ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ରାସ୍ତା କଡ଼ରେ ଠେଲା ଗାଡିରୁ ଖବରକାଗଜରେ ଗୁଡ଼ାଇ ଗରମ ଆଳୁ ଚପ, ବରା, ସିଙ୍ଗଡା, ପକୁଡି ଇତ୍ୟାଦି ଖାଇବାକୁ ପସନ୍ଦ କରନ୍ତି, ତେବେ ସତର୍କ ରୁହନ୍ତୁ। ଏହି ପସନ୍ଦ ଆପଣଙ୍କୁ ଗମ୍ଭୀର ଅସୁସ୍ଥ କରିପାରେ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏବେ…