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ କିଛି…

ରାଜଧାନୀରେ ମହିଳାଙ୍କୁ କିରାସିନି ଢାଳି ପୋଡ଼ି ହତ୍ୟା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗରରେ ଜଣେ ମହିଳାଙ୍କୁ ଆଜି କିରାସିନି ଢାଳି ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ଏନେଇ ସ୍ୱାମୀଙ୍କୁ ପଚରା ଉଚରା  ଜାରି ରହିଛି। ଘର ଭିତରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।…

ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ୧୫ ଦିନର ରିଲିଫ୍

ଭୁବନେଶ୍ୱର: ପ୍ରବଳ ବନ୍ୟାରେ ରାଜ୍ୟବାସୀ କଲବଲ ହେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ବାସିନ୍ଦା ପାଣି ଘେରରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବନ୍ୟା ବିପନ୍ନଙ୍କ ସ୍ଥିତି ପରଖିଛନ୍ତି । ମୁଖ୍ୟମନ୍ତ୍ରୀ…

ରାମଦେବଙ୍କୁ ହାଇକୋର୍ଟଙ୍କ ଭର୍ସନା, ଲୋକଙ୍କୁ ଭ୍ରମିତ ନ କରିବା ପାଇଁ ତାଗିଦ

ଏଲୋପ୍ୟାଥି ଚିକିତ୍ସା ବିରୋଧରେ ବାରମ୍ବାର ଉଦ୍ଦେଶ୍ୟ ମୂଳକ ଭାବରେ ଭ୍ରମାତ୍ମକ ପ୍ରଚାର କରିବା ପରେ କିଛି ଏଲୋପ୍ୟାଥି ଡାକ୍ତର ମାନଙ୍କ ସମୂହ ହାଇକୋର୍ଟରେ ପତାଞ୍ଜଳୀ କମ୍ପାନୀର ସତ୍ଵାଧିକାରୀ ରାମକ୍ରୀଷ୍ଣ ଯାଦବ ଓରଫ ରାମଦେବ ବିରୋଧରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି…

ମହାରାଷ୍ଟ୍ରର ରାୟଗଡରେ ହାଇ ହାଇଆର୍ଲଟ

ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ୱର ସମୁଦ୍ର ତଟରେ ସନ୍ଦେହଜନକ ଅବସ୍ଥାରେ ଦୁଇଟି ଡଙ୍ଗା ଭାସୁଥିଲା, ସେହି ଡଙ୍ଗାରେ କେହି ମଣିଷ ନଥିବା ଦେଖି ମତ୍ସ୍ୟଜୀବୀ ମାନେ ପୋଲିସକୁ ଖବର ଦେଇଥିଲେ, ପୋଲିସ ସେଠାରେ ପହଂଚି ଯାଞ୍ଚ କରିବାରୁ ସନ୍ଦିଗ୍ଧ ଡଙ୍ଗାରୁ ପରିମାଣର ୩ ଟି AK-47 ରାଇଫଲ,…