ନକଲି ସମ୍ବଲପୁର ଜିଲ୍ଲା ଅଧ୍ୟକ୍ଷ ଗିରଫ
ରେଢ଼ାଖୋଲ : ନିଜକୁ ଜିଲ୍ଲା ଅଧ୍ୟକ୍ଷ ଭାବରେ ପରିଚୟ ଦେଇ ଢ଼ାବା ହୋଟେଲ ମାନଙ୍କୁ ଭୟଭିତ କରି ଟଙ୍କା ଆଦାୟ କରୁଥିଵା ବେଳେ ଗତକାଲି ରେଢ଼ାଖୋଲ ପୋଲିସ୍ ଜୈନିକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଏଭଳି କାର୍ଯ୍ୟକଳାପ ରେ ଲିପ୍ତ ଥିବା ବ୍ୟକ୍ତି ଜଣ ହେଉଛନ୍ତି ସିଦ୍ଧାନ୍ତ…