୬୦ଟି ସ୍ଥାନରେ ଚାଲିଛି NIA ରେଡ୍
ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟର ପ୍ରାୟ ୬୦ଟି ସ୍ଥାନରେ ଆଜି ସକାଳୁ NIA(The National Investigating Agency) ନିଜ ଚଢ଼ାଉକୁ ଜୋରଦାର କରିଛି। ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ କନେକସନ୍ ମାମଲାରେ ଏହି ଚଢ଼ାଉ ଚାଲିଛି । ବହୁ ସଂଖ୍ୟାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ…